23-JUN-2021

[6:17 am, 23/06/2021]ଖବର ଆଜିର 
ତାରିଖ ୨୩/୦୬/୨୧, ବୁଧବାର


୧-ଚଳିତ ଶିକ୍ଷାବର୍ଷରେ ନବମ ଓ ଦଶମ ଶ୍ରେଣୀର ପାଠ୍ୟକ୍ରମ ୩୦% କମିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଖୁବ୍ ଶିଘ୍ର ନିଷ୍ପତ୍ତି।

୨-ଅଟକିଛି ସୀମା ସଂରକ୍ଷଣ ଓ  ନିର୍ଦ୍ଧାରଣ କାର୍ଯ୍ୟ, ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ।

୩-ଓଡ଼ିଶା ପୋଲିସରେ ୪୭୭ ସବ ଇନ୍‌ସପେକ୍ଟର ପାଇଁ ଅନ୍‌ଲାଇନରେ ଆବେଦନ ଆରମ୍ଭ।

୪-ରାଜ୍ୟରେ ଆସନ୍ତା ୨୭ ତାରିଖ ଯାଏ ଜାରି ରହିବ ବର୍ଷା। ଜୁଲାଇ ପ୍ରଥମ ସପ୍ତାହରେ ହୋଇପାରେ ଭଲ ବର୍ଷା।

୫-ମାଲକାନଗିରି ଜିଲ୍ଲାପାଳଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ । ପଥର ଖାଦାନ ଟେଣ୍ଡର ଫିକ୍ସିଂ ଅଭିଯୋଗ ଆଣିଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି।

୬-ଭୁବନେଶ୍ୱର:ଜୁଲାଇରେ ବସିପାରେ ବିଧାନ ସଭା ଅଧିବେଶନ।

୭-ସେପ୍ଟେମ୍ବର-ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର । ଟ୍ୱିଟ୍ କରି ସତର୍କ କରାଇଲା ଆଇଆଇଟି କାନପୁର । ଅକ୍ଟୋବରରେ ଶିଖର ଛୁଇଁପାରେ ସଂକ୍ରମଣ।

୮-ତୃତୀୟ ଫେଜ୍ କ୍ଲିନିକାଲ ଟ୍ରାଏଲ ପରେ ଭାରତ ବାୟୋଟେକର ଦାବି, କୋଭାକ୍ସିନ ଟୀକା ୭୭.୮% ଫଳପ୍ରଦ।

୯-ଶିକ୍ଷାଦର୍ପଣ ୟୁ-ଟ୍ୟୁବ ପାଠପଢାର ସୁଫଳ ପାଉନାହାନ୍ତି ଉପାନ୍ତ ଜିଲ୍ଲାର ଛାତ୍ରଛାତ୍ରୀ । ନେଟୱାର୍କ ଓ ଆଣ୍ଡ୍ରଏଡ୍ ମୋବଇଲ୍ ନଥିବାରୁ ପିଲାଏ ପଢି ପାରୁନାହାନ୍ତି ଅନଲାଇନ୍ ପାଠ।

୧୦-ଦେଶରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ସ୍କୁଲ ଖୋଲିବା ସହଜ ନୁହେଁ ବୋଲି କହିଛନ୍ତି ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ୍।

୧୧-ଭାରତରେ ୨୨ଟି ଡେଲ୍‌ଟା ପ୍ଲସ୍ କେସ୍ ଚିହ୍ନଟ, ମହାରାଷ୍ଟ୍ରର ରତ୍ନଗିରି ଓ ଜଲଗା ଜିଲ୍ଲାରେ ୧୬ କେସ୍ ଚିହ୍ନଟ।

୧୨-ଭାରତ ଓ ଆମେରିକା ମଧ୍ୟରେ ଭାରତ ମହାସାଗରରେ ଆଜିଠୁ ଦୁଇ ଦିନିଆ ଯୁଦ୍ଧାଭାସ୍, ଚୀନର ବିସ୍ତାରବାଦୀ ନୀତିକୁ ମିଳିବ ଦୃଢ ଜବାବ।

[5:17 am, 23/06/2021] : 💌ଆଜିର ଭାଗବତ ବାଣୀ💌 
🦚ତାରିଖ : ୨୩-୦୬-୨୦୨୧🦚
✤• • • • • • ✤ • • • • • • ✤• • • • • • ✤


ବ୍ରହ୍ମବେତ୍ତା ଶ୍ରୀଦତ୍ତାତ୍ରେୟ କହୁଛନ୍ତି :-
 
( ସୂର୍ଯ୍ୟଙ୍କ ଦୃଷ୍ଟାନ୍ତ ଦେଇ ) ସୂର୍ଯ୍ୟ ଯେପରି ନିଜ କିରଣଦ୍ବାରା ଯଥାସମୟରେ ଜଳ ଗ୍ରହଣ କରନ୍ତି ଓ ତାହା ପୁଣି ବର୍ଷା କରିଦିଅନ୍ତି, କିନ୍ତୁ ସେଥିରେ ଆସକ୍ତ ହୁଅନ୍ତି ନାହିଁ, ଠିକ୍ ସେହିପରି ଯୋଗୀ ଗ୍ରହଣ କରବେ ଓ ଦାନ କରିବେ ସିନା ,ସେଥିରେ ଆସକ୍ତ ହେବା ଉଚିତ ନୁହେଁ । ସୂର୍ଯ୍ୟ ଏକ ହୋଇଥିଲେ ମଧ୍ୟ ନାନା ଜଳପାତ୍ରରେ ଯେପରି ଲୋକଙ୍କୁ ଭିନ୍ନ ଭିନ୍ନ ଦେଖାଯାଆନ୍ତି, ଠିକ୍ ସେହିପରି ଆତ୍ମା ଏକ ହୋଇଥିଲେ ମଧ୍ୟ ଦେହକୁ ହିଁ ଆତ୍ମା ବୋଲି ଭାବୁଥିବା ସ୍ଥୂଳବୁଦ୍ଧି ଲୋକଙ୍କୁ ତାହା ଶରୀର ରୂପ - ଆକାର ଭେଦରେ ଭିନ୍ନ ଭିନ୍ନ ଦେଖାଯାଏ ; ଆତ୍ମା ଯେ ଏକ ଏକଥା ସେମାନେ ବୁଝିପାରନ୍ତି ନାହିଁ । ସୂର୍ଯ୍ୟଙ୍କ ଦୃଷ୍ଟାନ୍ତରୁ ଆତ୍ମାର ଅଖଣ୍ଡତା ଓ ଅଭିନ୍ନତା ବୁଝିବା ଉଚିତ ।
  
                ।। ୧୧/୭/୫୦-୫୧।।

              🔘🙏ଗୀତା ଜ୍ଞାନ🙏🔘

କୌଣସି ମନୁଷ୍ୟ ଜ୍ଞାନୀ ହୋଇଥାନ୍ତୁ ବା ଅଜ୍ଞାନୀ ହୋଇଥାନ୍ତୁ , ଏପରିକି ଭଗବାନଙ୍କ ଅବତାର ମଧ୍ୟ ହୋଇଥାନ୍ତୁ ନା କାହିଁକି, ଏହି ମନୁଷ୍ୟଲୋକରେ ସେ ନିଜ କର୍ତ୍ତବ୍ୟକୁ ନିଷ୍କାମଭାବରେ ତତ୍ପରତାପୂର୍ବକ ପାଳନ କରିବା ଉଚିତ । କାରଣ ସୃଷ୍ଟିଚକ୍ର ନିଜ ନିଜର କର୍ତ୍ତବ୍ୟ ପାଳନ କଲେ ହିଁ ଚାଲିଥାଏ ।
               
   🌹🌳🔘ଶ୍ରୀ ଜଗନ୍ନାଥ ଶରଣଂ🔘🌳🌹
[5:17 am, 23/06/2021]  💌ସକାଳର ଭକ୍ତି ଅର୍ଘ୍ୟ💌
🦚ତାରିଖ : ୨୩-୦୬-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

ଓଁ ନମୋ ଭଗବତେ ବାସୁଦେବାୟ ।

ଯେସନେ କୃଷିକାରୀ ଜନେ। ଅନୁବତ୍ସର କରଷଣେ। 
ଯେ ତୃଣ ଗୁଳ୍ମ ଲତା ଆଦି। ନିଃଶେଷେ ନ ପାରନ୍ତି ଛେଦି।
ସେ ବୀଜ କେବେ ନଷ୍ଟ ନୁହେଁ। ପୁଣି ସେ କ୍ଷେତ୍ରେ ଉଦେ ହୋଏ। 
ସେ ରୂପେ ଏ ଯେ ଗୃହାଶ୍ରମ। କର୍ମନାଶନେ ନୋହେ କ୍ଷମ।

( ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ପଞ୍ଚମ ସ୍କନ୍ଧ ଚତୁର୍ଦ୍ଦଶ ଅଧ୍ୟାୟ )

ପ୍ରସଙ୍ଗ :- ଭବାରଣ୍ୟର ବିଶଦ ବର୍ଣ୍ଣନା ।

ଅର୍ଥ :-

ମହାମୁନି ଶୁକଦେବ କହିଲେ, ହେ ମହାରାଜା ପରୀକ୍ଷିତ! ଯେପରି କୃଷକମାନେ  ଚାଷ ଜମିରେ ଉଠୁଥିବା ଘାସ , ଲତା ଓ ଗୁଳ୍ମ ଇତ୍ୟାଦିକୁ ପ୍ରତିବର୍ଷ ଚାଷ କଲେ ମଧ୍ୟ  ମୂଳୋତ୍ପାଟନ ହୋଇ ସେସବୁର ବୀଜ ନଷ୍ଟ ନହେବା ପର୍ଯ୍ୟନ୍ତ ସେସବୁ ଘାସ,ଲତା ଓ ଗୁଳ୍ମ ଆଦି ପୁଣି ଚାଷ ଜମିରେ ଉଠିଥାନ୍ତି ଠିକ୍ ସେହିପରି ଏହି ଗୃହସ୍ଥାଶ୍ରମ ରୂପକ କର୍ମଭୂମିରେ  କାମନା ତ୍ୟାଗ ନ କରିବା ପର୍ଯ୍ୟନ୍ତ କର୍ମ ମାନଙ୍କର ମୂଳୋତ୍ପାଟନ ହୋଇ ନଥାଏ ଯେଉଁଥିପାଇଁ  ବାରମ୍ବାର କର୍ମ ମାନଙ୍କର ଉଦ୍ରେକ ହୋଇଥାଏ ଓ ପ୍ରାଣୀମାନେ କର୍ମ କରି କର୍ମ ବନ୍ଧନରୁ ମୁକ୍ତିଲାଭ କରି ପାରି ନଥାନ୍ତି।
  
ଭାବାର୍ଥ :-

କାମନା କର୍ମର ବୀଜ ସଦୃଶ ଅଟେ। ତେଣୁ କାମନା ପରିତ୍ୟାଗ ନ କରିବା ପର୍ଯ୍ୟନ୍ତ କର୍ମ ମାନଙ୍କର ମୂଳୋତ୍ପାଟନ ହୋଇ ନଥାଏ। ତେଣୁ କାମନା ତ୍ୟାଗ ନ କରିବା ପର୍ଯ୍ୟନ୍ତ ପ୍ରାଣୀମାନେ କର୍ମ ବନ୍ଧନରୁ ମୁକ୍ତ ହୋଇ ପାରନ୍ତି ନାହିଁ।

