05-JUL-2021

ଖବର ଆଜିର 
ତାରିଖ ୦୫/୦୭/୨୧, ସୋମବାର


୧-ବଜ୍ରପାତରେ ୧୦ ବର୍ଷରେ ଗଲାଣି ୩୪୭୫ ଜୀବନ। ମୃତକଙ୍କ ମଧ୍ୟରେ ଚାଷୀ ଓ ଶ୍ରମିକ ସର୍ବାଧିକ।

୨-ରାଜଧାନୀକୁ ଡେଙ୍ଗୁ ଭୟ,ଆଜି ବୁଲିବ ସ୍ବାସ୍ଥ୍ୟ ବିଭାଗ ଟିମ୍।

୩-ଜୁଲାଇ ୭,୮ ରେ ପ୍ରବଳ ବର୍ଷା ସମ୍ଭାବନା : ୧୯ ଜିଲାକୁ ସତର୍କ ସୂଚନା‌।୧୨ରେ ଲଘୁଚାପ, ୧୩ରୁ ପୁଣି ବର୍ଷା।

୪-ବାତ୍ୟା ନିରୋଧୀ ବିଜୁଳି ଭିତ୍ତିଭୂମି ସହ  ଲୁଣା ବନ୍ଧ ନିର୍ମାଣ ପାଇଁ ଓଡ଼ିଶା ମାଗିଲା ୧୫ହଜାର ୫୦ କୋଟି।

୫-ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ।

୬-ପୁରୀକୁ ଉଡିବ ବିମାନ, ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ।

୭-ଜୁଲାଇ ୨୦ ସୁଦ୍ଧା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବା ସମ୍ଭାବନା।

୮-କୋଭିଡ ଟିକା ପରୀକ୍ଷଣ ନିମନ୍ତେ ପୁଣେ ଓ ହାଇଦ୍ରାବାଦରେ ହେବ ଦୁଇଟି କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର।

୯-ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି।

୧୦-ଆଜି କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୧୧-ଚୀନର ଦୁଇ ମହାକାଶଚାରୀ ମହାକାଶରେ ପଦଚାରଣା କରି ସୃଷ୍ଟି କରିଛନ୍ତି ଇତିହାସ।

୧୨-ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୨୯ ମୃତ, ୫୦ ଉଦ୍ଧାର।

୧୩-ୟୁରୋ କପ୍‌ : ଇଂଲଣ୍ଡ- ଡେନମାର୍କ ସେମି ଲଢ଼େଇ।

 🙏 ସୁପ୍ରଭାତ, ଗୁଡ଼ ମର୍ଣିଂ 🙏

ଆଜି ଖଳିଲାଗି ଏକାଦଶୀ

▭▬▭▬▭▬▭▬▭▬▭▬▭▬▭▬
 ☞ ଆଜିର ଖବର ☜
  ☞ ତାରିଖ–୦୫-୦୭-୨୦୨୧(ସୋମବାର)☜
▭▬▭▬▭▬▭▬▭▬▭▬▭▬▭▬


୧. ୭,୮ ରେ ପ୍ରବଳ ବର୍ଷା ସମ୍ଭାବନା : ୧୯ ଜିଲାକୁ ସତର୍କ ସୂଚନା ।

୨. “ଆସନ୍ତାକାଲି ୫ ଜୁଲାଇ, ୨୦୨୧ ଅପରାହ୍ନ ୩ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧିତ କରିବେ” ।

୩. ୟୁରୋ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର କ୍ବାର୍ଟରଫାଇନାଲ ପର୍ଯ୍ୟାୟ ଶେଷ ହୋଇଯାଇଛି। ଏବେ ୪ଟି ଦଳ ଟ୍ରଫି ପାଇଁ ଲଢ଼େଇ କରିବେ । ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଇଟାଲୀ-ସ୍ପେନ୍‌ ଏବଂ ବୁଧବାର ୨ୟ ସେମିଫାଇନାଲରେ ଇଂଲଣ୍ଡ-ଡେନମାର୍କ ମୁକାବିଲା ହେବ ।

୪. ଶିଖର ଧାଓ୍ଵନଙ୍କ ନେତୃତ୍ଵରେ ଭାରତୀୟ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି । ଦଳ ସେଠାରେ ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ୍‌ର ସିରିଜ ଖେଳିବ। ଏହି ସିରିଜ୍ ଜୁଲାଇ ୧୩ରୁ ଆରମ୍ଭ ହେବ ।

