20-JUN-2020

ଶୁଭସକାଳ , GOOD MORNING 🙏

[5:15 am, 20/06/2021]

  ╭─────────────────────╮

🌄ସକାଳର ଖବର,୨୦-ଜୁନ-୨୦୨୧,ରବିବାର

╰─────────────────────╯


➡️୧-ଦେଶର ଶ୍ରେଷ୍ଠ ୧୦ ବାସପୋଯୋଗୀ ସହର ମଧ୍ୟରେ ୪ର୍ଥ ସ୍ଥାନ ପାଇଲା ଭୁବନେଶ୍ୱର । ନାଗରିକ ଅନୁଭୂତି ସର୍ବେକ୍ଷଣରେ ସର୍ବାଧିକ ୯୪.୮ ପ୍ରତିଶତ ସ୍କୋର ପାଇବା ସହ ସହଜ ଜୀବନଧାରଣ ସୂଚକାଙ୍କରେ ମିଳିଲା ଏହି ସ୍ଥାନ ।

 

➡️୨-ରୁପା ଛାଉଣୀ ରେ ଝଲସିବ ଶ୍ରୀମନ୍ଦିର ମୁଖ୍ୟ ଦ୍ୱାର । ପ୍ରଥମ ପର୍ଯ୍ୟାୟରେ ୨ଟି ଦ୍ୱାର ଶ୍ରୀ ଗୁଣ୍ଡିଚା ଯାତ୍ରା ପର ଦିନ ଠାରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ ।

 

➡️୩-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭବାନୀପାଟଣାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ ହସ୍‌ପିଟାଲ ଉଦ୍‌ଘାଟିତ ।

 

➡️୪-ଅନଲକ୍ ପ୍ରକ୍ରିୟାକୁ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କଲା କେନ୍ଦ୍ର । କଟକଣା କୋହଳ ହେଲେ ବି କୋଭିଡ୍ ନିୟମ ପାଳନକୁ ଗୁରୁତ୍ୱ ଦେବାକୁ ଦେଲେ ପରାମର୍ଶ । 

 

➡️୫-NTPCଙ୍କୁ ମିଳିଲା ଭାରତର ଶ୍ରେଷ୍ଠ ନିଯୁକ୍ତିଦାତା ସମ୍ମାନ, କାର୍ଯ୍ୟକରିବା ଲାଗି ୫୦ ପ୍ରମୁଖ ସଂସ୍ଥା ମଧ୍ୟରେ ଅନ୍ୟତମ ।

 

➡️୬-ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ । କରୋନାରୁ ସୁସ୍ଥ ପରେ  ଫୁସଫୁସ ସଂକ୍ରମିତ ଥିଲେ । ଭୁବନେଶ୍ବରର ସମ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତପୁଙ୍କ ପରଲୋକ ହୋଇଛି ।

 

➡️୭-ଖୁବଶୀଘ୍ର ଦିତୀୟ ପର୍ଯ୍ୟୟରେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରଙ୍କ ପାଇଁ ପିଏମୟୁୱାଇ ଅଧୀନରେ ମିଳିବ ମାଗଣା ଏଲପିଜି ଗ୍ୟାସ୍ କନେକ୍ସନ୍ ।

 

➡️୮-ରେଳ ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି, ଆଉ ୬୬୦ ଟ୍ରେନର ସଞ୍ଚାଳନ ପାଇଁ ମିଳିଲା ଅନୁମୋଦନ ।

 

➡️୯-ତେଲେଙ୍ଗାନା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଦେଶର ପ୍ରଥମ ରାଜ୍ୟ ଭାବେ ଆଜିଠାରୁ ହଟିଲା ସମ୍ପୂର୍ଣ୍ଣ ଲକଡାଉନ୍ କଟକଣା । ଜୁଲାଇ ୧ ରୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ ।ଜୁଲାଇ ୧ ରୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ ।

 

➡️୧୦-ଉଦ୍ଧବ ସରକାରଙ୍କୁ କଂଗ୍ରେସର ଚିଠି, ମୁମ୍ବାଇରେ ବ୍ୟବସାୟୀଙ୍କ ପ୍ରତି ଅନ୍ୟାୟ ହେଉଥିବା ନେଇ ଅଭିଯୋଗ ।

 

➡️୧୧-ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ ଘୋଷଣା, ଏଣିକି ଦୁଇରୁ ଅଧିକ ପିଲା ଥିଲେ ସରକାରୀ ଯୋଜନାରେ ମିଳିବନାହିଁ ଲାଭ ।

 

➡️୧୨-ହରିଦ୍ୱାରରେ ଆଜି ଏବଂ ଆସନ୍ତା କାଲି ହେବାକୁ ଥିବା ଗଙ୍ଗା ଦଶହରା ଓ ନିର୍ଜଳା ଏକାଦଶୀ ଅବସରରେ ଅନୁଷ୍ଠିତ ହେବାକୁଥିବା ଗଙ୍ଗା ସ୍ନାନକୁ ରଦ୍ଦ କରାଗଲା ।

 

➡️୧୩-ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ୨୦,୭୦୦ କୋଟି ଟଙ୍କା କଳାଧନ ଗଚ୍ଛିତ, ସ୍ପଷ୍ଟି କରଣ ଦେଲା ଅର୍ଥ ମନ୍ତ୍ରଣାଳୟ ।

 

➡️୧୪-ଚେନ୍ନାଇର ଚିଡିଆଖାନାରେ ୪ଟି ସିଂହଙ୍କ ଶରୀରରେ କରୋନାର ଡେଲଟା ଭାରିଆଣ୍ଟ ଚିହ୍ନଟ ।

 

➡️୧୫-ଖୁବଶୀଘ୍ର ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ ଆଣିବାକୁ ଯାଉଛି ଆଇଫୋନ ଭଳି ‘ଫାଇଣ୍ଡ ମାଇ ନେଟୱାର୍କ ଫିଚର’! ଏଥିଯୋଗୁଁ ଉପଭୋକ୍ତା ସେମାନଙ୍କର ହଜିଯାଇଥିବା ଡିଭାଇସଗୁଡ଼ିକୁ ଖୁବ ସହଜରେ ପାଇ ପାରିବେ।

 

➡️୧୬-ନେପାଳରେ ମୁଶଳଧାରାରେ ବର୍ଷାର ପ୍ରଭାବ ଭାରତରେ । ବିହାର, ଉତରାଖଣ୍ଡ ଓ ୟୁପିରେ ବିଭିନ୍ନ ଜଗା ଜଳବନ୍ଦୀ ।

 ➡️୧୭-ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି, ଟେଷ୍ଟ କ୍ରିକେଟରେ ଅଧିକ ମ୍ୟାଚରେ ଅଧିନାୟକତ୍ୱ କରିବାର ନୂଆ ରେକର୍ଡ ହାସଲ କରିଲେ ।

 

➡️୧୮-ସାଉଥମ୍ପଟନ୍‌ରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର ଫାଇନାଲ ମ୍ୟାଚରେ ବାଧକ ସାଜିଲା ଖରାପ ଆଲୋକ,ଭାରତର ସ୍କୋର ୧୪୬/୩, ଆଜି କୋହଲିଙ୍କ ଉପରେ ନଜର ।

 

➡️୧୯-ପଞ୍ଚଭୂତରେ ବିଲୀନ ହେଲେ ‘ଫ୍ଲାଇଂ ଶିଖ୍‌’ ମିଲଖା ସିଂହ : ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର, ଶେଷ ଦର୍ଶନ କଲେ ବିଶିଷ୍ଟ ବ୍ୟକ୍ତି ।

 

➡️୨୦-ଫ୍ଲାଇଂ ଶିଖ୍’ ମିଲଖା ସିଂହଙ୍କୁ ଗଭୀର ଶ୍ରଦ୍ଧାଜ୍ଞଳି ଜଣାଇଲା ଭାରତୀୟ କ୍ରିକେଟ ଟିମ, ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚରେ କଳା ବ୍ୟାଚ୍ ପିନ୍ଧି ପଡିଆକୁ ଓଲ୍ଲାଇଲା ଭାରତ ।

 

➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।

 

ଶୁଭ ସକାଳ,ସୁପ୍ରଭାତ

ଆଜି ଗଙ୍ଗା ଦଶହରା

[5:14 am, 20/06/2021]  💌ଆଜିର ଭାଗବତ ବାଣୀ💌 

🦚ତାରିଖ : ୨୦-୦୬-୨୦୨୧🦚

✤• • • • • • ✤ • • • • • • ✤• • • • • • ✤

 

ବ୍ରହ୍ମବେତ୍ତା ଶ୍ରୀଦତ୍ତାତ୍ରେୟ କହୁଛନ୍ତି :-

 

( ଚନ୍ଦ୍ରର ଦୃଷ୍ଟାନ୍ତ ଦେଇ ) କାଳର ଗତିପ୍ରଭାବରେ ଚନ୍ଦ୍ରକଳାର ଯେପରି କ୍ଷୟ-ବୃଦ୍ଧି ଘଟେ,ଅଲକ୍ଷିତଗତି କାଳପ୍ରଭାବରେ ଦେହର ଅବସ୍ଥା ସେହିପରି ଉତ୍ପତ୍ତିଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବଦଳି ଚାଲିଥାଏ ; କିନ୍ତୁ ଏହି ପରିବର୍ତ୍ତନର ଆତ୍ମା ସହିତ କୌଣସି ସମ୍ବନ୍ଧ ନ ଥାଏ । ଅଗ୍ନିଶିଖା ଯେପରି ଅଗ୍ନିରୁ ବାହାରି ନଷ୍ଟ ହେବାରେ ଲାଗିଥାଏ, ଅର୍ଥାତ୍ କିପରି ବାହାରେ ଓ କିପରି ନଷ୍ଟ ହୁଏ ଦେଖାଯାଏ ନାହିଁ ; କାଳର ପ୍ରଚଣ୍ଡ ବେଗରେ ପ୍ରାଣୀମାନଙ୍କର ଠିକ୍ ସେହିପରି ଉତ୍ପତ୍ତି ଓ ମୃତ୍ୟୁ ହୋଇଚାଲେ , କିନ୍ତୁ ତାହା ଦେଖାଯାଏ ନାହିଁ ।

 

               ।। ୧୧/୭/୪୮-୪୯।।

 