ଉପସ୍ଥାପନା - ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ ୬୧୫।

        🌹🌳🔘ଜୟ ଜଗନ୍ନାଥ🔘🌳🌹
[5:17 am, 23/06/2021] 💌ଆଜିର ନୀତିବାଣୀ💌
🦚ତାରିଖ : ୨୩-୦୬-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

🦋ଜୀବନରେ ସେହି ବ୍ୟକ୍ତିମାନେ ଅସଫଳ ହୁଅନ୍ତି, ଯେଉଁମାନେ କେବଳ ଚିନ୍ତା କରନ୍ତି, କିନ୍ତୁ କର୍ମ କରନ୍ତି ନାହିଁ ।।

🦋କେବଳ ବାପା ମା ହିଁ ଆମର ଅଳି ଉଠାନ୍ତି ନହେଲେ ଆଉ ସବୁତ କେବଳ ଆମର ଫାଇଦା ଉଠାଇଥାନ୍ତି ।।

🦋ବନ୍ଧୁତ୍ୱ କୌଣସି Special ଲୋକଙ୍କ ସହିତ ହୋଇ ନଥାଏ, ଯାହା ସହିତ ହୋଇଥାଏ ସେ ହିଁ special ହୋଇଥାଏ ।।

🦋ମାତ୍ର ୫ ସେକେଣ୍ଡ ହସରେ ଏକ ସୁନ୍ଦର ଫଟୋଟିଏ ଉଠାଯାଇ ପାରୁଛି, ତେବେ ପ୍ରତି ମୁହୂର୍ତ୍ତର ହସ ହସ ମୁଁହରେ ଜୀବନର ଚିତ୍ରପଟ କେତେ ସୁନ୍ଦର ହୋଇପାରନ୍ତା ।।

🦋ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ । ଯେତେବେଳେ ଠିକ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରି ଯାଇଥାଏ ।।

      🌹🌳🔘ଜୟ ଜଗନ୍ନାଥ🔘🌳🌹
[5:17 am, 23/06/2021] 💌ଆଜିର ସାଧୁବାଣୀ💌
🦚ତାରିଖ : ୨୩-୦୬-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

🦋ତୁମେ ଚାହିଁଲେ ବି ତୁମ ପ୍ରତି ଥିବା ଲୋକଙ୍କର ଧାରଣାକୁ ବଦଳେଇ ପାରିବ ନାହିଁ, ଏଥିପାଇଁ ନିଜର ପସନ୍ଦ ଅନୁଶାରେ ନିଜର ଜୀବନ ଜିଅଁ ଓ ଖୁସିରେ ରୁହ ।।

🦋ପରିବାରର ସମସ୍ତ ସଦସ୍ୟଙ୍କୁ ବୁଝାଇବା ପରିବର୍ତ୍ତେ ନିଜେ ହିଁ ସେମାନଙ୍କ ଚିନ୍ତାଧାରାରେ ଆଗକୁ ବଢିବା ସର୍ବୋତ୍ତମ ପଥ ହୋଇଥାଏ।।

🦋ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତା ରାସ୍ତାର ସନ୍ଧାନ ମିଳିଥାଏ। ଏଣୁ ହାରିଗଲେ ନିରାଶ ନ ହୋଇ ମନୋବଳ ଦୃଢ଼ ରଖି କାମ କରିବା ଉଚିତ।।

🦋ନିନ୍ଦାରେ ବିଚଳିତ ହୋଇ କେବେ ନିଜର ଲକ୍ଷ ଛାଡ଼ନ୍ତୁ ନାହିଁ। କାହିଁକିନା ସଫଳତା ପାଇଗଲେ ନିନ୍ଦା କରୁଥିବା ଲୋକର ବି ମତ ବଦଳିଯାଏ ।।

🦋ଯେଉଁ ବ୍ୟକ୍ତି ପରିଶ୍ରମ ଦ୍ୱାରା ଧନ ସମ୍ପତ୍ତି ଅର୍ଜନ କରେ ସେହି ବ୍ୟକ୍ତି ହିଁ ଜାଣେ କଷ୍ଟ କଣ! କିନ୍ତୁ ଯେଉଁ ବ୍ୟକ୍ତି ବିନା ପରିଶ୍ରମରେ ସବୁକିଛି ପାଇ ଯାଏ ସେହି ବ୍ୟକ୍ତି ଜାଣେନା ଜୀବନର ବାସ୍ତବତା କଣ ।।

      🌹🌳🔘ଜୟ ଜଗନ୍ନାଥ🔘🌳🌹
[5:17 am, 23/06/2021]  💌ଆଜିର ସୁବିଚାର💌
🦚ତାରିଖ : ୨୩-୦୬-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

🦋ଈଶ୍ଵରଙ୍କ ପ୍ରତିରୁପ ନିଜ ପିତା ମାତା ହିଁ ହୋଇଥାନ୍ତି, ଏମାନଙ୍କୁ କେବେହେଲେ ଅପମାନ ବା ଅସମ୍ମାନ କରନ୍ତୁ ନାହିଁ ।।

🦋ଏ ଜୀବନ ବହୁତ ଛୋଟ, ତେଣୁ ସେହି ମଣିଷ ସହିତ ଅଧିକ ସମୟ ବିତେଇବା ପାଇଁ ଚେଷ୍ଟା କର, ଯିଏ କି ତୁମକୁ ସବୁବେଳେ ଖୁସି ଓ ଭଲ ପାଇବା ଦେବାକୁ ଚାହିଁଥାଏ ।।

🦋ଅର୍ଥର ପ୍ରାଚୁର୍ଯ୍ୟରେ ଅନ୍ୟର ଲୋଭକୁ ବଶ କରାଯାଇପାରେ, ହେଲେ କାହାର ଜୀବନକୁ କିଣିବା ଅସମ୍ଭବ ଅଟେ। ଏହି ଗୋଟିଏ ଉକ୍ତିକୁ ଯଦି ଆମେ ବୁଝିଯିବା, ଛନ୍ଦ କପଟର ସ୍ଥାନ ପୃଥିବୀରେ ରହିବ ନାହିଁ ।।

🦋ସିଂହ ଏବଂ ହରିଣର ରେସରେ ବହୁତ ସମୟରେ ହରିଣ ଜିତେ, କାରଣ ସିଂହ ଦୌଡେ ଖାଦ୍ୟ ପାଇଁ ଏବଂ ହରିଣ ଦୌଡେ ଜୀବନ ପାଇଁ - ଉଦ୍ଦେଶ୍ୟ ଆବଶ୍ୟକତା ଠାରୁ ଅଧିକ ଜରୁରୀ ।।

🦋ଜ୍ଞାନକୌଶଳରେ ଅଗ୍ରଗତି କରିହୁଏ ସତ; ହେଲେ ଏହା ସାହାଯ୍ୟରେ ଅନ୍ୟକୁ ନିୟନ୍ତ୍ରଣ କରିବା ଅସମ୍ଭବ ।।

      🌹🌳🔘ଜୟ ଜଗନ୍ନାଥ🔘🌳🌹
[5:17 am, 23/06/2021]💌ଆଜିର ବାସ୍ତୁ ବିଚାର💌
🦚ତାରିଖ : ୨୩-୦୬-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

🦋ଠାକୁର ଘର ସର୍ବଦା ଘର ଭିତରକୁ ଯିବାବେଳେ ପ୍ରଥମେ ଆସିବା ଆବଶ୍ୟକ ଏବଂ ଠାକୁର ସର୍ବଦା  ପୂର୍ବ ଦିଗକୁ ମୁହଁ ହେବା ଆବଶ୍ୟକ ।।

🦋ଗୋଟିଏ ସିଧା ଲାଇନ୍ ରେ ଘରର ତିନୋଟି  କବାଟ କରିବା ଅନୁଚିତ୍।।

🦋ମାଛ ଜାର ବା ଆକ୍ୟୁରୀୟମ୍ ରେ ସୁନେଲି ମାଛ ରଖନ୍ତୁ ଏବଂ ଏହି ଜାର କୁ ରୋଷେଇ ଘର ବା ବେଡ଼ରୁମ ରେ ରଖନ୍ତୁ ନାହିଁ ।।

🦋ଶୟନ କକ୍ଷର ଆଲମାରୀ ନୈଋତ ବା ଦକ୍ଷିଣକୁ ଖୋଲିବା ଠିକ୍ ନୁହେଁ । ଯଦି ଆଲମାରୀରେ ଟଙ୍କା, ଗହଣାଦି ରହିଥାଏ ତାହା ଏପରି ରଖିବା ଉଚିତ ନୁହେଁ । ଦକ୍ଷିଣକୁ ଛାଡି ଅନ୍ୟଦିଗକୁ ମୁହଁ ରଖିବା ଉଚିତ ।।

🦋ଅଷ୍ଟମି ତିଥିରେ ନଡିଆ ଖାଇଲେ ମୁର୍ଖ ହୁଅନ୍ତି ଏବଂ  ତୃତୀୟା ତିଥିରେ ଖାଇଲେ ରୋଗାଗ୍ରସ୍ତ ହୁଅନ୍ତି ।।

      🌹🌳🔘ଜୟ ଜଗନ୍ନାଥ🔘🌳🌹
[5:17 am, 23/06/2021]  💌ଆଜିର ଭକ୍ତିକଥା💌
🦚ତାରିଖ : ୨୩-୦୬-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

🔘ଭଗବାନ କଣ ଆମଦ୍ବାରା ଅର୍ପିତ ଭୋଗ ଖାଇଥାଆନ୍ତି ? ଯଦି ଖାଉଥାନ୍ତି,ତେବେ ସେ ବସ୍ତୁ କାହିଁକି ସମାପ୍ତ ହେଉନାହିଁ ? ଯଦି ନ ଖାଉଥାନ୍ତି ତେବେ ଭୋଗ ଲଗାଇବାରେ କଣ ବା ଲାଭ?

📝ଗୋଟିଏ ଶିଷ୍ୟ ପାଠପଢ଼ା ଭିତରେ ଗୁରୁଜୀଙ୍କୁ ଏହି ପ୍ରଶ୍ନଗୁଡିକ ପଚାରିଲା,ମାତ୍ର ଗୁରୁଜୀ ତତକ୍ଷଣାତ୍ କୌଣସି ଉତ୍ତର ଦେଲେ ନାହିଁ। ପୁର୍ବପରି ପଢାଇବାକୁ ଲାଗିଲେ।ସେହି ଦିନ ଗୁରୁଜୀ ଶେଷରେ ଗୋଟିଏ ଶ୍ଳୋକ ପଢାଇଲେ।

" पूर्णमदः पूर्णमिदं पूर्णात् पूर्णमुदच्यते ।
पूर्णस्य पूर्णमादाय पूर्णमेवावशिष्यते ॥"

ଏବଂ କହିଲେ ପୁସ୍ତକ ଦେଖି ଶ୍ଳୋକଟିକୁ କଣ୍ଠସ୍ଥ  କରିବାକୁ,ଘଣ୍ଟାଏ ପରେ ଶିଷ୍ୟଟି ଶ୍ଳୋକଟିକୁ ଶୁଦ୍ଧ ଭାବରେ ଗୁରୁଜୀଙ୍କୁ ଶୁଣାଇଲା।ମାତ୍ର ଗୁରୁଜୀ ମୁଣ୍ଡ ହଲେଇ ନାହିଁ ନାହିଁ କଲେ।

ଶିଷ୍ୟଟି କହିଲା,ଗୁରୁଜୀ ଆପଣ ପୁସ୍ତକ ଦେଖନ୍ତୁ, ମୁଁ ବିଲକୁଲ ଶୁଦ୍ଧ ଭାବରେ କଣ୍ଠସ୍ଥ କରିଛି।ତଥାପି ଗୁରୁଜୀ ସମ୍ମତି  ପ୍ରଦାନ କଲେନାହିଁ।