୫. କୋଭିଡ ଟିକା ପରୀକ୍ଷଣ ପାଇଁ ପୁଣେ ଓ ହାଇଦ୍ରାବାଦରେ ପ୍ରସ୍ତୁତ ହେଲା କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ।

୬. ମହାରାଷ୍ଟ୍ରରେ ପୁଣି ଥରେ ଗଠନ ହେବ ବିଜେପି-ଶିବସେନା ସରକାର ? ଫଡଣବିସ କହିଲେ- ସ୍ଥିତି ଦେଖି ପାର୍ଟି ଉଚିତ୍ ନିର୍ଣ୍ଣୟ ନେବ ।

୭. ରବିବାର ସଂଯୁକ୍ତ କିଷାନ ମୋର୍ଚ୍ଚା ଘୋଷଣା କରିଛି ଯେ ପ୍ରାୟ ୨୦୦ରୁ ଅଧିକ ଚାଷୀ ମୌସୁମୀ ଅଧିବେଶନ ବେଳେ ପ୍ରତିଦିନ ସଂସଦ ସମ୍ମୁଖରେ ବିକ୍ଷେୋଭ ପ୍ରଦର୍ଶନ କରିବେ । 

୮. ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୧୭ ମୃତ, ୪୦ ଉଦ୍ଧାର।

୯. ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି,ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ସେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ।

୧୦. ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ପୁଷ୍କର ସିଂହ ଧାମିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।  ଧାମି ରାଜ୍ୟର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

୧୧. ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ତୃତୀୟ ଲହର ମୁକାବିଲା ନେଇ ଏକ ଏସ୍‌ଓପି ପ୍ରସ୍ତୁତ ହୋଇଛି- ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

୧୨. ତୃତୀୟ ଲହରରେ ଛୋଟ ପିଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ନବ ନିର୍ମିତ କୋଭିଡ ହସ୍‌ପିଟାଲରେ ଛୋଟ ପିଲାଙ୍କ ପାଇଁ ୱାର୍ଡ ବ୍ୟବସ୍ଥା ରହିଛି ।

୧୩. ପୁରୀକୁ ଉଡିବ ବିମାନ, ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

୧୪. ସବୁକିଛି ଠିକଠାକ ରହିଲେ ୨୦୨୨-୨୩ରୁ ପୁରୀରୁ ବିମାନ ଉଡିବାର ସମ୍ଭାବନା ଅଧିକ-ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

୧୫. ମାଓ ସଂଗଠନ ପକ୍ଷରୁ ମାଓ ମୃତ୍ୟୁ ନେଇ ତଥ୍ୟ। ବର୍ଷକ ଭିତରେ ୧୬୦ ମାଓବାଦୀଙ୍କ ମୃତ୍ୟୁ ।

୧୬. ମାଓ କେନ୍ଦ୍ରୀୟ କମିଟି, ଦଣ୍ଡକାରଣ୍ୟ ଏନ୍‌କାଉଣ୍ଟରରେ ସର୍ବାଧିକ ୧୦୧ ମାଓବାଦୀ ମୃତ, ବର୍ଷକ ଭିତରେ କେବଳ ୩୦ ମହିଳା ମାଓବାଦୀଙ୍କ ମୃତ୍ୟୁ ସୂଚନା ।

୧୭. ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ଡାକ୍ତରଖାନାରେ ଭର୍ତ୍ତି, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଯୋଗୀ ଆଦିତ୍ୟନାଥ । ଶରୀର ଅଚାନକ ଭାବେ ଫୁଲିବାରୁ ତାଙ୍କୁ ଶନିବାର ରାତିରେ ଲକ୍ଷ୍ନୌ ସ୍ଥିତ ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୧୮. ଜୁଲାଇ ୨୦ ସୁଦ୍ଧା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବା ସମ୍ଭାବନା, ପରୀକ୍ଷାଫଳ ଅପେକ୍ଷାରେ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ।

୧୯. ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଶ୍ରୀ ସେଠୀଙ୍କୁ ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି ।

୨୦. ଦେଶରେ ୨୪ ଘଣ୍ଟାରେ ଆଉ ୪୩,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା  ୩, ୦୫, ୪୫, ୪୩୩କୁ ବୃଦ୍ଧି ।

୨୧. ଦିନକରେ ଆଉ ୫୨,୨୯୯ ସୁସ୍ଥ ହୋଇଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ୨,୯୬,୫୮,୦୭୮ ।