             🔘🙏ଗୀତା ଜ୍ଞାନ🙏🔘

 

ଯେତେସବୁ ଶରୀର ଦୃଷ୍ଟିଗୋଚର ହୁଅନ୍ତି, ସେସବୁ ନଷ୍ଟ ହୋଇଯିବେ, ମରିଯିବେ,କିନ୍ତୁ ସେଗୁଡିକରେ ନିବାସକାରୀ କେବେ ମରେ ନାହିଁ । ଯେପରି ଦେହ ବାଲ୍ୟାବସ୍ଥା ଛାଡ଼ି ଯୁବାବସ୍ଥାକୁ ଏବଂ ଯୁବାବସ୍ଥା ଛାଡ଼ି ବୃଦ୍ଧାବସ୍ଥାକୁ ଧାରଣ କରିଥାଏ, ସେହିପରି ଦେହଭିତରେ ନିବାସକାରୀ ଜଣକ ମଧ୍ୟ ଗୋଟିଏ ଦେହ ଛାଡ଼ି ଅନ୍ୟ ଦେହ ଧାରଣ କରିଥାଏ । ଯେପରି ମନୁଷ୍ୟ ପୁରାତନ ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରିଥାଏ, ସେହିପରି ଦେହମଧ୍ୟରେ ନିବାସକାରୀ ଜଣକ ଶରୀରରୂପୀ ଗୋଟିଏ ଆବରଣ ଛାଡ଼ି ଆଉ ଗୋଟିଏକୁ ଧାରଣ କରିନିଏ । ଯେଉଁସବୁ ଅନୁକୂଳ ବି ପ୍ରତିକୂଳ ପରିସ୍ଥିତି ଆସେ,ସେସବୁ ଆଗରୁ ନ ଥାଏ କିମ୍ବା ପରେ ମଧ୍ୟ ରହେନାହିଁ ଏବଂ ମଝିରେ ମଧ୍ୟ ସେଗୁଡିକର ପ୍ରତିକ୍ଷଣ ବିୟୋଗ ଘଟୁଥାଏ ଅର୍ଥାତ୍ ପରିସ୍ଥିତି ଆତଯାତ ହେଉଥାଏ, ସର୍ବଦା ରହେ ନାହିଁ । ଏଭଳି ସ୍ପଷ୍ଟ ବିବେକ ହୋଇଗଲେ ଚାଞ୍ଚଲ୍ୟ,ଶୋକ ଓ ଚିନ୍ତା ରହିବ ନାହିଁ । ଶାସ୍ତ୍ରର ଆଦେଶ ମୁତାବକ ଯେଉଁ କର୍ତ୍ତବ୍ୟକର୍ମ ପ୍ରାପ୍ତ ହୁଏ, ତାହାକୁ ଯଦି କାର୍ଯ୍ୟର ପୂର୍ତ୍ତି-ଅପୂର୍ତ୍ତି ଏବଂ ଫଳର ପ୍ରାପ୍ତି-ଅପ୍ରାପ୍ତିରେ ସମ ରହି ପାଳନ କରିବା, ତେବେ ମଧ୍ୟ କୌଣସି ଚାଞ୍ଚଲ୍ୟ ରହିବ ନାହିଁ ।

               

   🌹🌳🔘ଶ୍ରୀ ଜଗନ୍ନାଥ ଶରଣଂ🔘🌳🌹

[5:14 am, 20/06/2021]  💌ସକାଳର ଭକ୍ତି ଅର୍ଘ୍ୟ💌

🦚ତାରିଖ : ୨୦-୦୬-୨୦୨୧🦚

✤• • • • • • ✤ • • • • • • ✤• • • • • • ✤

 

ଓଁ ନମୋ ଭଗବତେ ବାସୁଦେବାୟ ।

 

ଏଣେ ନିର୍ମିତ ଯେ ସଂସାର। ଇନ୍ଦ୍ରିୟ ଦ୍ଵାରେ ତା ବିହାର। 

ଦୁର୍ଗମ ମାର୍ଗ ଏ ସଂସାର। ଶ୍ମଶାନପ୍ରାୟ ଭୟଙ୍କର। 

ଏହାକୁ ମୂଢ ନ ଜାଣଇ। ବିଷ୍ଣୁ ମାୟାରେ ମୋହ ହୋଇ। 

ଘୋର ଅରଣ୍ୟ ଏ ସଂସାର। ଏଥିରେ ରତ ମୂଢନର। 

ବିବିଧ ବିଫଳ ଯେ କର୍ମ। ତେଣେ ହୁଅଇ ମତିଭ୍ରମ। 

ପ୍ରଭୁଙ୍କ ଚରଣାରବିନ୍ଦ। ସ୍ଵାଦୁ ସୁଗନ୍ଧ ମକରନ୍ଦ। 

ତାହାକୁ ଆସ୍ଵାଦ ଯେ କରି। ଅଛନ୍ତି ସେ ପଦ ଆବୋରି। 

ତାହାଙ୍କ ଠାରେ ଏ ସଂସାର। ହୁଅଇ ସୁଖର ଆକର।

ପାପ ନାଶଇ ସୁଖ ଦେଇ। ଏମନ୍ତ ପଦବୀ ସେ ହୋଇ। 

ସେ ପଥ ଆଶ୍ରୟ ନକରି। ଭ୍ରମନ୍ତି ମାୟାକୁ ଆବୋରି।

 

( ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ପଞ୍ଚମ ସ୍କନ୍ଧ,ଚତୁର୍ଦ୍ଦଶ ଅଧ୍ୟାୟ )

 

ପ୍ରସଙ୍ଗ :- ଭବାରଣ୍ୟର ବର୍ଣ୍ଣନା ।

 

ଅର୍ଥ :-

 

ମହାମୁନି ଶୁକଦେବ କହିଲେ ହେ ମହାରାଜା ପରୀକ୍ଷିତ! ମନ ସମେତ ପାଞ୍ଚ ଜ୍ଞାନେନ୍ଦ୍ରିୟକୁ ନେଇ ଏହି ଛଅଟି ଇନ୍ଦ୍ରିୟ ମାଧ୍ୟମରେ ଜୀବମାନେ ଏହି ସଂସାରକୁ ଅନୁଭବ କରିଥାନ୍ତି।ଏହି ସଂସାର ଶ୍ମଶାନ ସଦୃଶ ବଡ଼ ଭୟଙ୍କର ଅଟେ ଓ ଏହାର ମାର୍ଗ ମଧ୍ୟ ବଡ଼ ଦୁର୍ଗମ ଅଟେ।ବିଷ୍ଣୁ ମାୟାରେ ମୋହିତ ହେଉଥିବା  ଜୀବମାନେ ଏହି କଥାକୁ ନଜାଣି ସେହି ଷଡ଼ ଇନ୍ଦ୍ରିୟ ମାନଙ୍କ ଦ୍ଵାରା ସାଂସାରିକ ବିଷୟ ପ୍ରତି ଆକୃଷ୍ଟ ହେବା ଯୋଗୁ ଏହି ଭୟଙ୍କର ଦୁର୍ଗମ ସଂସାର ମାର୍ଗରେ ଘୁରି ବୁଲି ତାଙ୍କର କୃତକର୍ମର ଫଳ ଭୋଗ କରିଥାନ୍ତି।ଏହି ଘୋର ଅରଣ୍ୟ ସଦୃଶ ସଂସାରରେ ମନ ସମେତ ସେହି ଷଡ଼ ଇନ୍ଦ୍ରିୟ ମାନଙ୍କ ଦ୍ଵାରା ସାଂସାରିକ ବିଷୟ ପ୍ରତି ଆକର୍ଷିତ ହେଉଥିବା ମୂଢ ଜୀବମାନେ ବିଷୟ ସୁଖ ଭୋଗ କରିବା ନିମନ୍ତେ ବିଭିନ୍ନ ପ୍ରକାର କର୍ମରେ ରତ ହେଉଥିଲେ ମଧ୍ୟ ସାଂସାରିକ ପ୍ରତିବନ୍ଧକ ଯୋଗୁ ସେହିସବୁ ଉଦ୍ଦେଶ୍ୟରେ ସେମାନେ ସଫଳକାମ ହୋଇ ନଥାନ୍ତି। ତଥାପି ସେହିଭଳି କର୍ମରେ ରତ ହୋଇ ସେମାନେ ପ୍ରଭୁଙ୍କ ଚରଣାରବିନ୍ଦରୁ ନିର୍ଗତ ସୁସ୍ଵାଦୁ ଓ ସୁଗନ୍ଧଯୁକ୍ତ ମକରନ୍ଦ ରସକୁ ଆସ୍ଵାଦନ କରିବା ସହିତ ତାଙ୍କର ଅଭୟ ପାଦପଦ୍ମକୁ ଆଶ୍ରୟ କରି ସେଥିରୁ ମିଳୁଥିବା ପରମାନନ୍ଦ ସୁଖ ଭିତରେ ବୁଡ଼ିରହି ସମସ୍ତ ପ୍ରକାର ସାଂସାରିକ ଦୁଃଖର ଉର୍ଦ୍ଧ୍ବରେ ରହୁଥିବା ଭକ୍ତଜନ ମାନଙ୍କର ମାର୍ଗକୁ ଆଶ୍ରୟ କରି ନଥାନ୍ତି ଓ ସେହି ମାର୍ଗରୁ ମିଳୁଥିବା ପରମାନନ୍ଦ ସୁଖକୁ ଲାଭ କରିବା ପାଇଁ ପ୍ରଯତ୍ନ କରି ନଥାନ୍ତି ଯେଉଁ ମାର୍ଗର ଆଶ୍ରୟ କି ଜୀବର ସକଳ ପ୍ରକାର ସାଂସାରିକ ପାପତାପକୁ ନାଶକରିବା ସହ ତାକୁ ପରମ ସୁଖ ପ୍ରଦାନ କରିଥାଏ।ପରମ ସୁଖ ପ୍ରଦାୟକ ସେହି ପରମାର୍ଥ ମାର୍ଗକୁ ଆଶ୍ରୟ ନକରି ବିଷ୍ଣୁ ମାୟାରେ ମୋହିତ ହୋଇ ସେହି ଷଡ଼ ଇନ୍ଦ୍ରିୟ ମାନଙ୍କ ଦ୍ଵାରା ସାଂସାରିକ ବିଷୟ ପ୍ରତି ଆକର୍ଷିତ ହେଉଥିବା ଜୀବମାନେ ବିଷୟ ସୁଖ ଭୋଗ କରିବା ପାଇଁ ବିଭିନ୍ନ ପ୍ରକାର କର୍ମରେ ପ୍ରବୃତ୍ତ ହୋଇ ଏହି ସଂସାର ରୂପକ ଅରଣ୍ୟର ଦୁର୍ଗମ ମାର୍ଗରେ ସର୍ବଦା ଘୁରି ବୁଲିଥାନ୍ତି।