ଗୁରୁଜୀ …
[5:17 am, 23/06/2021]  💌ଆଜିର ଜଣା ଅଜଣା 💌
🦚ତାରିଖ : ୨୩-୦୬-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

ଶୋଇବା ଘରର ଉପଚାର :-

ଶୟନ କକ୍ଷର ଦ୍ୱାରରେ ଏକପଟିଆ କବାଟ ଲାଗିବା ଉଚିତ । ଶୟନ କକ୍ଷରେ ଯଦି ପୂଜାସ୍ଥଳ ରହିଥାଏ ତେବେ ତାହା ଶୟନ କକ୍ଷର ଈଶାନ କୋଣକୁ ରହିବା ଉଚିତ | ପଲଙ୍କରେ ଶୋଇବା ସମୟରେ ମୁଣ୍ଡ ପୂର୍ବକୁ କଲେ ପାଦ ଠାକୁରନ ଆଡକୁ ରହେ ନାହିଁ ।  ଗୃହସ୍ୱାମୀଙ୍କର ଶୟନ୍ କକ୍ଷ ଦକ୍ଷିଣ ପଶ୍ଚିମ କୋଣରେ ବା ପଶ୍ଚିମ ଦିଗରେ ହେବା ଉଚିତ । ପୂଜାସ୍ଥଳ ସ୍ଂଯୁକ୍ତ୍ ଶୟନ୍ କକ୍ଷରେ ନବଦମ୍ପତ୍ତି ଶୟନ୍ କରିବା ଉଚିତ ନୁହେଁ, କାରଣ ସେ କକ୍ଷରେ ସମ୍ଭୋଗ କ୍ରୀୟା କଲେ ଶୁଭଦାୟକ ହୁଏ ନାହିଁ । ଶୟନ କକ୍ଷର ଦୁଆର ସାମନାରେ ଖଟ ପକାଇବା ଉଚିତ ନୁହେଁ ।।

       🌹🌳🔘ଜୟ ଜଗନ୍ନାଥ🔘🌳🌹
[5:20 am, 23/06/2021]  🌄 समाचार सुप्रभात🗞

   23 जून, 2021 बुधवार
          ➖➖➖

❇️  Top Headlines

■ PM lauds States for raising extra Rs 1.06 lakh crores in 2020-21 amid financial crunch across world

■ Farookh Abdullah and Mahbooba Mufti to attend all party meeting called by PM Modi on June 24

■ Country administers 86.16 lakh vaccine doses on Tuesday, highest ever single day vaccination achieved in world so far

■ National recovery rate improves to 96.5 per cent, Daily recoveries continue to outnumber daily cases of COVID-19 for 40th consecutive day

■ Centre clarifies, full supplies of COVID-19 vaccine under direct State procurement were provided to States before 21st June

🇮🇳 NATIONAL

■ National Company Law Tribunal approves Jet Airways' revival plan; asks DGCA and Aviation Ministry to allot slot in 90 days

■ Coal Ministry revises timeline for auction of coal mines; Bid due date extended to 8th July

■ FM Nirmala Sitharaman presides over meeting between senior officials of Ministry and Infosys on issues in new I-T Portal

■ FCI supplies over 76 LMT free food grains till Monday to all 36 States and UTs under PMGKAY for May and June

■ Defence Ministry signs contract with Goa Shipyard Ltd for construction of 2 Pollution Control Vessels for Indian Coast Guard

🌎INTERNATIONAL

■ India and Fiji sign MoU for cooperation in agriculture and allied sectors field

■ UNESCO says, Great Barrier Reef should be put on list of World Heritage Sites

■ Colombia reports more than 100,000 deaths from COVID-19 on Monday

■ US military could slow down its withdrawal from Afghanistan due to gains made by Taliban insurgents

■ Face masks to no longer be compulsory in Italy from 28 June

⚽SPORTS

■ Men's Cricket: Resuming on score of 101 for 2, New Zealand at 236 for 9 in their 1st innings against India on day 5 of WTC final at Southampton

■ Euro Cup Football: England took on Czech Republic in London's Wembley Stadium, last night; Croatia played against Scotland in Glasgow

■ Tajinderpal Singh Toor from Moga district of Punjab qualifies for Tokyo Olympics, breaking his own National Record

■ Courtesy: Shiksha Jagat newsgroup, Rewari

🇭🇰 STATE

■ Gujarat CM Vijay Rupani e-launches Agricultural Diversification Scheme-2021

■ Karnataka govt to provide tap water connection to 25 lakh rural households this year under Jal Jeevan Mission

■ Monsoon session of Maharashtra legislature to be held in Mumbai only for 2 days on July 5 and 6

■ 3 hospitals in Meghalaya now have emergency oxygen supply to provide intensive care treatment to critically ill COVID-19 patients

■ Bombay HC adjourns hearing till July 2 on pleas by former Mumbai CP Param Bir Singh

💰 BUSINESS

■ Business roundup: Sensex and Nifty add marginally amid positive cues from global equity markets; Rupee weakens 26 paise

■ IIFCL reports more than 3-fold jump in its net profit to Rs 325 crore for fiscal ended March 2021

■ Rupee weakens 26 paise to close at Rs 74.37 against US Dollar

◼For getting latest and Educational update join "Haryana Educational update" Facebook page

■ Except for Singapore and Hong Kong's key stocks, all other Asian share markets close with gains

■ Gold prices rise marginally by Rs 70 at Multi Commodity Exchange for August contracts

♨️  मुख्य समाचार

■ प्रधानमंत्री नरेन्द्र मोदी ने कहा- दृढ निश्‍चय और प्रोत्‍साहनों के साथ किए गए सुधारों से विशेषकर गरीबों तथा मध्‍यम वर्ग का जीवन और कारोबार सुगम हुआ

■ प्रधानमंत्री नरेन्‍द्र मोदी द्वारा 24 जून को नई दिल्‍ली में बुलायी गई सर्वदलीय बैठक में फारूख अब्‍दुल्‍ला और महबूबा मुफ्ती शामिल होंगे

■ कोविड टीकाकरण के लिए संशोधित दिशानिर्देश लागू किए जाने के दूसरे दिन 51 लाख से अधिक वैक्‍सीन डोज दी गई

■ कोविड से स्‍वस्‍थ होने की दर 96.5 प्रतिशत हुई। लगातार 40वें दिन स्‍वस्‍थ होने वालों की दैनिक संख्‍या संक्रमित होने वाले नए मरीजों से अधिक

■ राष्‍ट्रीय कंपनी कानून अधिकरण ने जेट एयरवेज की सुधार योजना को मंजूरी दी

🇮🇳 राष्ट्रीय

■ कोयला मंत्रालय ने कोयला खदानों की नीलामी की समय-सीमा में संशोधन के बारे में नोटिस जारी किया

■ केन्द्र सरकार ने यह सुनिश्चित किया था कि प्रत्यक्ष राज्य खरीद के तहत कोविड वैक्सीन की पूरी आपूर्ति 21 जून से पहले संबंधित राज्य को उपलब्ध करा दी जाए

■ महिला और बाल विकास मंत्री और शिक्षा राज्य मंत्री ने टॉयकेथॉन 2021 के ग्रैंड फिनाले का उद्घाटन किया

■ नितिन गडकरी ने 5 ग्रीनफील्ड एक्सप्रेस-वे और 17 एक्सेस नियंत्रित ग्रीनफील्ड राष्ट्रीय राजमार्गों से संबंधित ठेकों, बोली और निर्माण पूर्व गतिविधियों की स्थिति की समीक्षा की

■ रक्षा मंत्रालय ने भारतीय तटरक्षक बल के लिए दो प्रदूषण नियंत्रण जलपोतों के निर्माण के लिए गोवा शिपयार्ड लिमिटेड के साथ अनुबंध पर हस्ताक्षर किए

🌎 अंतरराष्ट्रीय

■ अमरीका ने कहा है कि तालिबान की पकड़ मजबूत होने के कारण अफगानिस्तान से अमरीकी सैनिकों की वापसी की प्रक्रिया धीमी हो जाएगी

🏀 खेल जगत

■ WTC के 5वें दिन का खेल  खत्म होने तक भारत का स्कोर 64/2

■ यूरो कप-2020 फुटबॉल चैम्पियनशिप में बेल्जियम, नीदरलैंड्स, ऑस्ट्रिया और डेनमार्क अंतिम 16 में पहुंच गये

■ भारत के तजिन्दर पाल सिंह तूर ने गोलाफेंक स्पर्धा में तोक्यो ओलिम्पिक के लिए क्वालीफाई कर लिया

■ सौजन्य: शिक्षा जगत न्यूज ग्रुप- रेवाड़ी

🇭🇰 राज्य समाचार

■ गुपकार की बैठक के बाद महबूबा मुफ्ती ने कहा कि केंद्र सरकार पाकिस्तान से बात करें

■ 3 सदस्य कांग्रेस कमेटी को अमरिंदर की दो टूक, कहा सिद्धू को नहीं बना सकते प्रदेशाध्यक्ष या डिप्टी सीएम, अनुशासनात्मक कार्रवाई की मांग की

■ यूपी धर्मांतरण मामले में आरोपी ने लिया एक सांसद का नाम

■ गुजरात के मुख्यमंत्री ने जनजातीय क्षेत्रों में वनबंधु-किसानों को लाभ पहुंचाने वाली कृषि विविधीकरण योजना-2021 की कल इलेक्‍ट्रॉनिक माध्‍यम से शुरूआत की

■ जम्मू कश्मीर श्रीनगर में आतंकी हमला एक CID इंस्पेक्टर परवेज अहमद की गोली मारकर हत्या

■ महाराष्ट्र के स्वास्थ्य मंत्री ने कहा है कि राज्य में डेल्टा प्लस वैरिएंट के 21 मामलों का पता चला है

■ केरल में कोविड संक्रमण के मामले लगातार घटने के साथ ही राज्‍य सरकार ने कहा है कि बृहस्‍पतिवार से प्रतिबंधों में कुछ और छूट दी जाएगी

■ ओडिसा में कोविड संक्रमण की दर लगातार दूसरे दिन पांच प्रतिशत से नीचे दर्ज की गई

■ मेघालय में पिछले 24 घंटों के दौरान कोविड-19 के 421 नए मामले

💰व्यापार जगत

■ मकानों की कीमतों में पिछले साल दो दशमलव सात प्रतिशत की वृद्धि

🚫चेतावनी: इस न्यूज़ बुलेटिन में दिए गए आंकड़े व समाचार भारत सरकार की न्यूज एजेंसी से लिए गए हैं अपने स्तर पर उनमें किसी तरह का बदलाव ना करें इसके लिए आप स्वयं जिम्मेवार होंगे
[5:20 am, 23/06/2021]

 ╭───────────────────╮
🌄  S̴h̴u̴b̴o̴u̴d̴h̴a̴y̴  : 23 Jun/जेस्ट मासा (Wednesday)  ग्रीष्म ऋतू🙏🏻
╰───────────────────╯

 Today's top News ➣➣➣➣➣➣➣➣➣➣➣➣➣➣ 

1. A two-day monsoon session of the Maharashtra legislature will begin from July 5 to 6th July.

2. The all-party meeting convened by PM Modi in New Delhi on Thursday (24 June).

3. J &K former CM Farookh Abdullah and Mahbooba Mufti to attend all party meeting called by PM Modi on June 24.

4. Leaders of several opposition parties including the Trinamool Congress, the Samajwadi Party, the Aam Aadmi Party, the Rashtriya Lok Dal and the Left assembled at Natinoalist Congress Party chief Sharad Pawar's residence in New Delhi on 22 Jun (Tuesday) & discussed various issues facing the country, amid heightened speculation about the possibility of a third front against the ruling BJP.