୨୨. ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫,୩୫୦  

୨୩. ଆଉ ୯୫୫ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୪,୦୨,୦୦୫ ।

୨୪. ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ, ସଂଗରୋଧରୁ ୧୬୫୨ ଏବଂ ସ୍ଥାନୀୟ ସଂକ୍ରମିତ ୧୨୧୮, କଟକ ଜିଲାରୁ ସର୍ବାଧିକ ।

୨୫. ରାଜ୍ୟରେ ମୋଟ କରୋନା ସଂକ୍ରମଣ ୯୨୨୮୯୬କୁ ବୃଦ୍ଧି ।

୨୬. ରାଜ୍ୟରେ କରୋନାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କର ପ୍ରାଣହାନି ; କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି ।

୨୭. କରୋନା ମହାମାରୀ ମୁକାବିଲାରେ ବିଫଳତା ପ୍ରତିବାଦରେ ୭ରୁ ୧୭ କଂଗ୍ରେସର ଆନ୍ଦୋଳନ ନିଷ୍ପତ୍ତି ।

୨୮. ମହାକାଶ ଯାତ୍ରା କରିବେ ୮୨ବର୍ଷୀୟା ମ୍ୟାରୀ ୱାଲାସ୍ । ସେ ଆମାଜନର ମୁଖ୍ୟ ଜେଫ୍‌ ବେଜାସ୍‌ଙ୍କ ମହାକାଶ ଅଭିଯାନରେ ତାଙ୍କର ସାଥୀ ହେବେ ବୋଲି ଜଣାପଡ଼ିଛି ।


➡️କରୋନା ଟିପ୍ସ୍: ନିଶ୍ଚିତ ମାନିବା-ମାସ୍କ୍ ପିନ୍ଧିବା, ହାତ ଧୋଇବା , ଦୁରତ୍ୱ ରଖିବା । କରୋନା କୁ କର ନା।–ସୂଚନା ଓ ଲୋକ ସମ୍ପର୍କ ବିଭାଗ , ଓଡିଶା ସରକାର ।

ଶୁଭସକାଳ , GOOD MORNING 🙏

 ✧ ━ ━ ☆ ━━ ♤ ━━ ☆ ━ ━ ✧━━♤━ ━✧


╭─────────────────────╮
🌄ସକାଳର ଖବର,୦୫-ଜୁଲାଇ-୨୦୨୧,ସୋମବାର
╰─────────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଆଜି ମହାପ୍ରଭୁଙ୍କ ଦଶମୂଳ ମୋଦକ ଖାଇବାପରେ ସମ୍ପୂର୍ଣ ସୁସ୍ଥ ହେବାର ପରମ୍ପରା ଅନୁଷ୍ଠିତ ହେବ ।

➡️୨-ଜୁଲାଇ ୨୦ ସୁଦ୍ଧା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବ, ଅପେକ୍ଷାରେ ଛାତ୍ରଛାତ୍ରୀ ।

➡️୩-ଆଜି ଅପରାହ୍ନ ୩ଟା ରେ କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

➡️୪-‌ଲଗାମ ଛଡା ତୈଳ ଦର : ପୁଣି ପେଟ୍ରୋଲ ୩୫ ପଇସା ଏବଂ ଡିଜେଲ ୧୮ ପଇସା ବଢିଲା, ଖାଉଟି ହନ୍ତସନ୍ତ ।

➡️୫-କୋଭିଡ ଟିକା ପରୀକ୍ଷଣ ନିମନ୍ତେ ପୁଣେ ଓ ହାଇଦ୍ରାବାଦ ଠାରେ ଆହୁରି ଦୁଇଟି କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର ପ୍ରସ୍ତୁତ କଲେ ସରକାର ।

➡️୬-ଏବେ ସୀମାପାର ରେ ଥିବା ଚାଷ ଜମିରେ ଚାଷ କରି ପାରିବେ କୃଷକ । ଦୀର୍ଘ ୨୮ ବର୍ଷ ପରେ ଚାଷୀଙ୍କ ପାଇଁ ଖୋଲିବ ବାଡମେରର ଭାରତ-ପାକ୍ ବର୍ଡର ।

➡️୭-୨.୨୫ସେକେଣ୍ଡ୍‌ରେ କହିଲେ ୧୯୫ଦେଶର ନାଁ, ଇଣ୍ଟରନେସନାଲ ବୁକ୍‌ ଅଫ୍‌ ରେକର୍ଡରେ  ସାମିଲ ଜେଲେ ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଆଠବର୍ଷ ବୟସ୍କା ସ୍ନେହାଲ ।