 

ଭାବାର୍ଥ :-

 

ଏହି ସଂସାରରେ ବିଷ୍ଣୁ ମାୟାରେ ମୋହିତ ହୋଇଥିବା ପ୍ରାଣୀମାନେ ସକଳ ପ୍ରକାର ସାଂସାରିକ ପାପତାପ ନାଶକାରକ ଓ ପରମସୁଖ ପ୍ରଦାୟକ ପରମାର୍ଥ ମାର୍ଗକୁ ଆଶ୍ରୟ ନକରି ମନ ସମେତ ଚକ୍ଷୁ ,ନାଶା , କର୍ଣ୍ଣ , ଜିହ୍ୱା ଓ ଚର୍ମ ଆଦି ଷଡ଼ ଇନ୍ଦ୍ରିୟ ମାନଙ୍କ ଦ୍ଵାରା ସାଂସାରିକ ବିଷୟ ପ୍ରତି ଆକୃଷ୍ଟ ହୋଇ ପଥଭ୍ରଷ୍ଟ ହୋଇଥାନ୍ତି ଓ ବିଷୟ ସୁଖ ଭୋଗ କରିବା ନିମନ୍ତେ ବିଭିନ୍ନ ପ୍ରକାର କର୍ମରେ ପ୍ରବୃତ୍ତ ହୋଇ ସେହି ଲକ୍ଷ୍ୟ ପୂରଣରେ ବିଫଳ ହେଉଥିଲେ ମଧ୍ୟ ସେହି ବିଷୟ ସୁଖ ପଛରେ ଧାଇଁ ଏହି ସଂସାର ରୂପକ ଅରଣ୍ୟର ଦୁର୍ଗମ ମାର୍ଗରେ ସର୍ବଦା ଘୁରି ବୁଲିଥାନ୍ତି।

 

ଉପସ୍ଥାପନା - ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ ୬୧୨।

 

        🌹🌳🔘ଜୟ ଜଗନ୍ନାଥ🔘🌳🌹

[5:14 am, 20/06/2021]  💌ଆଜିର ନୀତିବାଣୀ💌

🦚ତାରିଖ : ୨୦-୦୬-୨୦୨୧🦚

✤• • • • • • ✤ • • • • • • ✤• • • • • • ✤

 

🦋ଯେଉଁ ବ୍ୟକ୍ତିମାନେ ନିଜ ମନର କଥାକୁ ପ୍ରକାଶ କରିପାରନ୍ତି ନାହିଁ, ପ୍ରକୃତରେ ସେମାନେ ଖୁବ ଉଦାର ହୃଦୟର ହୋଇଥିବା ବେଳେ ଅନ୍ୟର କଷ୍ଟକୁ ମଧ୍ୟ ସହିପାରନ୍ତି ନାହିଁ ।।

 

🦋ସଫଳ ହେବାକୁ ଚାହୁଁଥିବା ବ୍ୟକ୍ତି ନିଜ କାମ କରିବାର ଶୈଳୀ ପରିବର୍ତ୍ତନ କରିବା ଉଚିତ, ଚିନ୍ତାଧାରା ନୁହେଁ।।

 

🦋ତୁମର ପ୍ରଥମ ବିଜୟ ପରେ- ବିଶ୍ରାମ ନିଅ ନାହିଁ- କାହିଁକି ନା ଯଦି ଦ୍ୱିତୀୟ ରେ ଅସଫଳ ହେବ- ତେବେ ଲୋକେ କହିବେ- ତୁମର ପ୍ରଥମ ବିଜୟ ଏକ ଭାଗ୍ୟର ଖେଳ ଥିଲା।।

 

🦋ଯେଉଁ ମଣିଷ ଯେତେ ଅଧିକ ରାଗି ହୋଇଥାଏ ସେତେ ଅଧିକ ଭଲ ବି ପାଇଥାଏ ଆଉ ସେତେ ଅଧିକ ହୃଦୟରୁ ଭଲ ମଣିଷଟିଏ ବି ହୋଇଥାଏ ।।

 

🦋ଜଣେ ବ୍ୟକ୍ତିର ସବୁଠାରୁ ବଡ଼ ଶତ୍ରୁ ତାର ସେତିକି କ୍ଷତି କରିନଥାଏ, ଯେତିକି ତାର ଖରାପ ଭାବନା କ୍ଷତି କରିଥାଏ ।।

 

      🌹🌳🔘ଜୟ ଜଗନ୍ନାଥ🔘🌳🌹

[5:14 am, 20/06/2021]  💌ଆଜିର ବାସ୍ତୁ ବିଚାର💌

🦚ତାରିଖ : ୨୦-୦୬-୨୦୨୧🦚

✤• • • • • • ✤ • • • • • • ✤• • • • • • ✤

 

🦋ପୂଜା କରିବା ବେଳେ ପୁରୁଷ ମାନେ ମା'ଦୁର୍ଗାଙ୍କ  ଫଟୋ ବା ମୂର୍ତ୍ତୀ ରେ ସିନ୍ଦୁର ଲଗେଇବା ଉଚିତ୍  ନୁହେଁ । ସେହିପରି ନାରୀମାନେ ହନୁମାନଙ୍କ ଫଟୋ ବା ମୂର୍ତ୍ତୀ ରେ ସିନ୍ଦୁର ଲଗେଇବା ଉଚିତ୍ ନୁହେଁ ।।

 

🦋ସର୍ବଦା କାଚ ପତ୍ର ରେ ଲୁଣ ରଖନ୍ତୁ, ଏହାଦ୍ୱାରା ଅତ୍ୟନ୍ତ ଶୁଭ ଫଳ ମିଳିଥାଏ ।।

 

🦋ତଳେ ବସି ଠାକୁର ପୂଜା କଲେ ଦୁଃଖ ମିଳେ । ପଥର ଉପରେ ବସି ପୂଜାକଲେ ରୋଗ ବୃଦ୍ଧି ହୋଇଥାଏ । କାଠର ପିଢା ଉପରେ ବସି ପୂଜା କଲେ ଦୁର୍ଭାଗ୍ୟ ମାଢ଼ିଥାଏ । ସର୍ବଦା କୁଶ କିମ୍ବା କପଡା ଆସନ ଉପରେ ବସି ପୂଜା କରିବା ଉଚିତ୍ ।।

 

🦋"ଯଦି କାନ୍ଥରେ ଲାଗିଥିବା ଘଣ୍ଟା ଚାଲୁନାହିଁ ତେବେ ଘଣ୍ଟାକୁ ଓଲଟାଇ ରଖନ୍ତୁ" ।।

 

🦋ନାରୀମାନେ ରାତିରେ ଶୋଇବାବେଳେ କେଶ ଖୋଲା କରି ଶୋଇବା ଉଚିତ୍ ନୁହଁ।।

 

      🌹🌳🔘ଜୟ ଜଗନ୍ନାଥ🔘🌳🌹

[5:15 am, 20/06/2021]  💌ଆଜିର ସାଧୁବାଣୀ💌

🦚ତାରିଖ : ୨୦-୦୬-୨୦୨୧🦚

✤• • • • • • ✤ • • • • • • ✤• • • • • • ✤

 

🦋ଦୁଇ ଜଣ ଗୁରୁଜନଙ୍କ ମଧ୍ୟରେ ଯାଉଥିଲେ, ସର୍ବଦା ମଝିରେ ଆଗ ହାତ ରଖି ତଳକୁ ନାଇଁ ଆଗକୁ ଯାଆନ୍ତୁ ।।

 

🦋ଗୁରୁଜନ ବସିଥିବା ଘରର ଦ୍ଵାରକୁ ଦେଇଁକି ଯାଅନ୍ତୁ ନାହିଁ, ସେମାନଙ୍କୁ କୁହନ୍ତୁ ହଟିବା ପାଇଁ ।।

 

🦋ସକାଳୁ ବିଛଣା ରୁ ଉଥିବା ମାତ୍ରେ ପ୍ରଥମେ ନିଜର ଦୁଇି ହାତ ଦେଖନ୍ତୁ ଏବଂ ଭଗବାନଙ୍କୁ ପ୍ରଣାମ କରନ୍ତୁ ।।

 

🦋ଖାଇବା ସମୟରେ ଖାଇସାରି ଆଗ ଉଠିକି ଯାଆନ୍ତୁ ନାହିଁ, ଆଗ ଗୁରୁଜନଙ୍କୁ ଉଠିବାକୁ ଦିଅନ୍ତୁ ।।

 

🦋କୌଣସି କାର୍ଯ୍ୟ ଛୋଟ କିମ୍ବା ବଡ ନୁହେଁ, ବରଂ କାର୍ଯ୍ୟ କରିବାର ପ୍ରଣାଳୀ ସ୍ୱଳ୍ପ କିମ୍ବା ଦୀର୍ଘସ୍ଥାୟୀ ହୋଇଥାଏ। ଆଉ ଏହା ବ୍ୟକ୍ତି ବିଶେଷ ଉପରେ ନିର୍ଭର କରେ ଯେ ତାହା କେତେ ଶୀଘ୍ର ଅନ୍ତିମ ପର୍ଯ୍ୟାୟରେ ପହଁଚିବ ।।

 

         🌹🌳🔘ଜୟ ଜଗନ୍ନାଥ🔘🌳🌹

[5:15 am, 20/06/2021]  ଆଜିର ଖବର

ତାରିଖ–୨୦-୦୬-୨୦୨୧(ରବିବାର)

 

୧. ଓଡିଆ ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର କରୋନାରେ ପରଲୋକ ।

 

୨. ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ( ଏନ୍ ଏସ୍ ଏସ୍) ଆନୁକୁଲ୍ୟରେ ଏକ ଯୋଗ କର୍ମଶାଳା ଭାରଚୁଆଲରେ ଅନୁଷ୍ଠିତ ହୋଇଛି।

 