5. Gujarat CM Vijay Rupani e-launches Agricultural Diversification Scheme-2021, benefiting vanbandhu- farmers in tribal areas. will get fertilizer-seed assistance of Rs. 31 crores in which 45 kg of urea, 50 kg of NPK and 50 kg of ammonium sulphate will be provided. Seeds of crops like maize, Bitter Melon (karela), Calabash (dudhi), tomato, millet, etc. are provided under this scheme.

6. Lok Sabha Speaker Shri Om Birla virtually inaugurated an online Indian and foreign language learning course for Members of Parliament, State / UT Legislatures, Officials and their families.

7. 22 cases of the Delta Plus variant of the coronavirus have been detected in India, with 16  from Maharashtra & the remaining from Madhya Pradesh and Kerala.

8. To check whether a taxpayer will be eligible to pay Tax Deducted at Source (TDS) at higher rates from next month, the Income Tax department has introduced a new functionality on the tax portal. The  new section 206AB. If a taxpayer has not filed TDS in the last 2 years & aggregate of TDS exceeds Rs 50,000 in each year, the Income Tax department will charge more while filing the income tax returns (ITR) from July 1. The rate of TDS will be either twice the rate specified under the relevant section or provision or 5%, whichever is higher.

9.  The last date of filing Tax Deducted at Source (TDS) for the fourth quarter of financial year 2020-21 has been extended to June 30 

10. Tamil Nadu Chief Minister MK Stalin assures resolutions in Assembly against Farmer laws, the Citizenship Amendment Act.  He said it would not be appropriate to adopt such resolutions.

11. The Andhra Pradesh High Court on Tuesday sentenced two IAS officials to one month’s imprisonment and a fine of Rs 1,000 each for not implementing court orders on the filling of certain vacancies in the horticulture department. panchayat raj commissioner Girija Shankar and horticulture commissioner Chiranjeevi Chowdary .

12. Supreme Court to hear plea of convict in Rajiv Gandhi assassination case after 3 weeks. A G Perarivalan, serving life sentence in the Rajiv Gandhi assassination case, seeking grant of parole. Rajiv Gandhi was assassinated on the night of May 21, 1991 at Sriperumbudur in Tamil Nadu by a woman suicide bomber.

13. Bengaluru court in Karnataka has directed former PM HD Deve Gowda to pay Rs 2 crore to Nandi Infrastructure Corridor Enterprise Ltd for allegedly defaming the company in 2011.
 
 14. CBSE to conduct optional exam between 15 August to 15 Sept : The CBSE said if the candidates are not satisfied with their result, CBSE will provide online facility for registration for the examination. The facility to register for written exam will be offered online at CBSE’s official website - cbse.nic.in.

15. Raksha Mantri Rajnath Singh will visit the Cochin Shipyard Limited on June 25 (Friday) to review the progress of the Indigenous Aircraft Carrier (IAC). He is on two-day Kochi visit.

16. Lt. Gen. Ajay Kumar Suri took over as the Director General (DG) and Colonel Commandant of the Army Aviation on 21 June.

17. The Defence Ministry has signed a contract with Goa Shipyard Ltd for construction of two Pollution Control Vessels  for Indian Coast Guard today. The Defence Ministry has said that it has been done at a cost of about Rs 583 crore.

18. Born Today🐣 
Actor Raj Babbar (born 23 June 1952) is a Hindi and Punjabi film actor and politician belonging to Indian National Congress. 3 times member of the Lok Sabha and a 2 times member of the Upper House of the Indian Parliament. He was the President of Uttar Pradesh Congress Committee.

✈INTERNATIONAL NEWS
  
1. External Affairs Minister S Jaishankar is scheduled to address the United Nations Security Council (UNSC) debate on Afghanistan on 23 June (Wednesday). 

2. UN Secretary-General on Myanmar has claimed that about 10,000 refugees have fled from Myanmar to India & Thailand as clashes in that country led to “acute” new displacements and alleged that the regional threat of the crisis is real.

3. India & China are likely to hold another round of diplomatic talks this week on eastern Ladakh with a focus on moving forward in disengagement of troops in the remaining friction points.

4. The United Kingdom  posted a liaison officer at the Indian Navy's Information Fusion Centre (IFC) that has emerged as a key hub in tracking movements of ships and other developments in the Indian Ocean. Lt Commander Stephen Smith will be based full-time at the Centre.

5. US Pharma giant Pfizer is in the final stages of an agreement with India to supply anti-COVID-19 vaccines, Chief Executive Officer Dr Albert Bourla said.

🌎WORLD NEWS🌍
 
 1.  Pak PM Imran Khan has ruled out hosting American bases in Pakistan for military action inside war-torn Afghanistan, fearing it might lead to his country being "targeted in revenge attacks" by terrorists.

2. US President Joe Biden is looking forward to  meet with his Afghan counterpart Ashraf Ghani  on 25 June (Friday).

3. American Airlines will cut hundreds of flights over the next 3 weeks to avoid overloading its operation as demand for summer air travel rises faster than once expected.

4. Today 23 June - International Widow's Day is observed. To raise awareness globally about the violation of human rights that widows suffer & faces in several countries following the death of their spouses.

🚣🚴🏇🏁🏊Sports:

1. The ICC has announced prize money for the winner and runner-up of the World Test Championship Final. The winning team of the final between India and New Zealand will receive about 12 crore rupees along with an ICC Test Championship Mace. The losing team will receive 6 crore rupees approximately. The final match will start on June 18 at Ageas Bowl, Southampton.

2. Chinese swimmer star Sun Yang was banned for more than four years on Tuesday for breaking anti-doping rules, after a retrial at the Court of Arbitration for Sport.
 
 3. Former captain Younis Khan on Tuesday (June 22) stepped down as Pakistan's batting coach. He was appointed last year in November on a two-year contract until the 2022 ICC T20 World Cup.   The Pakistan team is due to start a tour of England from June 25 to July 20 for three ODIs and three T20Is. The team will next go to the West Indies from July 21 to August 24 to feature in five T20Is and two Tests.

4. Norman Pritchard 
An Indian athlete & the first Olympic medal winner from India : Norman Gilbert Pritchard (23 June 1877 – 31 October 1929), also he was a British-Indian sportsperson and actor who became the first Asian-born athlete to win an Olympic medal when he won two silver medals in athletics at the 1900 Paris Olympics representing India.

5. International Olympics Day is observed on June 23 every year to celebrate sports and health. The occasion marks the day when International Olympic Committee was founded in 1894. ... Baron Pierre de Coubertin founded the International Olympic Committee (IOC) in 1894 and laid foundation of the Olympic Games.

USD 74.31 💷GBP 103.24
         In Bhubaneswar(Odhs)
🥇Gold ₹48,110©10 gm 24 (Krt)
🥈 Silver ₹73,100©Kg
⛽ Petrol ₹ 98.27 
⛽ Diesel ₹ 96.15 

 LPG : ₹ 836/14.2 Kg 

 BSE Sensex  52,588.71 
 NIFTY : 15772.75 

Ⓝⓐⓥⓔⓔⓝ Ⓚⓤⓜⓐⓡ
🇮🇳Facts about India🇮🇳

Ancient Nalanda University 
was an ancient center of higher learning in Bihar, India from 427 to 1197. Nalanda was 
established in the 5th century AD in Bihar, India. Founded in 427 in northeastern India, not 
far from what is today the southern border of Nepal, it survived until 1197. It was devoted to 
Buddhist studies, but it also trained students in fine arts, medicine, mathematics, astronomy, 
politics and the art of war.

😀Thought of the day

 Time is like a river.  You can't touch the same water twice.  Because the flow that has passed will never pass again.  Enjoy every moment of your life.  

Joke of the day
  
 पत्नी - कहां जा रहे हो? 
.
 पति (गुस्से में) 😡- मरने..! 
.
 पत्नी - थैली लेकर जाना..! 

 पति (हैरानी से) - वो किसलिए? 

 पत्नी - इरादा बदल जाए तो आते समय  दो किलो आलू🥔🥔 लेते आना...!!! 

😳Why❓❓❓

   What causes snoring? 😤

Snoring can be caused by enlarged tonsils, the nose structure or excess weight around the neck. During sleep, our neck muscles can relax so much that in some cases the throat partly closes and becomes narrow, causing the vibration sound known as snoring.
Snoring is noisy breathing during sleep due to vibrating airway tissue.

LEARN Sanskrit🙏🏻

 विकल्प :  पसंद, चुनाव

 🤔 How it works ⁉

 How is a touchscreen works ? 

When an object, such as a fingertip or stylus tip, presses down onto the outer surface, the two layers touch to become connected at that point. The panel then behaves as a pair of voltage dividers, one axis at a time. By rapidly switching between each layer, the position of pressure on the screen can be detected.

A touchscreen is a bit like an invisible keyboard glued to screen.  Essentially, every key on a keyboard is an electrical switch. When you push a key down, you complete an electric circuit and a current flows. The current varies according to the key you press and that's how your computer figures out what you're touching.

💁🏻‍♂️ GK TODAY 
  
 NABARD : National Bank for Agriculture and Rural Development is an Apex Development Financial Institution in India. 

Founded: 12 July 1982
Headquarters: Mumbai

🛕 VEDIK GNAN 
 
Vamana avatar: 5th incarnation of Shri Vishnu

To save the three loka's ie Prithvi , Patala, Devloka from asura's …Bali the grandson of Prahlad who is the great deity of Bhagwan Vishu.  He is willing to do a Rajsui yagya for his community by which all three 3 loka's will come under his kingdom and Dev cannot fight to asura's because Bhagwan Vishnu has given a boon to prahlad that he will not fight   …that's why Shri Vishnu incarnate in Vaman avtar and get dan from King bali in form of 3 steps.  The young boy Vamana  requested for that much space, as could be measured by three footsteps of his.…

Maha Bali agreed at once to the chagrin of his Guru Shukracharya who cautioned him that the guest was none other than Lord Vishnu Himself.

Vaman occur 1& 2step to Akash & Prithvi and for 3rd option, Bali asks Shri Vishnu to keep on his head…Shri Vishnu does it and Bali got mukti. That's why we celebrated that day also as Bali pratipada. The Lord recognizing his attitude of surrender blessed him and sent him to Pathala with a promise of making him Indra in the next Manvanthara and that He Himself would guard the gates of Pathala.

Acceding to the request of Maha Bali’s people, Vishnu granted Maha Bali permission to return to his kingdom from Pathala, once every year, to be in the midst of his people. This day is celebrated as the Onam festival.

Onam or Thiruonam, usually held in August and September for 10 days, originated in Kerala as a celebration to remember the golden rule of King Mahabali, a mythical king who ruled over Kerala.

🧬 HEALTH CARE:© HOME REMEDIES🩺
( Note : These home tips followed in villages/ancient traditions, it is up to you to use it or not🙏🏻)

 Turmeric Benefits: You can use turmeric powder in combination with many skin-healthy DIY face mask ingredients, such as honey, apple cider vinegar, yogurt, or aloe.

Turmeric contains antioxidants and anti-inflammatory components. These characteristics may provide glow and luster to the skin. Turmeric may also revive your skin by bringing out its natural glow.