➡️୮-ସୋସିଆଲ ମିଡିଆରେ ସରକାରୀ ଓ ଘରୋଇ ସ୍କୁଲକୁ ନେଇ ଚର୍ଚ୍ଚା । ପ୍ରୋଫାଇଲ ଫଟୋରେ ଲେଖୁଛନ୍ତି, ସରକାରୀ ସ୍କୁଲରେ ପାଠ ପଢ଼ିଥିବାରୁ ଗର୍ବିତ, ସରକାରୀ ସ୍କୁଲ ପିଲାଙ୍କ ଭିଡିଓ ହେଉଛି ଭାଇରାଲ ।

➡️୯-ଆମେରିକାର ୨୪୫ ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆମେରିକାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ।

➡️୧୦-ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା, ଜୁଲାଇ ୨୨ରୁ ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ ସଂସଦ କରିବେ ଘେରାଉ ।

➡️୧୧-ଅନଲାଇନ ସପିଙ୍ଗ ଦୁନିଆର ମହାରଥୀ ଜେଫ୍ ବେଯୋଶ୍ ତଥା ଆମାଜନ କମ୍ପାନୀର ସିଇଓ ଆଜି ନିଜ ପଦବୀରୁ ଇସ୍ତଫା ଦେବେ, ତାଙ୍କ ସ୍ଥାନ ନେବେ ଆମାଜନର କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ବିଜନେସ ସଞ୍ଚାଳକ ଆଣ୍ଡି ଜେସି। 

➡️୧୨-ଖ୍ୟାତନାମା କୋରିଓଗ୍ରାଫର ସରୋଜ୍ ଖାନଙ୍କ ଜୀବନିକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର ।

➡️୧୩-ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍ରିୱାଲ : ଲେଖିଲେ  ଡାକ୍ତରଙ୍କୁ ଦିଆଯାଉ ଭାରତ ରତ୍ନ ।

➡️୧୪-ବର୍ଷକରେ ୧୬୦ ମାଓବାଦୀଙ୍କ ମୃତ୍ୟୁ: ଦଣ୍ଡକାରଣ୍ୟ ଏନ୍‌କାଉଣ୍ଟରରେ ସର୍ବାଧିକ ୧୦୧,​ ୩୦ ମହିଳା ମାଓବାଦୀଙ୍କ ମୃତ୍ୟୁ ।

➡️୧୫-ଜମ୍ମୁ ଏୟାର ବେସରେ ଆକ୍ରମଣ ପରେ ଶ୍ରୀନଗର ସହରରେ ଡ୍ରୋନ୍ ବ୍ୟବହାର ଉପରେ ଲାଗିଲା ରୋକ । ରଖି ପାରିବେନି-କିଣି ପାରିବେନି-ବିକି ପାରିବେନି।

➡️୧୬-ମହାକାଶ ଯାତ୍ରା କରିବେ ୮୨ବର୍ଷୀୟା ମ୍ୟାରୀ ୱାଲାସ୍। ଆମାଜନ୍‌ର ମୁଖ୍ୟ ଜେଫ୍‌ ବେଜାସ୍‌ଙ୍କ ସାଥିରେ ଯିବେ ବୋଲି ଜଣାପଡ଼ିଛି ।

➡️୧୭-ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣା ମାମଲା : ମୃତ୍ୟୁସଂଖ୍ୟା ୪୫କୁ ବୃଦ୍ଧି, ଏବେ ବି ୭ ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି ।

➡️୧୮-ମିଥାଲି ରାଜଙ୍କ ବିଶ୍ୱ ରେକର୍ଡ, ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ମିଥାଲି ୩ଟି ଯାକ ଫର୍ମାଟରେ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳିର ମାନ୍ୟତା ପାଇଲେ ।

➡️୧୯-ଓ୍ବିମ୍ବଲଡନ୍‌ ୨୦୨୧: ରୋଜର ଫେଡରରଙ୍କ ୧୨୫୦ ତମ ବିଜୟ, ୧୮ ଥର ଚତୁର୍ଥ ରାଉଣ୍ଡରେ କଲେ ପ୍ରବେଶ ।