୩. ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ବାଧକ ସାଜିଲା ଖରାପ ଆଲୋକ, ଦ୍ଵିତୀୟ ଦିନ ସୁଦ୍ଧା ଭାରତର ସ୍କୋର ୧୪୬/୩ ।

 

୪. ଭୁବନେଶ୍ବର ସହରର ବଡ ସଫଳତା, ସାରା ଦେଶରେ ଜୀବନଧାରଣ ମାନରେ ହାସଲ କଲା ୪ର୍ଥ ସ୍ଥାନ ।

 

୫. ରୁଷିଆର ସାଇବେରିଆ ଅଧୀନ କେମେରୋଭୋ ଓବ୍ଲାଷ୍ଟଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି । 

 

୬. “ମୋ ସରକାର” ରେ ସ୍ଵାସ୍ଥ୍ୟ ବିଭାଗର ଅବସ୍ଥା ସଙ୍କଟାପନ୍ନ ; ପେଡ଼ି ଖୋଲିଦେଲା ଡାକ୍ତର ସଙ୍ଘ ଚିଠି ।

 

୭. ଦୁଇ ଭାଗରେ ବିଭକ୍ତ ହେବା ପରେ ପଶୁପତି ଘୋଷଣା କଲେ ନୂଆ ମହାସଚିବ ଓ ଉପସଭାପତି ।

 

୮. ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡି ଇଂଜିନିୟରିଂ କଲେଜ ଠାରେ ବେଦାନ୍ତ ସହଯୋଗରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଦ ହସପିଟାଲ ଉଦଘାଟିତ ହୋଇଯାଇଛି ।

 

୯. ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ସର୍ବଦଳୀୟ ବୈଠକ ।

 

୧୦. ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ପାଇଁ ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର, ମାମଲା ରୁଜୁ ପାଇଁ ରାଜ୍ୟକୁ ନିର୍ଦ୍ଦେଶ ।

 

୧୧. କଅଁଳ ଛୁଆକୁ ଉଦ୍ଧାର କଲା #ChildLine; ରାଜଧାନୀରେ ଛୁଆ ବିକ୍ରି ଘଟଣା ସତ ।

 

୧୨. କୋଭିଡ୍ ଚିକିତ୍ସା ପାଇଁ ସମ୍ ହସ୍ପିଟାଲ ନେଲାଣି ୧୧୯କୋଟି ଟଙ୍କା, ରୋଗୀ ନଥିଲେ ବି ବେଡ୍ ଚାର୍ଜ ।

 

୧୩. ‘ଟିକା ନେବାପରେ ବି କାହିଁକି ହେଉଛି ମୃତ୍ୟୁ, ତର୍ଜମା କଲେ ବୈଷୟିକ କମିଟି’ ।

 

୧୪. ମାଲକାନଗିରି:ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆପାଙ୍ଗ ଆଓ ଆଜି ମାଲକାନଗିରି ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

 

୧୫. ନେପାଳରେ ବର୍ଷା, ଭାରତରେ ବନ୍ୟା । ନେପାଳରେ ମୁଶଳଧାରାରେ ବର୍ଷାର ପ୍ରଭାବ ଭାରତରେ । ବିହାର, ଉତରାଖଣ୍ଡ ଓ ୟୁପିରେ ବିଭିନ୍ନ ଜଗାରେ ଜଳବନ୍ଦୀ ଅବସ୍ଥା ।

 

୧୬. ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଜୁନ୍ ଦ୍ୱିତୀୟ ସପ୍ତାହରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ଗତ ୧୭ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଜିଲ୍ଲାରେ ୩୫ ଜଣ ସଂକ୍ରମିତଙ୍କ ଚିହ୍ନଟ ହୋଇଥିବା ବେଳେ ଗତ ୧୬ ତାରିଖ ସନ୍ଧ୍ୟା ୫ ଟା ସୁଦ୍ଧା ୪୩ ଜଣ ଚିହ୍ନଟ ହୋଇଥିଲେ । ଅପରପକ୍ଷେ ୫୩ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଫଳରେ ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟରରେ ଏବେ ୮୦ ପ୍ରତିଶତ ଶଯ୍ୟା ଖାଲି ହୋଇଯାଇଛି ।

 

୧୭. ନୂଆପଡ଼ା : ପଶ୍ଚିମ ଓଡ଼ିଶାର ନୂଆପଡ଼ା ଜିଲ୍ଲା ଚିକିତ୍ସା ଜଗତରେ ଇତିହାସ ରଚିଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ସ୍ପାଇନାଲ ଏଲ-୧ ଅସ୍ତ୍ରୋପଚାର କରି ଡା.ବିପୁଳ ଗର୍ଗ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ସଫଳତା ଆଣିଛନ୍ତି ।

 

୧୮. ‘ବିଭିନ୍ନ ଲୋକଙ୍କ ଶରୀରରେ ଆଣ୍ଟିବଡି ତିଆରି ହେବା ପ୍ରକ୍ରିୟା ଭିନ୍ନ, ଦ୍ବିତୀୟ ଥର ସଂକ୍ରମଣ ହେବନି କହିବା ମୁସ୍କିଲ’ : ବିଶେଷଜ୍ଞ।

 

୧୯. ଜୁନ ୨୧ତାରିଖ ଦିନ ସପ୍ତମ ଯୋଗଦିବସ ପାଳନ ଅବସରରେ ଭାରତୀୟ ଡାକବିଭାଗ (ଇଣ୍ଡିଆ ପୋଷ୍ଟ)ପକ୍ଷରୁ ଏ ସ୍ୱତନ୍ତ୍ର ସ୍ମାରକୀ ମୋହର ଉନ୍ମୋଚନ କାର‌୍ୟ୍ୟକ୍ରମ ଆୟୋଜନ ହେଉଛି । ସମଗ୍ର ଦେଶରେ ୮୧୦ଟି ମୁଖ୍ୟ ଡାକଘରେ ଏହି ମୋହରଗୁଡିକ ଏକସଙ୍ଗେ ଉନ୍ମୋଚନ ହେବ ।

 

୨୦. କରୋନା ମହାମାରୀ ଯୋଗୁ ଭାରତ ବିପର୍ଯ୍ୟସ୍ତ ହୋଇଛି । ଏନେଇ ଚାଇନା ଭାରତକୁ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି । ବିଶ୍ୱରେ କୋଭିଡ୍‌ ସଂକ୍ରମଣ ପାଇଁ ଚାଇନା ଦାୟୀ । 

 

୨୧. କେବେ ଆସିବ ଦେଶରେ କରୋନାର ତୃତୀୟ ଲହର । ଏହା ଏବେ ଏକ ବଡ଼ ପ୍ରଶ୍ନ ପାଲଟିଥିବା ବେଳେ ଏପ୍ରସଙ୍ଗରେ ଉତର ରଖିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । 

 

୨୨. ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆରକେଏସ ଭଦୋରିଆଙ୍କ ପ୍ରତିକ୍ରିୟା । ଚୀନ୍ ସହ ସୀମା ବିବାଦ ନେଇ ଆଗାମୀ ବୈଠକ ପାଇଁ ଚାଲିଛି ପ୍ରକ୍ରିୟା ।

 

୨୩. ରାଜଧାନୀରେ ୨୪ ଘଣ୍ଟାରେ ୩୩୨ ପଜିଟିଭ , ୭୧୬ ସୁସ୍ଥ ।

 

୨୪. କରୋନାରୁ ଅଧିକ ସୁସ୍ଥ ହେଉଛନ୍ତି । ରାଜ୍ୟରେ ଗୋଟିଏ ଦିନକରେ ୩୪୨୭ ଆକ୍ରାନ୍ତ ଚିହ୍ନଟ , ୫୨୮୧ ସୁସ୍ଥ : ୪୨ ମୃତ ।

 

୨୫. ଦେଶରେ ହ୍ରାସ ପାଉଛି ସଂକ୍ରମଣ । 

ଦିନକରେ ୬୦୭୫୩ ନୂଆ ପଜିଟିଭ୍ ଚିହ୍ନଟ , ମୃତ୍ୟୁ ସଂଖ୍ୟା ୧୬୪୭ ।

 

୨୬. କମିଲା ଡାଲି ଦର ।

 

୨୭. ବନ୍ଦ ହୋଇଯିବ ଅଡି କମ୍ପାନୀର ପେଟ୍ରୋଲ ଓ ଡିଜେଲ ଚାଳିତ କାର୍ ।

 

୨୮. କୋଭିଡ଼୍ ମହାମାରୀରକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକଙ୍କୁ ଶୀଘ୍ର ପେନସନ୍ ଦେବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ।

 

➡️କରୋନା ଟିପ୍ସ୍ : ମୁଁ ପ୍ରତୀଜ୍ଞା କରୁଛି ମାସ୍କ ପିନ୍ଧବି, ହାତ ଧୋଇବି, ଦୂରତା ବଜାୟ ରଖିବି ଓ ନିଜର ପରିବାର ଏବଂ ସମାଜକୁ ସୁରକ୍ଷିତ ରଖିବି – ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର ।

 


[5:14 am, 20/06/2021]  💧💧💧 ⚜🕉⚜  💧💧💧 

    🙏ॐ श्रीगणेशाय नम:🙏

       🙏शुभप्रभातम् जी🙏

 

इतिहास की मुख्य घटनाओं सहित पञ्चांग-मुख्यांश ..