Regards
CH Nαʋҽҽɳ Kυɱαɾ....✒️
───────────────────╮
🙏PLZ FOLLOW GOVT. NORMS, MAINT SOCIAL DISTANCE, KEEP  YOURSELF ©YOUR FAMILY SAFE🌼
╰───────────────────╯
[5:20 am, 23/06/2021] 
┎────────────────┒
  ☞ ଆଜିର ଖବର ☜
  ☞ ତାରିଖ–୨୩-୦୬-୨୦୨୧(ବୁଧବାର) ☜
 ┖────────────────┚

୧. ପୂର୍ବତଟ ରେଳପଥ ମଧ୍ୟରୁ ଏହାର ପରିସୀମା ମଧ୍ୟଦେଇ ୯ଯୋଡ଼ା ବିଶେଷ ରେଳ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

୨. କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୧୫ଥର ଚମ୍ପିଆନ ଉରୁଗୁଏର ଚଳିତ ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ ଜାରିରହିଛି । ମଙ୍ଗଳବାର ଗ୍ରୁପ୍‌ ‘ଏ’ରେ ଚିଲି ଓ ଉରୁଗୁଏ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ୧-୧ ଗୋଲ୍‌ରେ ଅମୀମାଂସିତ ରହିଛି ।

୩. ଟୋକିଓ ଅଲିମ୍ପିକ୍‌ସ : ମନ୍‌ପ୍ରୀତ ଅଧିନାୟକ, ବୀରେନ୍ଦ୍ର ଉପଅଧିନାୟକ ।

୪. ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ : ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଆଗୁଆ ।

୫. ଟିକାକରଣ ପାଇଁ ଏବେ ରାଜ୍ୟଗୁଡିକ ପାଖରେ ଅଛି ୨.୧୪ କୋଟିରୁ ଅଧିକ ଡୋଜ, କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ।

୬. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୪ ସକାଳ ୧୧ ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟୟକାଥନ-୨୦୨୧ ପ୍ରତିଯୋଗୀମାନଙ୍କ ସହ ଆଲୋଚନା କରିବେ ।

୭. କୋପା ଆମେରିକା ଫୁଟବଲର କ୍ବାର୍ଟରଫାଇନାଲରେ ଆର୍ଜେଣ୍ଟିନା ପ୍ରବେଶ କରିଛି । ମଙ୍ଗଳବାର ଗ୍ରୁପ୍‌‘ ଏ’ର ମ୍ୟାଚରେ ଆର୍ଜେଣ୍ଟିନା ୧-୦ ଗୋଲରେ ପାରାଗୁଏକୁ ପରାସ୍ତକରି ନକ୍‌ଆଉଟ୍‌କୁ ଉନ୍ନୀତ ହୋଇଛି ।

୮. ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ପ୍ରଦାନ କଲା ଆଇସିଆଇସିଆଇ ବ୍ୟାଙ୍କ ।

୯. WTC Final: ନ୍ୟୁଜିଲାଣ୍ଡର ୨୪୯ ରନ ପରେ ପଞ୍ଚମ ଦିନରେ ଭାରତ ୬୪/୨, ରିଜର୍ଭ ଡେ ଉପରେ ସଭିଙ୍କ ନଜର ।

୧୦. ଡଙ୍ଗରିଆ କନ୍ଧ ଯୁବକଯୁବତୀଙ୍କୁ କୋଭିଡ ଟିକା ନେବା ପାଇଁ ମନାଇଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ ।

୧୧. ସାମ୍ଭବ୍ୟ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ନୂଆ ଜ୍ଞାନକୌଶଳ ବିନିଯୋଗ ପାଇଁ ନିଷ୍ପତି ।

୧୨. ଚନ୍ଦକା ଅଭୟାରଣ୍ୟ : ହାତୀଙ୍କଠାରେ ଲାଗିବ ରେଡିଓ କୋଲାରିଙ୍ଗ ।

୧୩. ଭାରତକୁ ଟିକା ଯୋଗାଇବ ଫାଇଜର, ଶେଷ ପର୍ଯ୍ୟାୟରେ ଚୁକ୍ତି : ଫାଇଜର ସିଇଓ ଆଲବର୍ଟ ବୋର୍ଲା ।

୧୪. ଭାରତ ଓ ଆମେରିକା ମଧ୍ୟରେ ଭାରତ ମହାସାଗରରେ କାଲିଠୁ ଦୁଇ ଦିନିଆ ଯୁଦ୍ଧାଭାସ୍, ଚୀନର ବିସ୍ତାରବାଦୀ ନୀତିକୁ ମିଳିବ ଦୃଢ ଜବାବ ।

୧୫. ଆସନ୍ତା ମାସରେ ସଂସଦର ଅଧିବେଶନ ବସୁଥିବା ଦୃଷ୍ଟିରୁ ପରିସ୍ଥିତି ଉପରେ ନଜର ରଖି ଓ କୋଭିଡ୍ ଗାଇଡଲାଇନକୁ ପାଳନ କରି ଓଡ଼ିଶା ବିଧାନସଭାର ଅଧିବେଶନ ବସିବା ନିଷ୍ପତ୍ତି ନିଆଯିବ ବୋଲି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ତେବେ କୋଭିଡ୍ ଗାଇଡଲାଇନକୁ ପାଳନ କରି ବିଧାନସଭାର ମୌସୁମୀ ଅଧିବେଶନ ଅଗଷ୍ଟ ମାସରେ ବସିବ । 

୧୬. ରାଜ୍ୟରେ ୩ ହଜାର ତଳକୁ ଖସିଲା ସଂକ୍ରମଣ, ଏପ୍ରିଲ ୧୪ରେ ଶେଷଥର ପାଇଁ ୩ ହଜାର ତଳେ ଥିଲା ସଂକ୍ରମଣ ।

୧୭. ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୪ ଦିନ ଅର୍ଥାତ୍‌ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 

୧୮. କୋଷ୍ଟାଲ ହାଇୱେ ନୂଆ ନକ୍ସାକୁ ମୋହର, ମୁଖ୍ୟମନ୍ତ୍ରୀ ଦେବେ ଚୂଡ଼ାନ୍ତ ଅନୁମୋଦନ ।

୧୯. ମହାମାରୀ କରୋନାରେ ୪୧୫୯ ଜଣ ଆରୋଗ୍ୟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୮୪୮୯୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି ।

୨୦. ପୁଣି ଚାଲିଲା ପୋଷ୍ଟର-ଚିରା ରାଜନୀତି । ଆଜି ବ୍ରହ୍ମପୁର, ବାରିପଦା, ଢେଙ୍କାନାଳ ଓ ରାୟଗଡାରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ । ପ୍ରଶ୍ନ କଲେ, କାହିଁକି ଟିକା କେନ୍ଦ୍ରରେ ରହିବ ନାହିଁ ମୋଦିଙ୍କ ପୋଷ୍ଟର ।

➡️କରୋନା ଟିପ୍ସ୍ : ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ଘରକୁ ଫେରିଲେ ହାତ ଧୁଅନ୍ତୁ ଓ ଯେକୌଣସି ପରିସ୍ଥିତିରେ ଦୂରତା ବଜାୟ ରଖନ୍ତୁ – ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର ।

ଶୁଭସକାଳ , GOOD MORNING 🙏
[5:20 am, 23/06/2021] 

 ╭─────────────────────╮
🌄ସକାଳର ଖବର,୨୩-ଜୁନ-୨୦୨୧,ବୁଧବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆସନ୍ତାକାଲି ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ମନ୍ଦିରରେ ପ୍ରବେଶ କଲେ ଶ୍ରୀଅଙ୍ଗ ରକ୍ଷକ ଦଇତାପତି । 

➡️୨-ଟିକାକରଣ ଓ ମାସ୍କ ପରିଧାନ ନେଇ ସଚେତନତାକୁ ଆହୁରି ବ୍ୟାପକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ।

➡️୩-CBSE, ICSE ଦ୍ୱାଦଶ ଶ୍ରେଣୀ ମୂଲ୍ୟାଙ୍କନ ନୀତିକୁ ସୁପ୍ରିମ କୋର୍ଟଙ୍କ ମଞ୍ଜୁରୀ, ପରୀକ୍ଷା ବାତିଲ୍ ବିରୁଦ୍ଧରେ ହେଲା ଆବେଦନ ଖାରଜ ।

➡️୪-ଦେଶରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ସ୍କୁଲ ଖୋଲିବା ସହଜ ନୁହେଁ ବୋଲି କହିଛନ୍ତି ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ୍‌ ।

➡️୫-ଜୁନ୍‌ରେ ଦେଶକୁ ୩୭ ପ୍ରତିଶତରୁ ବି ଅଧିକ ବର୍ଷା ଦେଲାଣି ମୌସୁମୀ । ଏ ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା ।

➡️୬-ଭୁବନେଶ୍ୱର ରେଲୱେ ଷ୍ଟେସନରେ ଲାଗିଲା ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ବ୍ୟବସ୍ଥା ମେସିନ ‘ଆତ୍ମା ।

➡️୭-ପୁଣି ଚାଲିଲା ପୋଷ୍ଟର-ଚିରା ରାଜନୀତି । ବ୍ରହ୍ମପୁର, ବାରିପଦା, ଢେଙ୍କାନାଳ ଓ ରାୟଗଡାରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ । ପ୍ରଶ୍ନ କଲେ, କାହିଁକି ଟିକା କେନ୍ଦ୍ରରେ ରହିବ ନାହିଁ ମୋଦିଙ୍କ ପୋଷ୍ଟର ।

➡️୮-ଅଗଷ୍ଟରେ ବିଧାନସଭା ମୌସୁମୀ ଅଧିବେଶନ,ଏଥିପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବିଧାନସଭା ସଚିବାଳୟ ସୂତ୍ରରୁ ଜଣାପଡ଼ିଛି । 

➡️୯-ଭାରତ ଓ ଆମେରିକା ମଧ୍ୟରେ ଆଜିଠାରୁ ଭାରତ ମହାସାଗରରେ ଆରମ୍ଭ ହେବ ଯୁଦ୍ଧାଭ୍ୟାସ୍‌, ଡ୍ରାଗନକୁ ମିଳିବ ଦୃଢ଼ ସନ୍ଦେଶ ।

➡️୧୦-ରାଜସ୍ଥାନ ପରେ ଓଡ଼ିଶାରେ ୧୦୦ ଛୁଇଁଲା ଡିଜେଲ୍ ଦାମ । ରାଜ୍ୟର ମାଲକାନଗିରି ଜିଲ୍ଲାରେ ଡିଜେଲ୍ ଲିଟର ପିଛା ୧୦୧.୧୨ ଟଙ୍କା ରହିଛି।

➡️୧୧-୪୭୭ ପୁଲିସ୍‍ ସବ୍‍ଇନ୍ସପେକ୍ଟର ନିଯୁକ୍ତି ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ । ଅନ୍‍ଲାଇନ ଆପ୍‍ଲିକେସନ୍‍ ପୋର୍ଟାଲ https://odipolsi21.onlineapplicationform.org/ODIPOL/ ମାଧ୍ୟମରେ ପ୍ରାର୍ଥୀମାନେ ଆବେଦନ କରିପାରିବେ।

➡️୧୨-ଆସନ୍ତାମାସରେ ଭାରତକୁ ମିଳିବ ୩ଟି ଏମଏଚ-୬୦ ରୋମିଓ ହେଲିକପ୍ଟର । ଏହି ପ୍ରଭାବଶାଳୀ ହେଲିକପ୍ଟର ମାଧ୍ୟମରେ ବାୟୁରୁ-ଭୂପୃଷ୍ଠକୁ ହେଲଫାୟାର କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇପାରିବ | 