➡️୨୦-ସର୍ବକନିଷ୍ଠ ଚେସ୍ ଗ୍ରାଣ୍ଡମାଷ୍ଟରଙ୍କ ଗ୍ରାଣ୍ଡ ଓ୍ବିସ୍‌, କହିଲେ- ବିଶ୍ବ ଚାମ୍ପିୟନ୍‌ ହେବା ମୋର ଅନ୍ତିମ ଲକ୍ଷ୍ୟ ।
➡️୨୧- ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ତଥା ପଞ୍ଚମ ଟି-୨୦ ମ୍ୟାଚରେ ୨୫ ରନ ର ବ୍ୟବଧାନରେ ବିଜୟୀ ହୋଇ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା କୁ ୩-୦୨ ବ୍ୟବଧାନରେ ପରାସ୍ତ କରିଲା । 


➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।

ଶୁଭ ସକାଳ,ସୁପ୍ରଭାତ

🌹🌼👉ମହାବୀର ପଞ୍ଜିକା👈🌼🌹
 ✧═════•❁❀❁•═════✧   
 ଅଦ୍ୟ ଜୁଲାଇ ମାସ ୦୫ ତାରିଖ ୨୦୨୧ ମସିହା(ସୋମବାର)
ଶକାବ୍ଦ -୧୯୪୩ 
ସମ୍ବତ -୨୦୭୮
ସାଲ-୧୪୨୮
ସମ୍ବତ୍ସର-ରାକ୍ଷସ
ଆଷାଢ଼ମାସ-କୃଷ୍ଣପକ୍ଷ
ତିଥି-ଏକାଦଶୀ ରାତ୍ରି ଘ ୧୦/୨୯ ପର୍ଯ୍ୟନ୍ତ ତଦନ୍ତେ ଦ୍ଵାଦଶୀ
ନକ୍ଷତ୍ର- ଦ୍ଵିଜା ଦିବା ଘ ୨୩/୫୬ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକା
ଚନ୍ଦ୍ର- ମେଷ ରାତ୍ରି ଘ ୦୭/୪୪ ପର୍ଯ୍ୟନ୍ତ ତଦନ୍ତେ ବୃଷ
ଯୋଗ-ଧୃତି
କରଣ-ବବ
ସୌରମାସ-ମିଥୁନ ୨୧ ଦିନ 
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୫୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୫୮
✧═════•❁❀❁•═════✧
ଯୋଗିନୀ  ଅଗ୍ନିକୋଣେ ରାତ୍ରି ଘ ୧୦/୨୯ ପର୍ଯ୍ୟନ୍ତ ତଦନ୍ତେ ନୈରୁତେ 
ବିଛା ରାଶିର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର
ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ 
✧═════•❁❀❁•═══
କାଳବେଳ। -ଦିବା ଘ୦୬/୫୫ ଗତେ  ଘ୦୮/୩୫ ମଧ୍ୟେ
ବାରବେଳ।- ଦିବା ଘ୦୩/୦୮ଗତେ  ଘ୦୪/୪୮ ମଧ୍ୟେ
✧═════•❁❀❁•═══
ବିଶୁଦ୍ଧଅମୃତବେଳ। - ଦିବା ଘ୦୮/୩୬ ଗତେ ଘ୧୦/୦୪ ମଧ୍ୟେ ଓ ରାତ୍ରି ଘ୦୯/୩୬ ଗତେ ଘ୧୨/୫୦ ମଧ୍ୟେ
ବିଶୁଦ୍ଧ ମହେନ୍ଦ୍ର ବେଳ।- ରାତ୍ରି ଘ୦୪/୦୧ ଗତେ ଘ୦୪/୪୮ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ଶିମ୍ଭ ରାତ୍ରି ଘ୧୦/୨୯ ଗତେ ପୋଇ ଭକ୍ଷଣ ନିଷେଧ 
═✧══•❁❀❁•═════✧
 ଡ:ବାୟୁନନ୍ଦନ ମିଶ୍ର  
 ଜ୍ୟୋତିଷ ଓ ବାସ୍ତୁ ପରାମର୍ଶକେନ୍ଦ୍ର 
ଅଦୃଶ୍ୟଶକ୍ତି ଭବନ
ଇଟାମୁଣ୍ଡଳୀ, ହଳଦିଆ, କଟକ-୭୫୪୨୦୭
ମୋବାଇଲ-9437064130,
9439435130 ,
7008489288
www.adrushyashaktiastro.com
✧═════•❁❀❁•═════✧  
🌼🌹꧁ ଆଜିର ରାଶିଫଳ꧂🌹🌼
        ✧═════•❁❀❁•═════✧
🌹👉ମେଷ🌹
ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ପ୍ରଶସ୍ତ। କର୍ମକ୍ଷେତ୍ରରେ ସାଧାରଣ ଘଟଣାରେ ମନସ୍ତାପ କରିବାକୁ ପଡିପାରେ।