 

     📝आज दिनांक 👉

     

   📜  20  जून  2021

              रविवार

 🏚नई  दिल्ली अनुसार🏚

 

🇮🇳शक सम्वत- 1943

🇮🇳विक्रम सम्वत- 2078

🇮🇳मास- ज्येष्ठ

🌓पक्ष- शुक्लपक्ष

🗒तिथि- दशमी-16:23 तक

🗒पश्चात्- एकादशी

🌠नक्षत्र- चित्रा-18:50 तक

🌠पश्चात्- स्वाति

💫करण- तैतिल-05:39 तक

💫पश्चात्- गर

✨योग- परिघ-20:58 तक

✨पश्चात्- शिव

🌅सूर्योदय- 05:23

🌄सूर्यास्त- 19:21

🌙चन्द्रोदय- 14:31

🌛चन्द्रराशि- कन्या-07:43 तक

🌛पश्चात्- तुला

🌞सूर्यायण - उत्तरायण

🌞गोल- उत्तरगोल

💡अभिजित- 11:54 से 12:50

🤖राहुकाल- 17:36 से 19:21

🎑ऋतु- ग्रीष्म

⏳दिशाशूल- पश्चिम

 

✍विशेष👉

 

🔅आज रविवार को 👉 ज्येष्ठ सुदी दशमी 16:23 तक पश्चात् एकादशी शुरू , श्री गंगा दशमी (मेला हरिद्वार , अबकी बार कोविड 19 ) , श्री गंगा दशहरा ( दस दिनात्मक श्री गंगा दशहरा व्रत समाप्त , श्री गंगा जन्मोत्सव लग्न 2 वृष में ) , सर्वदोषनाशक रवि योग 18:49 तक , विघ्नकारक भद्रा 26:57 से , गुरु वक्री 20:34 पर , बुध वक्री 19:30 पर पूर्व में उदय , श्री बटुक भैरव जयंती , श्री रामेश्वर यात्रा दर्शन - पूजन , सेतुबन्ध श्री रामेश्वर प्रतिष्ठा दिवस , पितृ दिवस ( Father's Day , जून के तीसरे रविवार को ) , विश्व शरणार्थी दिवस व इंटरनेशनल हॉर्सशू क्रैब डे (International Horseshoe Crab Day)।

🔅कल सोमवार को 👉 ज्येष्ठ सुदी एकादशी 13:33 तक पश्चात् द्वादशी शुरु , निर्जला एकादशी व्रत ( सभी के लिए ) , भीमसेनी एकादशी व्रत , चीनी - पानी - स्वर्ण दान , विघ्नकारक भद्रा 13:33 तक , सूर्य सायण कर्क राशि में 08:59 पर , रूकमणी विवाह ( उड़ीसा ) , सूर्य सायन दक्षिणायन , वर्षा ऋतु प्रारम्भ , दैत्यों की मध्यरात्रि देवताओं का मध्याह्न विराज दिन , ऐतरय ब्राह्मण , श्री श्यामबाबा जागरण , श्री गायत्री जयंती ( ज्येष्ठ शुक्ल एकादशी ) , राइड टू वर्क डे ( International Ride to Work Day , जून में तीसरे सोमवार को ) , साल का सबसे बड़ा दिन एवं सबसे छोटी रात , विश्व संगीत दिवस ( Fete de la Music ) , श्री केशव बलिराम हेडगेवार स्मृति दिवस , विश्व जिराफ दिवस , विश्व हाइड्रोग्राफी दिवस , अन्तर्राष्ट्रीय योग दिवस व संक्रांति के जश्न का अंतर्राष्ट्रीय दिवस ( International Day of the Celebration of the Solstice )।

 

🎯आज की वाणी👉

 

🌹

गुणवज्जनसंसर्गाद्

    याति नीचोऽपि गौरवम्।

पुष्पमालाप्रसङ्गेन

    सूत्रं   शिरसि  धार्यते ।।

भावार्थ👉

        निम्नकोटि का व्यक्ति भी गुणवान व्यक्तियों की संगति पाकर उसी प्रकार सम्मान प्राप्त कर लेता है जिस प्रकार पुष्पमाला में लगा हुआ साधारण धागा भी सिर पर धारण कर लिया जाता है।

🌹

 

20 जून की महत्त्वपूर्ण घटनाएँ👉

 

712 – मुहम्मद बिन कासिम ने सिंध में रावर पर हमला कर हिंदू राजा दाहिर की हत्या की।

1756 – नवाब सिराजुद्दौला के सैनिकों ने ब्रिटिश सैनिकों को फोर्ट विलियम के तहखाने में कैद किया और ब्रिटिशों से कलकत्ता को मांगा।।

1768 - रूस-तुर्की युद्ध (1768-74), रूस ने बार के किले पर कब्जा कर लिया।

1779 - स्टोनो फेरी की लड़ाई (अमेरिकी क्रांतिकारी युद्ध) चार्ल्सटन, दक्षिण कैरोलिना के पास लड़ी।

1782 - गंजा ईगल को संयुक्त राज्य अमेरिका के प्रतीक के रूप में चुना गया।

1791 - राजा लुई XVI को फ्रांसीसी क्रांति से बचने की कोशिश में पकड़ा गया।

1819 - 320 टन की सवाना, किसी भी महासागर (अटलांटिक) को पार करने वाली पहली स्टीमशिप बन गई।

1840 – सैमुअल मोर्स ने टेलीग्राफ का पेटेंट कराया।

1858 - ग्वालियर में 1857 के भारतीय विद्रोह के अंतिम विद्रोहियों ने आत्मसमर्पण किया।

1862 – रोमानिया के प्रधानमंत्री बार्बू कटारगिउ की हत्या की गई।

1863 – पश्चिमी वर्जीनिया अमेरिका का 35वां राज्य बना।

1866 - इटली की किंगडम ने ऑस्ट्रिया के खिलाफ युद्ध की घोषणा की।

1873 – भारत में वाईएमसीए की स्थापना हुई।

1874 - लुसियन क्लेमन्स को प्रथम यूएस लाइफशविंग मेडल से सम्मानित किया गया।

1877 – अलेक्जेंडर ग्राहम बेल ने कनाडा के ओंटारियो में दुनिया का पहला वाणिज्यिक टेलीफोन सेवा शुरू की।

1887 – भारत का सबसे व्यस्ततम रेलवे स्टेशन मुंबई स्थित विक्टोरिया टर्मिनस (छत्रपति शिवाजी टर्मिनस) लोगों के लिए खुला।

1916 – पुणे में एसएनडीटी महिला विश्वविद्यालय की स्थापना हुई।

1931 - कार्ल ब्यूरेश आस्ट्रिया के कुलपति बनाये गए।

1943 - न्यू जॉर्जिया अभियान शुरू हुआ।

1960 – माली फेडरेशन (बाद में माली और सेनेगल में विभाजन) को फ्रांस से स्वतंत्रता मिली।

1990 – ईरान में भूकंप से 40 हजार से अधिक मरे।

1991 – एकीकृत जर्मनी की राजधानी फिर से ​बर्लिन को बनाने के प्रस्ताव को संसद ने मंजूरी दी।

1994 – ईरान की मस्जिद में बम विस्फोट में 70 की मौत।

1998 - विश्वनाथन आनंद ने ब्लादीमीर कैमनिक को हराकर पाचवीं फ़्रैकफ़र्ट क्लासिक शतरंज टूर्नामेंट का ख़िताब जीता।

1999 - सर्वाधिक वायु प्रदूषण वाले दुनिया के 5 नगरों में क्रमश: मैक्सिको सिटी, पेइचिंग, शंघाई, तेहरान और कलकत्ता शामिल।

2000 - काहिरा में समूह-15 देशों का दसवाँ शिखर सम्मेलन सम्पन्न।

2001 - जनरल परवेज मुशर्रफ़ पाकिस्तान के राष्ट्रपति बने, भारत-पाक शिखर वार्ता को संवैधानिकता प्रदान करने का प्रयास।

2001 - श्रीलंका मुस्लिम कांग्रेस के समर्थन वापस लेने से चंद्रिका कुमारतुंग सरकार अल्पमत में।

2001 - ताइवान ने मिसाइल परीक्षण किया। 

2002 - पाकिस्तान ने अशरफ़ जहाँगीर क़ाज़ी को संयुक्त राज्य अमेरिका में अपना नया राजदूत नियुक्त किया।

2003 – पीटर्सबर्ग, फ्लोरिडा में विकीमीडिया फाउंडेशन की स्थापना की गई।

2005 - रूस मालवाहक यान एम-53 अंतर्राष्ट्रीय अंतरिक्ष स्टेशन पहुँचा।

2006 - जापान ने अपनी सेनाओं को इराक से वापस बुलाने का निर्णय लिया।

2008 - बीज बनाने वाली कम्पनी अवदात इण्डिया लिमिटेड ने अमेरिकी कम्पनी लिमाग्रेन के सोयाबीन बीज के क़ारोबार का अधिग्रहण किया।

2008 - यूरोपीय संघ ने क्यूबा पर लगे प्रतीकात्मक प्रतिबन्ध हटाने का निर्णय लिया।

2012 – लीबिया में सामुदायिक हिंसा में 105 लोगों की मौत, 500 घायल।

2014- प्रख्यात कवि केदारनाथ सिंह को ज्ञानपीठ पुरस्कार की घोषणा।

2019 - संक्रांति के उत्सव का अंतर्राष्ट्रीय दिवस 21 जून को मनाया गया तथा इस दिन की घोषणा संयुक्त राष्ट्र महासभा द्वारा 20 जून 2019 को की गई थी।

2019 - WHO ने बढ़ते रोगाणुरोधी प्रतिरोध को रोकने और एंटीबायोटिक के उपयोग को सुरक्षित और अधिक प्रभावी बनाने के लिए एक नया उपकरण "AWaRe" प्रदान किया ।

2019 - भारतीय रेलवे और आरईएल ने चार खंडों पर सिग्नलिंग प्रणाली के आधुनिकीकरण के लिए समझौता ज्ञापन पर हस्ताक्षर किए।

2020 - प्रधानमंत्री नरेन्‍द्र मोदी ने गरीब कल्‍याण रोजगार अभियान की शुरूआत की।

2020 - चीन के किनझोउ शहर (Qinzhou City) में ‘इंटरनेशनल यूनियन फॉर कंज़र्वेशन ऑफ नेचर’ (IUCN) के ‘हॉर्सशू क्रैब स्पेशलिस्ट ग्रुप’ की बैठक में 20 जून, 2020 को प्रथम ‘इंटरनेशनल हॉर्सशू क्रैब डे’ (International Horseshoe Crab Day) के रूप में घोषित किया गया।

 

20 जून को जन्मे व्यक्ति👉

 

1869 - लक्ष्मण काशीनाथ किर्लोस्कर - भारत के प्रसिद्ध उद्योगपति।

1923 - गौर किशोर घोष - कुशल पत्रकार तथा लेखक।

1936 - सुषमा सेठ भारतीय सिनेमा, टीवी व रंगमंच की जानीमानी अभिनेत्री ।

1949 - श्रीमती श्यामला गोपीनाथ 21 सितंबर 2004 से 20 जून 2011 भारतीय रिजर्व बैंक की डिप्टी गवर्नर रहीं।