➡️୧୩-ତୃତୀୟ ଲହରର ମୁଖ୍ୟ କାରଣ ହୋଇପାରେ ଡେଲଟା ପ୍ଲସ ଭାରିଆଂଟ । ସ୍ୱାସ୍ଥ୍ୟ ସଚିବ କହିଲେ, ଦେଶରେ ୨୨ ଜଣଙ୍କ ଠାରେ ମିଳିଛି ନୂଆ ଭୂତାଣୁ । ୯ଟି ଦେଶରେ ଚିହ୍ନଟ ହୋଇଛି ଡେଲଟା ପ୍ଲସ ।

➡️୧୪-କର୍ଣ୍ଣାଟକରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଟିକା ଦ୍ୱନ୍ଦକୁ ଦୂର କରିବା ପାଇଁ ସମସ୍ତ ଷ୍ଟେକ୍ ହୋଲଡ୍‌ରଙ୍କୁ କଲେ ଆହ୍ୱାନ ।

➡️୧୫-୭୭% ପ୍ରଭାବଶାଳୀ କୋଭାକ୍ସିନ୍: ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ଦେଲା ଭାରତ ବାୟୋଟେକ, ସମୀକ୍ଷା କରିବ ଡିସିଜିଆଇ ।

➡️୧୬-ଥାଇଲ୍ୟାଣ୍ଡରେ ପୁରା ବ୍ୟାଙ୍କକ କୁ ଦୃଶ୍ୟମାନ ହେଉଥିବା ବୁଦ୍ଧ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ, ଖର୍ଚ୍ଚ ହୋଇଛି ୧୬ ମିଲିୟନ ଡଲାର ।

➡️୧୭-ଟୋକିଓ ଅଲମ୍ପିକ୍ସ: ଭାରତୀୟ ମହିଳା ଓ ପୁରୁଷ ଦଳର ଉପ-ଅଧିନାୟକ ହେଲେ ଦୀପଗ୍ରେସ ଏକ୍କା ଓ ବୀରେନ୍ଦ୍ର ଲାକ୍ରା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

➡️୧୮-WTC Final: ନ୍ୟୁଜିଲାଣ୍ଡ ୨୪୯ରେ ଅଲଆଉଟ୍, ମହମ୍ମଦ ସାମିଙ୍କୁ ୪ ଓ୍ଵିକେଟ୍, ୩୨ ରନରେ ଭାରତଠୁ ଆଗୁଆ କିଓ୍ଵି ଟିମ୍ ।

➡️୧୯-ଇଂଲଣ୍ଡ ଗସ୍ତ ପୂର୍ବରୁ ପାକିସ୍ତାନକୁ ଝଟକା, ବ୍ୟାଟିଂ କୋଚ୍ ପଦରୁ ଇସ୍ତଫା ଦେଲେ ୟୁନିସ୍ ଖାନ ।

➡️୨୦-ଟୋକିଓ ଅଲିମ୍ପିକ୍‌ସରେ ୩ ଓଡ଼ିଆ ହକି ଖେଳାଳିଙ୍କ ସହ ଜଣେ ଓଡ଼ିଆ ଡାକ୍ତର ହେଲେ ସାମିଲ ।

ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସ :-
 ଜୁନ୍ ୨୩, ୧୯୪୮ ମସିହା ଆଜିର ଦିନ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଗଠନ କରାଯାଇଥିଲା ଏବଂ ଏହାକୁ ଆନ୍ତର୍ଜାତୀୟ ଅଲିମ୍ପିକ୍ ଦିବସରେ ସ୍ମରଣ କରାଯାଏ ।।

➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।

ଶୁଭ ସକାଳ,ସୁପ୍ରଭାତ
[5:41 am, 23/06/2021] 🌞 आज का हिन्दू पंचांग एबं राशिफल🌞

⛅ दिनांक 23 जून 2021
⛅ दिन - बुधवार
⛅ विक्रम संवत - 2078 (गुजरात - 2077)
⛅ शक संवत - 1943
⛅ अयन - दक्षिणायन
⛅ ऋतु - वर्षा 
⛅ मास - ज्येष्ठ
⛅ पक्ष - शुक्ल 
⛅ तिथि - त्रयोदशी सुबह 06:59 तक तत्पश्चात चतुर्दशी
⛅ नक्षत्र - अनुराधा सुबह 11:48 तक तत्पश्चात ज्येष्ठा
⛅ योग - साध्य सुबह 10:01 तक तत्पश्चात शुभ
⛅ राहुकाल - दोपहर 12:41 से दोपहर 02:22 तक
⛅ सूर्योदय - 05:59 
⛅ सूर्यास्त - 19:22 
⛅ दिशाशूल - उत्तर दिशा में
⛅ व्रत पर्व विवरण - चतुर्दशी क्षय तिथि
 💥 विशेष - त्रयोदशी को बैंगन खाने से पुत्र का नाश होता है। (ब्रह्मवैवर्त पुराण, ब्रह्म खंडः 27.29-34)
               🌞 ~ हिन्दू पंचांग ~ 🌞

🌷 व्रत विवेक(कौन से वार को व्रत करने से क्या लाभ) 🌷
➡ सोमवार का व्रत...उग्र है तो , क्रोध आदि दुर्गुण मिटाने के लिए
➡ मंगलवार का व्रत... शांति पाने, धन का अभाव मिटा ने 
➡ बुधवार का व्रत... ज्ञान विकसित करता है.. बुद्धि बढ़ाने के लिए
➡ गुरुवार का व्रत... बुद्धि का व्रत है..बुध्दि का छिछरापन दूर करेगा...मन की चंचलता दूर करने
➡ शुक्रवार का व्रत... ओज की रक्षा करेगा..वीर्यवान होने के लिए, स्वप्नदोष...प्रदर रोग की बीमारियाँ मिटाने के लिए
➡ शनिवार का व्रत... सांसारिक आपदाओं से रक्षा करता है.. हनुमानजी के लिए
➡ रविवार का व्रत... स्वास्थ्य के लिए करते...सूर्य का ध्यान करे.. आरोग्य प्रदायक मन जाता.... व्रत ना करे तो ध्यान से भी आरोग्य मिलाता...
🙏🏻 -श्री सुरेशानंदजी 19th May 08, Haridwar
           🌞 ~ हिन्दू पंचांग ~ 🌞

🌷 क्षयरोग (टी.बी.) में विशेष हितकारी आँवला 🌷
🍏 क्षयरोग की प्रारम्भिक अवस्था में आँवला बड़ा ही गुणकारी पाया गया है | इसमें क्षयरोग-प्रतिरोधक क्षमता है | आँवला व आँवले से बने पदार्थों, विशेषकर च्यवनप्राश का नियमित सेवन इसमें लाभदायी है |
🙏🏻 लोककल्याणसेतु – अप्रैल- मई २०२० से
           🌞 ~ हिन्दू पंचांग ~ 🌞

🌷 विद्याप्राप्ति और धंधे में सफलता पाने हेतु
📝 जिनको विद्याप्राप्ति में सफलता नहीं मिलती या तो व्यापार करते हैं पर कोई progress नहीं है ...वे बुधवार के दिन गुरु मंत्र का जप ज्यादा करें, रोज की अपेक्षा .... और उस दिन दोपहर को आप खाना खाने से पहले केवल ३ पत्ते तुलसी के गिनकर ..गंगा जल में डूबा कर यानि कटोरी में रखें थोड़ा गंगा जल उसमें धोकर ..वो तीन पत्ते खा जाएँ ..उसके बाद भोजन करें |इस से....
📝 विद्याप्राप्ति में लाभ होता है,
💰 धन प्राप्ति होती है,
😊  व्यापार में  वृद्धि होती है और शरीर स्वस्थ रखने में मदद मिलती है |
🙏🏻 और जप ज्यादा करें |
🙏🏻 -श्री सुरेशानंदजी Pune 17th March' 2012

📖 हिन्दू पंचांग संपादक ~ अंजनी निलेश ठक्कर
📒 हिन्दू पंचांग प्रकाशित स्थल ~ सुरत शहर (गुजरात)
              🌞 ~ हिन्दू पंचांग ~ 🌞
〰〰〰〰〰〰〰〰〰〰
💫 आज का राशिफल 💫
  दिनांक: 23 जून 2021

🐐🐂💏💮🐅👩
〰️〰️〰️〰️〰️〰️
मेष🐐 (चू, चे, चो, ला, ली, लू, ले, लो, अ)
आज के दिन विविध समस्याए खड़ी होंगी। जिस कार्य को सुधारने पर जोर देंगे उसे छोड़ अन्य बिगड़ेगा इसी आपाधापी में मानसिक संतुलन खराब रहेगा। कार्य क्षेत्र पर व्यवसाय मंदा रहेगा मध्यान एवं संध्या का समय ही थोड़ा बहुत लाभ दिलायेगा इसके अतिरिक्त समय मे खाली दिमाग रहने के कारण उलजुलूल विचार आएंगे। पैतृक करणो से कोई न कोई समस्या लगी रहेगी अथवा पैतृक संसाधनों की कमी के कारण भाग्य को कोसेंगे। धर्म कर्म में निष्ठा कल की तुलना में कम रहेगी। परिजनों से भी बात बात पर टोका टाकी के कारण नाराजगी होगी। संध्या बाद राहत भरे समाचार मिलेंगे।

वृष🐂 (ई, ऊ, ए, ओ, वा, वी, वू, वे, वो)
आज का दिन बीते कल की तुलना में थोड़ा अस्त व्यस्त फिर भी लाभदायक ही रहेगा। दिन के आरंभ में जिस काम मे जुट जाएंगे उसे मध्यान तक पूर्ण करके ही दम लेंगे। भाग्य का साथ भी अन्य दिनों की तुलना में अधिक रहने से ज्यादा मशक्कत नही करनी पड़ेगी। लेकिन सभी सोचे कार्य भी पूर्ण करना सम्भव नही होगा एक आध में ही पूर्ण सफलता मिल सकेगी। धर्म कार्य परोपकार की भावना रहेगी लेकिन इसके लिये समय मुश्किल से ही निकलेगा। परिवार में आकस्मिक खर्च बढ़ने से असुविधा होगी फिर भी तालमेल बना लेंगे।

मिथुन👫 (का, की, कू, घ, ङ, छ, के, को, हा)
आज का दिन दामपत्य जीवन एवं व्यावसायिक उलझनों की कठिनायों को लेकर परेशान रहेंगे। दिन का आरंभ किसी अशुभ समाचार अथवा कहासुनी से होगा इसका असर मध्यान तक बेचैन रखेगा। कार्य व्यवसाय में भी आज नियमितता नही रहेगी धन लाभ के लिये बाजार का मुह ताकना पड़ेगा लेदेकर जो होगा वही भी ना काफी।
पिता के सहयोग से बिगड़े काम बन सकते है लेकिन किसी ना किसी कारण से पैतृक सुख की कमी रहेगी। परिवार में बीमारी के कारण उदासीनता आएगी। संध्या तक धैर्य से काम लें इसके बाद स्थिति में सुधार आने लगेगा।

कर्क🦀 (ही, हू, हे, हो, डा, डी, डू, डे, डो)
आज आपका मन व्यर्थ के कार्यो में रहने के कारण अपने उद्देश्य से भटक सकते है। बुद्धि विवेक रहने के बाद भी स्वार्थ सिद्धि के लिये निषेधात्मक कार्य करने से भी परहेज नही करेगे। व्यावसायिक क्षेत्र पर अधूरे कार्यो को पूर्ण करने में मध्यान निकल जायेगा धन लाभ के लिये जल्दबाजी करेंगे लेकिन होगा संध्या के आस-पास ही संध्या बाद अनुकूलता आने लगेगी अकस्मात धन लाभ होगा अथवा होनी की संभावना पक्की होगी। महिलाए पैतृक बातो को बढ़ा चढ़ाकर पेश करेंगी। सर्दी जुखाम से सेहत नरम बनेगी।