1952 - विक्रम सेठ - जाने-माने साहित्यकार, उपन्यासकार और कवि थे।

1967 - ऑस्ट्रेलियाई-अमेरिकी अभिनेत्री, गायिका और निर्माता निकोल किडमैन का जन्म हुआ।

1972 - एक भारतीय अभिनेता राहुल खन्ना का जन्म हुआ था।

1978 - अंग्रेजी प्रोफेशनल फुटबॉल प्रबंधक फ्रैंक लैंपार्ड का जन्म हुआ।

1979 - एक भारतीय पूर्व फुटबॉल खिलाड़ी और आई-लीग क्लब NEROCA FC के मुख्य कोच पी रेंडी सिंह का जन्म हुआ।

 

20 जून को हुए निधन👉

 

1930 - रामपुर रियासत के नवाब हामिद अली खान बहादुर का निधन हुआ ।

1965 - वेंकटेश नारायण तिवारी - हिन्दी के ध्वजवाहक, पत्रकार और साहित्यकार थे।

1987 - सालिम मुईनुद्दीन अब्दुल अली एक भारतीय पक्षी विज्ञानी और प्रकृतिवादी थे।

2005 - अमेरिकी इलेक्ट्रिकल इंजीनियर जैक किल्बी का निधन हुआ।

2012 - प्रोफेसर, वैज्ञानिक और पद्म श्री और पद्म विभूषण पुरस्कार प्राप्त करने वाले बालू शंकरन का निधन हुआ।

2020 - कैंसर से पीड़ित पूर्व भारतीय निशानेबाज पूर्णिमा जनेन का निधन हुआ।

 

20 जून के महत्त्वपूर्ण अवसर एवं उत्सव👉

 

🔅 श्री गंगा दशहरा (मेला हरिद्वार , अबकी बार कोविड 19 )।

🔅 श्री बटुक भैरव जयंती ।

🔅 श्री रामेश्वर यात्रा दर्शन - पूजन ।

🔅 सेतुबन्ध श्री रामेश्वर प्रतिष्ठा दिवस ।

🔅 पितृ दिवस ( Father's Day , जून के तीसरे रविवार को )

🔅 विश्व शरणार्थी दिवस।

🔅 इंटरनेशनल हॉर्सशू क्रैब डे (International Horseshoe Crab Day)।

 

कृपया ध्यान दें जी👉

    यद्यपि इसे तैयार करने में पूरी सावधानी रखने की कोशिश रही है। फिर भी किसी घटना, तिथि या अन्य त्रुटि के लिए मेरी कोई जिम्मेदारी नहीं है ।

 

🌻आपका दिन मंगलमय  हो जी ।🌻

 

   ⚜⚜ 🌴 💎 🌴⚜⚜

[5:14 am, 20/06/2021]  2️⃣0️⃣❗0️⃣6️⃣❗2️⃣0️⃣2️⃣1️⃣

 

💫 आज का प्रेरक प्रसंग 💫

 