सिंह🦁 (मा, मी, मू, मे, मो, टा, टी, टू, टे)
आज का दिन भी प्रतिकूल फलदायी रहेगा। महिलाओं को आज बर्ताव में विशेष सावधान रहने की आवश्यकता है ईर्ष्यालु स्वभाव के कारण अन्य लोगो से दूरी बढ़ेगी। आज आपको राहदिखाने वाले भी नाराज होंगे। कार्य क्षेत्र पर धन संबंधित लेन देन के कारण कहासुनी होने की सम्भावना है। विरोधी प्रबल रहेंगे किसी परिजन से भी व्यवसाय संबंधित बात ना बताये अन्यथा नई मुसीबत खड़ी होगी। मध्यान बाद तक का समय व्यर्थ भागदौड़ में बीतेगा संध्या बाद विवेक जाग्रत होने पर थोड़ी राहत मिलेगी। धन लाभ की संभावना बहुत कम है।

कन्या👩 (टो, पा, पी, पू, ष, ण, ठ, पे, पो)
आज का दिन धन लाभ वाला है दिन के आरंभ से ही इसके प्राप्ती के लिये योजनाए बनाएंगे होगा अवश्य लेकिन थोड़े विलम्ब से एवं रोकना भी असंभव ही रहेगा आते ही जाने के रास्ते बना लेगा। कार्य व्यवसाय से कुछ समय के लिये ही लाभ मिल सकेगा अधिकांश समय खाली जाएगा। नौकरी वालो को भागदौड़ का आशाजनक परिणाम मिल सकेगा। विरोधी वर्ग शांत रहेंगे लेकिन सांध्य के आसपास किसी ना किसी से व्यर्थ की बातों पर तकरार होने की संभावना है। घर के बुजुर्ग एवं बच्चे एक मत रहेंगे। कामना पूर्ति ना होने पर क्रोध में अनाप शनाप बोलेंगे।

तुला⚖️ (रा, री, रू, रे, रो, ता, ती, तू, ते)
आज का दिन मानसिक बेचैनी में बीतेगा। दिन के आरंभ से मध्यान तक मजबूरी में कहा सुनी के बाद ही काम के लिये तैयार होंगे बाद में जिस कार्य को करने लगेंगे उसी में तल्लीन हो जाएंगे। आज आप अन्य लोगो के सामने संतोषी होंने का दिखावा करेंगे लेकिन मन मे कुछ और ही लगा रहेगा। आर्थिक कारणों से मनकी इच्छा अधूरी रहेंगी। कार्य व्यवसाय में भी विचारे कार्य धनाभाव के चलते अधूरे रहेंगे। परिश्रम मध्यान तक व्यर्थ होता दिखेगा लेकिन संध्या बाद अकस्मात धन लाभ होने से राहत मिलेगी। आरोग्य मानसिक चिन्ता को छोड़ ठीक ही रहेगा।

वृश्चिक🦂 (तो, ना, नी, नू, ने, नो, या, यी, यू)
आज आपके ऊपर चंचलता हावी रहेगी। बोलने से पहले विचार करें अन्यथा अवश्य ही किसी न किसी से बिना बात का झगड़ा मोल लेंगे। कार्य क्षेत्र पर आज लाभ हानि की परवाह किये बिना जल्दबाजी एवं मनमर्जी से निर्णय लेंगे फिर भी आज धन लाभ अवश्य ही होगा लेकिन सहकर्मियों को परेशान करने के बाद ही। नौकरी वाले लोग भाग दौड़ के पक्ष में नही रहेंगे इस कारण अधिकारियो से कहा सुनी हो सकती है। परिजन आपके बिगड़े कार्यो को सुधारने में सहयोग करेंगे। ठंडी वस्तुओ से परहेज करें।

धनु🏹 (ये, यो, भा, भी, भू, ध, फा, ढा, भे)
आज का दिन भी कुछ ना कुछ हानि कराएगा अथवा पूर्व में हुई हानि की भरपाई में ही बीतेगा। दिन के आरंभ से मध्यान तक परिश्रम में कमी नही रखेंगे फिर भी कुछ लाभ ना मिलने पर क्रोध आएगा। जिससे सहयोग की उम्मीद रखेंगे वही अंत समय मे टालमटोल करेगा। किसी अन्य के ऊपर निर्भर ना रहे अन्यथा निराश ही होना पड़ेगा। कार्य व्यवसाय की स्थिति डांवाडोल रहेगी। लाभ के सौदे हाथ लगेंगे लेकिन किसी ना किसी कमी के कारण आज इनका फायदा नही उठा सकेंगे। पारिवारिक वातावरण भी अस्त व्यस्त रहेगा। महिलाए सारा बोझ अपने ऊपर आने से चिड़चिड़ी रहेंगी 

मकर🐊 (भो, जा, जी, खी, खू, खा, खो, गा, गी)
आज का दिन मध्यम फलदायी रहेगा दिन के आरंभिक भाग में घरेलू व्यस्तता के चलते अन्य कामो में फेर बदल करना पड़ेगा। आज मध्यान तक का समय लगभग व्यर्थ में ही खराब होगा इसके बाद से संध्या तक कार्य व्यवसाय में अकस्मात तेजी आएगी। जोखिम वाले कार्यो अथवा जिन कमो को करने से डरेंगे उन्ही से लाभ की संभावना अधिक रहेगी। धन लाभ असमय होने पर अधिक महत्त्व नही रखेगा। विद्यार्थियो को अध्ययन
अथवा प्रतियोगी परीक्षा में परेशानी आएगी। सेहत छोटी मोटी बातो को छोड़ सामान्य रहेगी।

कुंभ🍯 (गू, गे, गो, सा, सी, सू, से, सो, दा)
आज का दिन भी आशानुकूल रहेगा आज आपको पुराने कार्यो अथवा पुराने परिचितों के मार्गदर्शन से लाभ होगा। कार्य क्षेत्र अथवा प्रतियोगिता में उतारचढ़ाव के बाद भी अन्य प्रतिस्पर्धी की तुलना में आपको अधिक सफलता मिलेगी। धन लाभ के लिये अनैतिक मार्ग भी अपना सकते है। सरकार संबंधित कार्य खर्च करने के बाद ही पूर्ण होंगे। परिजन एवं बाहरी लोग आपकी व्यवहारिकता से प्रसन्न रहेंगे लेकिन अकस्मात क्रोध आने पर आस पास का वातावरण कुछ समय के लिये खराब भी होगा। संध्या बाद आत्म संतोष रहेगा।

मीन🐳 (दी, दू, थ, झ, ञ, दे, दो, चा, ची)
आज के दिन से आपको मिला जुला फल मिलेगा। दिन के आरंभ में चुस्ती रहेगी लेकिन कार्य केवल अपने स्वार्थ वाले ही करेंगे या अपनी पसंद के ही। कार्य व्यवसाय में आज अन्य दिनों की तुलना में अधिक परिश्रम करना पड़ेगा परन्तु लाभ आशा से कम मिलने की संभावना है धन लाभ व्यवहारिकता के बल पर ही काम चलाऊ होगा इसलिए जिद्दी स्वभाव से बचे। घर के सदस्य आपके व्यवहार से परेशान होंगे। सरकारी अथवा कागजी कार्य अधूरे रहेंगे व्यर्थ में समय बर्बाद ना करें। सेहत कुछ समय के लिये खराब होगी।

🙏🏻🌷🌻🌹🍀🌺🌸🍁💐🙏🏻
[5:41 am, 23/06/2021]  23 जून की महत्त्वपूर्ण घटनाएँ👉

1713 - असाडीअ के फ्रांसीसी निवासियों को ब्रिटेन के लिए निष्ठा की घोषणा करने या नोवा स्कोटिया, कनाडा छोड़ने के लिए एक वर्ष दिया गया।
1724 - इस्तंबुल की संधि पर हस्ताक्षर किया गया, ओटोमन साम्राज्य, रूस, और पर्शिया का विभाजन किया गया।
1757 – प्लासी की लड़ाई में सिराजुदौला ने क्लाइव की नेतृत्व वाली ब्रिटिश सेना पर हमला किया जिसमें उसे हार का सामना करना पड़ा।
1810 – बाम्बे के डंकन डॉक का निर्माण कार्य पूरा हुआ।
1868 – क्रिस्‍टोफर एल शोल्‍स को टाइपराइटर के लिए पेटेंट मिला।
1888 – फेडरिक डगलस पहले अफ्रीकी अमेरिकी हुए जिन्हें अमेरिकी राष्ट्रपति पद के लिए नामित किया गया।
1894 – बैरन पियरे डी कुबर्टिन की पहल पर अंतरराष्ट्रीय ओलंपिक समिति की पेरिस के सोरबोन में स्थापना।
1956 – जमाल अब्दुल नासिर मिस्र के राष्ट्रपति चुने गए।
1960 – जापान और अमेरिका के बीच सुरक्षा समौझाता हुआ।
1985 –  एयर इंडिया का जम्बो यात्री विमान कनिष्का आयरलैंड तट के करीब हवा में दुर्घटनाग्रस्त हो गया था। इस हादसे में विमान में सवार सभी 329 यात्री मारे गए थे।
1991 – अफ्रीकी देश माल्दोवा ने आजादी की घोषणा की।
1992 – न्यूयॉर्क के सबसे बड़े माफिया परिवार के मुखिया जॉन गोत्ती को आजीवन कारावास की सजा सुनाई गई थी।
1994 - संयुक्त राष्ट्र आम सभा ने दक्षिण अफ़्रीका की सदस्यता को मंजूर किया।
1994 - उत्तरी कोरिया द्वारा परमाणु कार्यक्रम पर रोक लगाये जाने की घोषणा।
1995 - संयुक्त राष्ट्र सुरक्षा परिषद ने 50 वर्ष के इतिहास में 100वाँ प्रस्ताव (साइप्रस में शांति सैनिकों की अवधि बढ़ाने के संबंध में) पारित किया।
1996 – शेख हसीना वाजेद ने बंगलादेश के प्रधानमंत्री पद की शपथ ली।
2008 - प्रसिद्ध बंगाली अभिनेता सौमित्र चटर्जी को दादा साहब फाल्के पुरस्कार देने के लिए चयन समिति ने सिफ़ारिश की। 
2008 - टायर बनाने वाली देश की प्रमुख कम्पनी जेके टायर इण्डिया लिमिटेड ने मैक्सिको की टायर कम्पनी टोर्नल व उसकी सहायक कम्पनियों सहित 270 करोड़ डालर का अधिग्रहण किया।
2008 - नेपाल की मौजूदा सरकार ने संयुक्त राष्ट्र मिशन की अवधि बढ़ाने की मंजूरी दी।
2012 – एस्टन ईटन ने अमेरिकी ओलंपिक परीक्षण में डेक्थलान में विश्व रिकॉर्ड को तोड़ा।
2014- गुजरात का ‘रानी की वाव’ और हिमाचल का 'ग्रेट हिमालयन नेशनल पार्क' विश्व धरोहर सूची में शामिल हुआ।
2017- मोहम्मद बिन नायफ के बाद मोहम्मद बिन सलमान सउदी अरब के नए उत्तराधिकारी नियुक्त।
2019 - सऊदी अरब एफएटीएफ सदस्यता पाने वाला पहला अरब देश बन गया।
2020 - सउदी अरब पर ड्रोन व मिशाइल से हमला हुआ।
2020 - रूस ने एक बार फिर संयुक्त राष्ट्र सुरक्षा परिषद (UNSC) में स्थायी सदस्यता के लिए भारत का समर्थन किया।
2020 - पुलवामा में मुठभेड़, सुरक्षाबलों ने दो आतंकियों को किया ढेर, एक जवान शहीद।
2020 - चीन ने अपने बाइडू नेविगेशन सैटेलाइट सिस्टम (बीडीएस) के लिए अंतिम उपग्रह का सफलतापूर्वक प्रक्षेपण किया।

23 जून को जन्मे व्यक्ति👉

1901 - राजेन्द्रनाथ लाहिड़ी - भारत के अमर शहीद प्रसिद्ध क्रांतिकारियों में से एक (29 जून का भी वर्णन मिलता है)।
1912 – कंप्‍यूटर साइंस के बादशाह कहे जाने वाले क्रिप्‍टएनालिस्‍ट एलन ट्यूरिंग का जन्‍म हुआ।
1934 - चण्डी प्रसाद भट्ट - गाँधीवादी विचारक और सामाजिक कार्यकर्ता।
1934 -वीरभद्र सिंह - हिमाचल प्रदेश के पूर्व मुख्यमंत्री।
1936 - प्रदीप कुमार बनर्जी - भारत के सर्वश्रेष्ठ फ़ुटबॉल खिलाड़ियों में से एक हैं।
1980– वेस्टइंडीज के बल्लेबाज रामनरेश सरवन का गुयाना में जन्म हुआ।

23 जून को हुए निधन👉

1761 - बालाजी बाजीराव - महान् मराठा पेशवा।
1914 - गंगाप्रसाद वर्मा - राजनेता तथा समाज सुधारक।
1939 - गिजुभाई बधेका - गुजराती भाषा के लेखक और महान् शिक्षाशास्त्री थे।
1953 - श्यामा प्रसाद मुखर्जी - महान् शिक्षाविद, चिन्तक और साथ ही 'भारतीय जनसंघ' के संस्थापक।
1971 - श्रीप्रकाश - भारत के प्रसिद्ध क्रांतिकारी और पाकिस्तान में प्रथम उच्चायुक्त।
1980 - भारतीय प्रधानमंत्री इंदिरा गाँधी के पुत्र संजय गाँधी एक विमान दुर्घटना में मारे गए।
1980 -वी.वी. गिरी - भारत के चौथे राष्ट्रपति।
1995 – वैज्ञानिक डाॅ. जोनास साल्‍क का निधन।
2015 - सिस्टर निर्मला, मदर टेरेसा की संस्था मिशनरीज ऑफ़ चैरिटीज की प्रमुख थीं।
2019 - तमिलनाडु के पूर्व डीजीपी वीआर लक्ष्मीनारायणन का निधन।

23 जून के महत्त्वपूर्ण अवसर एवं उत्सव👉

🔅 श्री वीरभद्र सिंह जन्म दिवस।
🔅 श्री राजेन्द्रनाथ लाहिड़ी जन्म दिवस (जन्मतिथि पर मतभेद)…
[5:41 am, 23/06/2021] : 2️⃣3️⃣❗0️⃣6️⃣❗2️⃣0️⃣2️⃣1️⃣

💫 आज का प्रेरक प्रसंग 💫

            !! भला आदमी !!
~~~~~~~~~

एक बार एक धनी पुरुष ने एक मंदिर बनवाया | मंदिर में भगवान की पूजा करने के लिए एक पुजारी | मंदिर के खर्च के लिए बहुत सी भूमि, खेत और बगीचे मंदिर के नाम लगाएं | उन्होंने ऐसा प्रबंध किया था कि जो मंदिरों में भूखे, दीन दुखी या साधु-संतों आवे, वे वहां दो-चार दिन ठहर सके और उनको भोजन के लिए भगवान का प्रसाद मंदिर से मिल जाया करे | अब उन्हें एक ऐसे मनुष्य की आवश्यकता हुई जो मंदिर की संपत्ति का प्रबंध करें और मंदिर के सब कामों को ठीक-ठीक चलाता रहे !

बहुत से लोग उस धनी पुरुष के पास आए | वे लोग जानते थे कि यदि मंदिर की व्यवस्था का काम मिल जाए तो वेतन अच्छा मिलेगा | लेकिन उस धनी पुरुष ने सबको लौटा दिया | वह सब से कहता था – ‘ मुझे एक भला आदमी चाहिए, मैं उसको अपने आप छाट लूंगा |’

बहुत से लोग मन ही मन में उस धनी पुरुष को गालियां देते थे | बहुत लोग उसे मूर्ख या पागल बतलाते थे | लेकिन वह धनी पुरुष किसी की बात पर ध्यान नहीं देता था | जब मंदिर के पट खुलते थे और लोग भगवान के दर्शन के लिए आने लगते थे तब वह धनी पुरुष अपने मकान की छत पर बैठकर मंदिर में आने वाले लोगों को चुपचाप देखता रहता था |

एक दिन में एक मनुष्य मंदिर में दर्शन करने आया | उसके कपड़े मैले और फटे हुए थे वह बहुत पढ़ा लिखा भी नहीं जान पड़ता था | जब वह भगवान का दर्शन करके जाने लगा तब धनीपुर उसने अपने पास बुलाया और कहा – ‘ क्या आप इस मंदिर की व्यवस्था संभालने का काम करेंगे ?’
वह मनुष्य बड़े आश्चर्य में पड़ गया | उसने कहा – ‘मैं तो बहुत पढ़ा लिखा नहीं हूं मैं इतने बड़े मंदिर का प्रबंध कैसे कर सकूंगा ?’

धनी पुरुष ने कहा – ‘मुझे बहुत विद्वान नहीं चाहिए मैं तो एक भले आदमी को मंदिर का प्रबंधक बनाना चाहता हूं |’

उस मनुष्य ने कहा – ‘आपने इतने मनुष्य में मुझे ही क्यों भला आदमी माना |’

धनी पुरुष बोला – ‘मैं जानता हूं कि आप भले आदमी हैं | मंदिर के रास्ते में एक ईंट का टुकड़ा गड़ा रह गया था और उसका एक कौना ऊपर निकला था मैं उधर से बहुत दिनों से देख रहा था कि उस मंदिर के टुकड़े की नोक से लोगों को ठोकर लगती थी लोग गिरते थे लुढ़कते थे और उठ कर चलते थे | आपको उस टुकड़े से ठोकर नहीं लगी किंतु आपने उसे देख कर ही उखाड़ देने का यतन किया मैं देख रहा था कि आप मेरे मजदूर से फावड़ा मांगकर ले गए और उस टुकड़े को खोदकर आपने वहां की भूमि भी बराबर कर दी |’

उस मनुष्य ने कहा – “यह तो कोई बात नहीं है रास्ते में पड़े कांटे, कंकड़ और पत्थर लगने योग्य पत्थर, ईटों को हटा देना तो प्रत्येक मनुष्य का कर्तव्य है |’

धनी पुरुष ने कहा – ‘अपने कर्तव्यों को जानने और पालन करने वाले लोग ही भले आदमी होते हैं |’

वह मनुष्य मंदिर का प्रबंधक बन गया उसने मंदिर का बड़ा सुंदर प्रबंध किया |

शिक्षा:-
"मित्रों! “हर मनुष्य को अपने कर्तव्यों का पालन करना चाहिए..!!"
 
सदैव प्रसन्न रहिये।
जो प्राप्त है, पर्याप्त है।।
✒️✒️✒️✒️✒️✒️✒️✒️✒️✒️
[5:42 am, 23/06/2021] 🍃🌾🌾

               23 JUNE 2021

         🔹 आज की प्रेरणा 🔹
 
दुनिया में सबसे ताकतवर इंसान वह होता है जो धोखा खाकर भी लोगों की मदद करना नहीं छोड़ता।

आज से हम दूसरों की मदद करते रहें...

💧 TODAY'S INSPIRATION 💧

One who doesn't cease to help others despite being deceived is the strongest person in the world!

TODAY ONWARDS LET'S continue to help others.

🍃💫🍃💫🍃💫🍃💫🍃💫🍃
[6:15 am, 23/06/2021]  .                  जय श्री राम

बुधवार, 23 जून 2021 के मुख्य समाचार

🔸'अगर एक भी मौत हुई तो राज्य होगा जिम्मेदार', 12वीं की परीक्षा पर SC ने आंद्र प्रद्रेश से कहा

🔸पिछले 70 वर्षों की तुलना में प्रधानमंत्री मोदी ने किसानों के हित में ज्यादा काम किया : नड्डा

🔸CDS बिपिन रावत बोले- कश्मीर के लोग शांति चाहते हैं, भटके हुए युवाओं को समझाने की जरूरत

🔸जम्मू-कश्मीरः नौगाम में आतंकियों का बड़ा हमला, सीआईडी इंस्पेक्टर परवेज अहमद डार शहीद

🔸कोरोनाः डेल्टा+ को सरकार ने 'वैरिएंट ऑफ कंसर्न' घोषित किया, देश में मिले 22 मरीज

🔸स्वास्थ्य मंत्रालय ने कहा कि कोरोना का डेल्टा वेरिएंट भारत सहित 80 देशों में पाया...

🔸तेल की कीमतों को लेकर राहुल ने कसा केंद्र पर तंज, बोले- अब अगले चुनाव पर कम होंगे दाम

🔸इस महीने में आ सकती है तीसरी लहर, रोजाना आएंगे 5 लाख मामले: IIT कानपुर

🔸पंजाबः सीएम अमरिंदर ने दी धमकी, कहा- हो रहा हूं अपमानित, बिगड़ सकती है बात

🔸झारखंड में ब्‍लैक फंगस महामारी घोषित; मार्च 22 तक रिटायर नहीं होंगे डॉक्‍टर, कैबिनेट ने लिया फैसला

🔸रक्षा मंत्रालय की वेबसाइट हैक करने की फिराक में था चीन, गिरफ्तार चीनी घुसपैठिये का दावा

🔸बेटे के बालिग हो जाने से पिता की जिम्मेदारी खत्म नहीं होती, हाई कोर्ट का अहम फैसला

🔸भारत ने घोषित आतंकियों को पेंशन देने पर UNHRC में पाकिस्तान को लताड़ा

🔸नेपाल में राजनीतिक संकट गहराया, ओली के 20 मंत्रियों की नियुक्ति रद्द

🔸कभी खुद को बताते थे PM मोदी का "हनुमान", अपनों से दगा के बाद बोले- BJP ने भी अकेला छोड़ा

🔸लक्षद्वीप के प्रशासक को झटका, 'मीट बैन' पर केरल हाई कोर्ट ने लगा दी रोक

🔸 मतांतरण के खेल में खुला नापाक मंसूबा, मूक-बधिर छात्रों को मानव बम बनाकर देश को दहलाने की साजिश

🔹WTC Final 5वां दिन Stumps : भारत के पास 32 रनों की लीड, स्कोर 64/2

🔹पांचवें दिन भारत ने मैच में करी वापसी, रिजर्व डे तय करेगा चैंपियन

            आप का दिन शुभ और मंगलमय हो सुप्रभात....!
                        जय हो🙏


 🙏ସୁପ୍ରଭାତ, ଗୁଡମର୍ଣିଂ🙏

ଶିବଚତୁର୍ଦଶୀ ଉପବାସ, ବେଢ଼ା ପରିକ୍ରମା

No comments:

Post a Comment