       !! सदैव सत्य बोलना चाहिए !!

~~~~~~~~

 

रमेश बहुत ही प्यारा बालक था। वह कक्षा दूसरी में पढ़ता। रमेश विद्यालय में स्वतंत्रता दिवस का राष्ट्रीय त्यौहार मनाया जाने वाला था। रमेश  बहुत उत्साहित था इस कार्यक्रम में भाग लेने के लिए। रमेश को उसकी कक्षा अध्यापिका ने स्वतंत्रता दिवस की परेड में भाग लेने के लिए बोला था। उसके हर्ष का कोई ठिकाना नहीं था , वह खुशी-खुशी इस कार्यक्रम में शामिल होने के लिए तैयारियां करने लगा।

 

स्वतंत्रता दिवस की होने वाली परेड में सभी साथियों के साथ पूर्व अभ्यास निरंतर करता रहा और अत्यंत उत्साह से भरा हुआ था। परेड वाले दिन जब वह स्कूल के लिए तैयार होने लगा तो रमेश ने अपने दादा जी को खोजा। दादाजी रमेश के साथ निरंतर विद्यालय जाया करते थे उसे पहुँचाने।

 

किंतु दादाजी नहीं मिले  मां से पूछा तो माँ  ने बताया दादाजी गांव गए हैं।

वहां दादी की तबीयत खराब है , और हॉस्पिटल में है।

 

पिताजी भी गए हुए हैं , अब मैं तुम्हें स्कूल पहुंचा कर गांव निकलूंगी।

 

रमेश ने यह बात सुनी तो बहुत दुखी हुआ और वह स्वयं भी दादी के पास जाने के लिए जिद करने लगा।

 

इस पर उसकी मां रमेश  को अपने साथ लेकर गांव चली गई।

जब वह कुछ दिन बाद विद्यालय पहुंचा वहां , प्रधानाचार्य ने उन सभी बालकों को बुलाया जिन्होंने परेड में भाग नहीं लिया था।  इस पर रमेश का नाम नहीं पुकारा गया , बाकी सभी विद्यार्थियों को उनके अभिभावक को लाने के लिए कहा गया। रमेश ने सोचा कि मेरा नाम प्रधानाचार्य ने नहीं बोला लगता है वह भूल गए होंगे। रमेश  प्रधानाचार्य के ऑफिस में गया और उसने प्रधानाचार्य से कहा कि ‘ मैं भी उस दिन परेड में नहीं आया था।

 

मगर आपने मेरा नाम नहीं लिया क्या मुझे भी अपने माता-पिता को बुलाकर लाना है ? ‘

 

रमेश के इस सरल स्वभाव को देखकर प्रधानाचार्य खुशी हुए और उन्होंने रमेश से बताया कि तुम्हारे माता-पिता ने फोन करके तुम्हारे स्कूल ना आने का कारण मुझे पहले ही बता दिया था।

 

तुम्हारी इमानदारी से मुझे खुशी हुई।

 

तुम अच्छे से पढ़ाई करो और अगली बार परेड में निश्चित रूप से भाग लेना।

 

शिक्षा:-

मित्रों! सदैव सत्य बोलना चाहिए और सत्य का साथ देना चाहिए। व्यक्ति का स्वभाव ही उस व्यक्ति का परिचय है।

 

सदैव प्रसन्न रहिये।

जो प्राप्त है, पर्याप्त है।।

✒️✒️✒️✒️✒️✒️✒️✒️✒️✒️

[5:14 am, 20/06/2021]  🍃🌾🌾

 

              20 JUNE  2021

 

         🔹 आज की प्रेरणा 🔹

 

जब भगवान आपकी मुट्ठी से कुछ ले लेते हैं इसका मतलब ये नहीं कि वो आपको सज़ा दे रहे हैं, वो तो सिर्फ आपके हाथ खोल रहे हैं ताकि आप कुछ बेहतर प्राप्त कर सकें।

 

आज से हम सदा ये निश्चय रखें कि भगवान हमेशा हमें अच्छे से अच्छा ही देंगे।

 

💧 TODAY'S INSPIRATION 💧

 

When God takes something from your grasp, He's not punishing you, butHe's merely opening your hands to receive something better!

 

TODAY ONWARDS LET'S always have the trust that God will always give us the best...

 

🍃💫🍃💫🍃💫🍃💫🍃💫🍃


[5:57 am, 20/06/2021]  ╭───────────────────╮

🌄  S̴h̴u̴b̴o̴u̴d̴h̴a̴y̴  : 20 Jun/जेस्ट मासा (Sunday)  ग्रीष्म ऋतू🙏🏻

╰───────────────────╯

 Today's top News ➣➣➣➣➣➣➣➣➣➣➣➣➣➣ 

 

 1. PM Modi will address the lead event of the 7th International Yoga Day on 21 June (Monday). In view of the COVID-19 pandemic, the lead event of the International Day of Yoga (IDY) 2021 will be a televised programme and is scheduled to start at 6.30 AM on all Doordarshan channels.

 

2. PM has congratulated Lok Sabha Speaker Om Birla over the completion of his two years in the office.

 

3. The India Meteorological Department has informed that the intense monsoon showers in Kerala are likely to continue till the 22nd of this month. Yellow Alert has been declared in seven districts.

 

4. Karnataka Chief Minister B S Yediyurappa has announced further relaxation of restrictions in lockdown in 16 districts of the state where the positivity rate is below 5%. The new relaxations will be applicable till July 5th. The CM also said that night curfew & weekend curfew will continue in all the districts.

 

5. Assam Chief Minister Himanta Biswa Sarma  said the Assam government will gradually implement a two-child policy for availing benefits under specific schemes funded by the state. Availing free admission in schools and colleges, or houses under the Pradhan Mantri Awaas Yojana.

 

6. Union Minister for Minority Affairs Mukhtar Abbas Naqvi has said that a nationwide “Jaan Hai To Jahaan Hai” awareness campaign will be launched on 21 June to create awareness on Corona vaccination in rural and remote areas of the country. 

 

7. Telangana lockdown ends today; schools, colleges to reopen from July 1. 

 

8. Andhra Pradesh to hold EAPCET 2021 from August 19 to 25 : The Andhra Pradesh government  announced the schedule for the Engineering, Agriculture and Pharmacy Common Entrance Test (EAPCET)

 

9. The statue of the National Flag designer Pingali Venkaiah along with that of the first Chief Minister of Combined Andhra Pradesh, Tanguturi Prakasam Panthulu, will be installed at the historic village of Undi in West Godavari district of Andhra Pradesh.

 

10. Centre will from tomorrow (21 June)  start the free distribution of 75 % of total COVID vaccines cleared by the Central Drug lab to all the States & Union Territories. 

 

11. Centre asks States, UTs to take strict action against those who assault healthcare professionals &  COVID warriors.

 

 12. Minister for Road Transport & Highways Nitin Gadkari said, tve central govt has set target to reduce road accident deaths by 50% by year 2024.

 

13. Filmmaker Ayesha Sulthana, who was booked for sedition in Lakshadweep,  said she has not done anything against the country so far and would continue her fight till the islanders get justice. The allegation is that the filmmaker, while participating in a debate telecast by a Malayalam news channel on June 7, made an assertion that the Centre used 'biological weapon' against the people of Lakshadweep.

 

14. The Education Ministry has released guidelines for parent participation in home-based learning during school closure and beyond. This guide lines provide many simple tips for parents and others to facilitate children in Home based learning.

 

15. Police have arrested ten persons and recovered 11 packets of heroin, arms and ammunition besides cash in Baramulla district of north Kashmir, 

 

16. Indian Air Force Chief RKS Bhadauria, said the induction of 36 Rafale aircraft into the Indian Air Force would take place by 2022. The IAF is absolutely on target with respect to the Rafale induction plan.

 

✈INTERNATIONAL NEWS

 

1. India's National Security Advisor Ajit Doval, Pakistani NSA Moeed Yusuf along with NSAs of other countries will be in Dushanbe, Tajikistan next week for the Shanghai Cooperation Organization or SCO in-person meeting.

  

2. Amid the ongoing stand-off with China along the northern borders, the Indian Navy said that two Predator (MQ-9 Sea Guardian) drones are helping the maritime force enhance its surveillance all across the Indian Ocean region and keep a close watch on the 'vessels of interest' passing from there.

 

3. India Air Force (IAF) chief Air Marshal RKS Bhadauria on Saturday confirmed that a decision for another Commander-level talks with China regarding the situation at Eastern Ladakh will soon be taken as "talks are on" for the next round.

 

4. India  abstained from voting on the United Nations General Assembly's (UNGA's) resolution for an arms embargo against Myanmar, saying its views were not reflected in the draft resolution before the Assembly passed it.

 

5. India likely to raise pitch for equality, justice for Tamils : As Sri Lanka drifts towards China, India is likely to raise its pitch for full implementation of the 13th amendment to the constitution of the island nation to ensure devolution of power to the local governments in its Tamil-majority Northern and Eastern Provinces.

 

6. Indian Navy and European Naval Force hold first joint exercise 

In a first, the Indian Navy is participating in a joint exercise with the European Union Naval Force (EUNAVFOR). Stealth frigate INS Trikand, will participate in the two-day exercise in Gulf of Aden as it is already deployed in the region on anti-piracy operations.

 

7. Oil Spill from Haldia-bound Portuguese flag container ship 450 kms South East of Chennai.

 

🌎WORLD NEWS🌍

 

1. Russia will officially withdraw from the Treaty on Open Skies, an arms control pact with the US that permitted unarmed surveillance flights over military facilities in both countries, on 18 Dec .

 

2. China is 'pacing challenge' for US: Defence Secretary Lloyd Austin 

: China is a "pacing challenge" for America, Defence Secretary Lloyd Austin has said, asserting that it is "really important" for the US to focus more on creating opportunities to better partner with its allies & partners in the strategically vital Indo-Pacific region.

 

3. Boeing Co's largest 737 MAX aircraft takes off on maiden flight : Aerospace major Boeing Co's 737-10 (MAX) aircraft, the largest in the company's 737 MAX airplane series, on 18 June took off on its first flight ahead of its entry into service in 2023.

 

4. 

 Ebrahim Raisi, a hardline judge under US sanctions for human rights abuses, secured a landslide victory on 19 June(Saturday) in Iran's presidential election. Outgoing Iranian President Hassan Rouhani visited Raisi at his office to congratulate him.

 

5. Debswana Diamond Company have unearthed world’s third-largest diamond weighing 1,098 carats in Jwaneng mine of Botswana in South Africa. Diamond  was presented to President Mokgweetsi Masisi.

 

🚣🚴🏇🏁🏊Sports:

 

The mortal remains of Indian sprint legend, flying Sikh, Milkha Singh were cremated with full state honours in Chandigarh yesterday evening. He had left for heavenly abode due to COVID 19 complications last night at PGIMER Chandigarh. He was 91 year old.

 

2. Women’s Cricket: India 175/3 in 2nd innings against England. 

 

Indian team was forced to follow on 18 June when they were bowled out for only 231 in their first innings, giving the hosts a healthy lead of 165 runs. Earlier, England had declared their first innings @ 396/9.

 

3.  World Test Championship Final, Day 2

 India 146/3 as bad light and raining forces called off the match. 

 

USD 74.14 💷GBP 102.40

         In Kolkata(WB)

🥇Gold ₹48,210©10 gm 24 (Krt)

🥈 Silver ₹67,600©Kg

⛽ Petrol ₹ 96.84 

⛽ Diesel ₹ 90.54 

 

 LPG : ₹ 835.50/14.2 Kg 

 

 BSE Sensex  52,344.45 

 NIFTY : 15,683.35 

 

Ⓝⓐⓥⓔⓔⓝ Ⓚⓤⓜⓐⓡ

🇮🇳Facts about India🇮🇳

 

The Thousand Pillars Temple or Rudreswara Swamy Temple is a historic Hindu temple located in the town of Hanamakonda, Telangana State of India. It was constructed during the period between 1175–1324 CE and was  dedicated to Lord Shiva, Vishnu and Surya. Thousand Pillar Temple, along with Warangal Fort, It was added to the tentative list of World Heritage sites recognised by UNESCO.

 

It was desecrated by the Tughlaq dynasty during their invasion of the Deccan. The temple was renovated in 2004 by the Government of India. Archaeological Survey of India and modern engineers have been working for the temple's further renovation.

 

😀Thought of the day

 

 Don't compare yourself with anyone else in the world. If you do so you are insulting yourself. 

 

Joke of the day

 

 Lovers 👩‍❤️‍👨of 1990s– “Agar tum mil jao zamana chor denge hum”

 

Lovers of 2020s– “Agra tum mil jao purana chor denge hum!”👫🏻💃🏼😆🤣

 

🎂 Born Today: 💐

 

 Vikram Seth , (born 20 June 1952) is an Indian novelist and poet.

He has written several novels and poetry books.

He has received several awards such as Padma Shri, Sahitya Academy Award, Pravasi Bharatiya Samman, WH Smith Literary Award and Crossword Book Award.

 

LEARN Sanskrit🙏🏻

 

 आर्य/आर्या : Noble one  

 

 🤔 How it works ⁉

 

Radio🎙️📻 works by transmitting and receiving electromagnetic waves.

Each radio has two distinct parts, the receiver and the transmitter. The transmitter is what works to collect the message and transform it into a sine wave, which is then transmitted over radio waves. The receiver is responsible for receiving this data at its arrival and decoding the message back into its original form. It is the antenna on a radio that helps both the transmitter and receiver properly do their job and capture the radio signal.

 

In AM (Amplitude Modulation) radio, the strength (amplitude) of the signal is changed (modulated) to make the sounds. In FM (Frequency Modulation) radio, it is the speed (frequency) of the signal that is changed. When you tune in your radio, the dial number indicates the kilo or megaHertz at which the signal is being broadcast.

 

💁🏻‍♂️ GK TODAY 

  

 Guglielmo Marconi won the 1909 Nobel Prize in Physics for inventing the radio, but just months after his death the real inventor was finally given proper credit. Nikola Tesla is the man behind the original radio.

 

🛕 VEDIK GYAN 

 

 The third avatar of Lord Vishnu is the Varaha Avatar 🐗[Varaha meaning “boar” in Sanskrit] which he took in the Satya Yug. In this avatar Lord Vishnu incarnated as a Boar to protect the earth [Prithvi]

 

When a demon named Hiranyaksha dragged the earth to the bottom of the sea, Vishnu took the form of a boar in order to rescue it. Then Varaha slew the demon and raised the earth out of the water with his tusks. Since Lord Narayana rescued Mother Earth from the evil hands of the demon, Mother Earth surrendered at his lotus feet and prayed him to accept her

 

😳Why❓❓❓

 

 Why Fathers day is celebrated. 

 

The day celebrates & pays tribute to fathers as they play an important role in nurturing their children and acknowledge the efforts of fathers and to thank them for their efforts.

 

The history of Father's Day dates back to 1908 when Sonora Smart Dodd celebrated it to honour her father. Her father, the Civil War veteran William Jackson Smart, was a single parent who raised his six children. After hearing a sermon about Anna Jarvis's Mother's Day at Central Methodist Episcopal Church, she told her pastor that fathers should have a similar holiday honoring them. Although she initially suggested June 5, her father's birthday, the pastors of the Spokane Ministerial Alliance did not have enough time to prepare their sermons, and the celebration was deferred to the third Sunday of June.

 

 As per Western Culture they choose a particular day to remember their parents...Accordingly that plan to meet their parents....But we in India  always and everyday spend with parents....So everyday is our day...every moment is ours......Always respect them not on a particular day.....

 

Note: This article is not to  demoralise anyone, but now a days many children leaving their parents in oldage homes and on this Particular day they are spending with them.....So who gave us this beautiful life...Just a day in a year.

 

Take examples of Shri Shravan Kumar, mentioned in the ancient Hindu text Ramayana. 

 

 Shri Pundalik who made to wait Vittala (Lord Vishnu) to wait at his house entrance, because was busy attending to his parents. Though he knew Lord Krishna had come to see him, he refused to pay his respect to the god before his duty towards his parents was done. Shri Pandurang temple in Maharashtra 

 

Shri Ram who left to Jungles on his father's order.

- A Sholka from Padma purana 

 

 पिता धर्मः पिता स्वर्गः पिता हि परमं तपः। 

 पितरि प्रीतिमापन्ने प्रीयन्ते सर्वदेवताः॥ 

 

Pita swarga,Pita dharm ,Pita hi Param Tapo

 

Pitori pritima pannay, Priyantay sarva devata.

 

Father is compared to Heaven , Father is Religion, Father is ultimate sacrifice. He is placed at a higher pedestal than all Gods combined

 

🧬 HEALTH CARE:© HOME REMEDIES🩺

( Note : These home tips followed in villages/ancient traditions, it is up to you to use it or not🙏🏻)

 

 Makki Ki Roti and Sarson ka Saag combination health benefits..

 

  Weight gain – Corn(Makki) is known to help in weight gain. Therefore, it can also help us to gain a few pounds if you are underweight. 

 

Corn flour is rich in various nutrients such as folic acid, vitamin B, and others. The high nutrient content of Makki roti helps to reduce the risk of nutritional deficiencies

 

Regards

CH Nαʋҽҽɳ Kυɱαɾ....✒️

 

───────────────────╮

🙏PLZ FOLLOW GOVT. NORMS, MAINT SOCIAL DISTANCE, KEEP  YOURSELF ©YOUR FAMILY SAFE🌼

╰───────────────────╯

[6:05 am, 20/06/2021]  .                जय श्री राम

 

रविवार, 20 जून 2021 के मुख्य समाचार

 

✍🏻तमिलनाडु में कोविड-19 के 8,183 नए मामले, 180 मरीजों की मौत

 

✍🏻रेल यात्रियों के लिए राहत भरी खबर, इसी महीने से चलने लगेंगी 600 से ज्यादा ट्रेनें

 

✍🏻कश्मीरी नेताओं के साथ सर्वदलीय बैठक करेंगे पीएम मोदी , सभी को किया गया आमंत्रित : सूत्र

 

✍🏻कांग्रेस नेता ने ममता पर उठाए सवाल, पूछा- राज्यपाल को हटाने के लिए राष्ट्रपति से क्यों गुहार लगा रही TMC

 

✍🏻साबरमती नदी में कोरोना की पुष्टि के बाद बड़ी संख्या में मिली मरी हुई मछलियां, लोगों में डर का माहौल

 

✍🏻लोकसभा अध्यक्ष के तौर पर ओम बिरला के 2 साल पूरे, PM मोदी बोले- उनके कार्यकाल में समृद्ध हुआ संसदीय लोकतंत्र

 

✍🏻अंतरराष्ट्रीय योग दिवस 2021: 21 जून को टेलीविजन के माध्यम से होगा पीएम मोदी का संबोधन

 

✍🏻पुतिन ने यूनाइटेड रशिया की चुनाव सूची में लैवरोव, शोइगू का नाम डाला

 

✍🏻बहराइच में बाढ़ की चपेट में आए 32 गांव, पानी के बीच जीवन यापन करने को मजबूर लोग

 

✍🏻अनलॉक के दौरान खतरनाक साबित हो सकती है लापरवाही और ढिलायी; टेस्ट, ट्रैक और ट्रीटमेंट जरूरी: गृह मंत्रालय

 

✍🏻 ब्रिटेन में कोरोना वायरस की चल रही तीसरी लहर, एक्सपर्ट का दावा

 

✍🏻जिनपिंग को बगावत का डर? पार्टी के बड़े नेताओं को दिलाई वफादारी की शपथ

 

✍🏻ईरान चुनाव: इब्राहीम रईसी बने अगले राष्ट्रपति, अगस्त में लेंगे पद की शपथ

 

✍🏻शिमला सैलानियों से पैक : 90 फीसदी तक पहुंची ऑक्यूपेंसी, 8000 से अधिक वाहनों ने किया प्रवेश

 

✍🏻चीन : रहस्यमयी परिस्थिति में शीर्ष एटमी वैज्ञानिक इमारत से गिरे, मौत

 

✍🏻उत्तरी दिल्ली के मंगोलपुरी में गैस लीक होन से बिल्डिंग में लगी भयानक आग, हादसे में 13 लोग झुलसे, दो की हालत बेहद गंभीर

 

✍🏻IND vs NZ WTC Final : खराब रोशनी के कारण दूसरे दिन का खेल जल्दी खत्म, स्कोर 146/3

 

✍🏻दिनेश कार्तिक ने कॉमेंट्री में की धमाकेदार एंट्री, रोहित शर्मा के बहाने नासिर हुसैन की बंद की बोलती; फैंस को आया मजा

 

✍🏻IND vs ENG: इंग्लैंड में भारतीय महिलाओं का कमाल, हारे हुए मैच को करा दिया ड्रॉ

 

            आप का दिन शुभ और मंगलमय हो सुप्रभात....!

                          जय हो🙏

 

[5:22 pm, 20/06/2021] : 20 June 2021 Current Affairs
              English & Hindi
➖➖➖➖➖➖➖➖➖➖➖

1. Which person, popularly known as Flying Sikh, has died at the age of 91 due to corona?
Ans. Milkha Singh

2. Who has been appointed as the Indian Ambassador to Cuba?
Ans. Dr S Janaki Raman

3. Which social media company has launched an initiative called 'Report It, Don't Share It'?
Ans. Facebook

4. Which country has announced to issue a vaccine passport for Japanese travelers from next month?
Ans. Japan

5. India has announced $100M to which neighboring country to finance projects in the solar energy sector?
Ans. Sri Lanka

6. Which day is celebrated all over the world on 19th June?
Ans. World Ethnic Day and World Sickle Cell Day

7. In which state of India, the species of "Stygaractus keralaensis" discovered in toddygrades has been named after the state?
Ans. Kerala

8. Which mission has been approved by the Union Cabinet to study biodiversity, impact of climate change?
Ans. Deep Ocean Mission

9. Which state has decided to institute its own series of annual awards similar to Bharat Ratna?
Ans. Assam

10. Who has launched a customized crash course program for COVID-19 frontline workers?
Ans..Narendra Modi‌‌
  
                      HINDI

📓20 June 2021 Current Affairs

 1. फ्लाइंग सिख के नाम से मशहूर किस व्यक्ति की 91 वर्ष की उम्र में कोरोना के चलते निधन हो गया है ?
Ans. मिल्खा सिंह

 2.  क्यूबा में भारतीय राजदूत के रूप में किसे नियुक्त किया गया है ?
Ans. डॉ एस जानकी रमन

 3. किस सोशल मीडिया कंपनी ने रिपोर्ट इट, डोंट शेयर इट' नामक पहल शुरू की है ?
Ans.  फेसबुक

4. किस देश ने अगले महीने से जापानी यात्रियों के लिए एक वैक्सीन पासपोर्ट जारी करने की घोषणा की है ?
Ans. जापान

 5. भारत ने सौर ऊर्जा क्षेत्र में परियोजनाओं के वित्तपोषण के लिए किस पडोसी देश को 100M$ की घोषणा की है ?
Ans.  श्री लंका

6. 19 जून को विश्वभर में कौन सा दिवस मनाया जाता है ?
Ans. विश्व एथनिक दिवस और विश्व सिकल सेल दिवस

 7. भारत के किस राज्य में खोजी गयी टाड्डीग्रेड्स की "स्टाइगारक्टस केरलेंसिस" की प्रजाति का नाम राज्य के नाम पर रखा है ?
Ans. केरल

 8. केंद्रीय मंत्रिमंडल ने जैव विविधता, जलवायु परिवर्तन के प्रभाव पर अध्ययन के लिए किस मिशन को मंजूरी दी है?
Ans.  डीप ओशन मिशन

 9. किस राज्य ने भारत रत्न के समान वार्षिक पुरस्कारों की अपनी श्रृंखला स्थापित करने का फैसला किया है ?
Ans. असम

 10. किसने CoviD-19 फ्रंटलाइन वर्कर्स के लिए एक कस्टमाइज्ड क्रैश कोर्स प्रोग्राम की शुरुआत की है ?
Ans..नरेंद्र मोदी‌‌
➖➖➖➖➖➖➖➖➖➖➖
[5:22 pm, 20/06/2021] : 📓Current Affairs One Liners
📅 20 June 2021 
➖➖➖➖➖➖➖➖➖➖➖

📆 20 June: World Refugee Dayy

📌 Theme 2021: Together We Heal, Learn & Shine

✅ World Refugee Day, Was Held For The First Time On June 20, 2001

✅ It Is Designed To celebrate And Honour Refugees From Around The World

😔 Milkha Singh The Flying Sikh Passed Away Recently

🥇 He Won 4 Gold Medals In The Asian Games From 1958 To 1962

🏟 He Represented India In The 1956 Melbourne, 1960 Rome & 1964 Tokyo Olympics

🏆 He Was Awarded The Padma Shri, India's 4th-Highest Civilian Honour (1959)

👮 Name" The Flying Sikh Given By 2nd President Of Pakistan Ayub Khan

✅ He Became The Director Of Sports In The Punjab Ministry Of Education

✅ He Is Still The Only Indian Athlete to Win Gold In The AsÍan & Commonwe

📕 His Autobiography Titled The Race Of My Life "Co-Authored By Sonia Sanwalka

👤 UNGA Unanimously Elected Antonio Guterres To A 2nd Term As Secretary-General

✅ Serving Since 2017 As The 9th Secretary General Of The United Nations

✅ He Served As Prime Minister Of Portugal From 1995 To 2002

✅ He Was The UN High Commissioner For Refugees From 2005 To 2015

👩 Pratima Murthy Appointed As Director Of NIMHANS For Five Years

🏢 In 1994, NIMHANS Was Conferred A Deemed University Status By The UGC

✅ The Institute Has Been Declared As An Institute Of National Importance

✅ NIMHANS National Institute Of Mental Health & Neuro Sciences (Bengaluru)

👩 Shafali Verma (17) Becomes Youngest Woman To Hit 2 
Half-Centuries In Debut Test

✅ Shafali Verma Reached The Milestone At Bristol Against England

✅ The Record Was Previously Held By Australia's Jessica Louise Jonassen (22)

6⃣ Shefali Becomes Ist Woman Cricketer To Hit 3 Sixes In A Test Match

🤝 NSA Ajit Doval To Take Part In SCO Meet In Dushanbe Next Week

👤 Ebrahim Raisi Was Declared The Winner Of Iran's Presidential Election

✅ He Was Serving As 7th Chief Justice Of Iran From 07 March, 2019

✅ From 2004 Until 2014, Raisi Served As First Deputy Chief Justice Of Iran

👤 OnePlus Ropes In Jasprit Bumrah As Brand Ambassador For Wearables

🏏 Ireland's Kevin O'Brien Announces His Retirement From One-Day International Cricket

🏏 Zimbabwe's Kyle Jarvis Has Announced His Retirement From All Cricket

😔 DPIIT Secretary Dr Guruprasad Mohapatra Passes Away Recently

✅ Guruprasad Mohapatra Had 
Assumed Charge As The Secretary Of The DPIT In August 2019

✅ DPIIT: Department For Promotion Of Industry And Internal Trade

👨‍💻 Induslnd Bank Launched IndusEasy Credit " A Complete Digital Lending Platform

👤 Aashish Chandorkar Appointed As A Director At WTO Mission Of India

👤 Indian Skipper Virat Kohli Became The Most Capped Indian Test Captain

✅ Virat Kohli Overtook MS Dhoni's Tally Of 60 Tests As Captain

🔸 Bihar Govt Launched "Mukhyamantri Mahila Udyami Yojana"

✅ Bihar Govt Also Launched " Mukhyamantri Yuva Udyami Yojana

🚐 Govt Has set Target To Reduce Road Accident Deaths By 50% By Year 2024

No comments:

Post a Comment