✧═════•❁❀❁•═════✧
🌹👉ବୃଷ🌹
ଆଜି କୌଣସି କର୍ମାରମ୍ଭ ପାଇଁ ମନ୍ଦ ନ ହେଲେ ମଧ୍ୟ ଝିନଝଟ୍‌ ଜନିତ ବ୍ୟସ୍ତତାରୁ ମୁକ୍ତି ମିଳିବ ନାହିଁ। ଏପରି କି ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। 
✧═════•❁❀❁•═════✧

🌹👉ମିଥୁନ🌹
ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ। ମୃଗଶିରା ନକ୍ଷତ୍ର ସନ୍ତାନ ହେତୁକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।

✧═════•❁❀❁•═════✧
🌹👉କର୍କଟ🌹
ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ହିଁ ପଡିପାରନ୍ତି।
✧═════•❁❀❁•═════✧
🌹👉ସିଂହ🌹
ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
✧═════•❁❀❁•═════✧
 🌹👉କନ୍ୟା🌹
ଆଜି ଉପୁଜିଥିବା ପ୍ରତିବନ୍ଧକ କୁ ବନ୍ଧୁଙ୍କ ମାଧ୍ୟମରେ ମେଣ୍ଟାଇବେ।କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ।

✧═════•❁❀❁•═════✧
🌹👉ତୁଳା🌹
ଆପଣସାମାଜିକ ପ୍ରତିଷ୍ଠା ସହ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ଆଗଭଳି ପ୍ରିୟ ବନ୍ଧୁଟିର ମନୋଭାବ ନ ଥିବା ତାହାଙ୍କର କାର୍ଯ୍ୟଶୈଳୀରୁ ଅନୁଭବ କରିପାରନ୍ତି।

✧═════•❁❀❁•═════✧
🌹👉ବିଛା🌹
ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡିଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି।  ଆର୍ଥିକ ଦିଗକୁ ପରିପୁଷ୍ଟ କରିବେ ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ କିଛି ଅସୁବିଧା ହେବନି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।

✧═════•❁❀❁•═════✧
🌹👉ଧନୁ🌹
ଆଜି ଦିନଟି ଆପଣଙ୍କ ପାଇଁ କ୍ଷତିକାରକ ହେବନାହିଁ। କିନ୍ତୁ କାଳକ୍ଷେପଣ ନୀତି ସଙ୍ଗକୁ ଆଳସ୍ୟ ଓ ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

✧═════•❁❀❁•═════✧
🌹👉ମକର🌹
ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ଫେରିପାରିବେ ନାହିଁ।

✧═════•❁❀❁•═════✧
🌹👉କୁମ୍ଭ🌹
ସମ୍ପର୍କୀୟଙ୍କ ସହ ବିବାଦ ଘନେଇପାରେ। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ। ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

✧═════•❁❀❁•═════✧
🌹👉ମୀନ🌹
ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ନ ପାରି ବିବ୍ରତ ବୋଧ କରି ପାରନ୍ତି। ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।
✧═════•❁❀❁•═════✧
🌹 ମହାବୀର ପଞ୍ଚାଙ୍ଗ 🌹
🌹୫-୭-୨୦୨୧((ସୋମବାର))🌹
==========================
🌹ଖଳି ଲାଗି ଏକାଦଶୀ 🌹
🌺🌺🌺🌺🌺🌺🌺🌺🌺🌺🌺🌺
ମିଥୁନ ଦି୨୧ନ ଏକାଦଶୀ ଦ୪୩।୧୦ ରାଘ ୧୦।୩୦ ଦ୍ଵିଜା ଦ୧୯।୧୧ ଘ୧୨।୫୫ ମେଷ ଚନ୍ଦ୍ର ଦ୩୬।୧୦ ଘ୭।୪୩
🌺🌺🌺🌺🌺🌺🌺🌺🌺🌺🌺🌺
ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.)*
ମିଥୁନ ଦ୩/୨୩/୨୫ ଇଂଘ ୫/୧୫/୫୩ ଗତେ ଉଦୟ
ଧନୁ ଦ୩/୨୧/୨୫ ଇଂଘ୬|/୨୫/୧୧ ଗତେ ଅସ୍ତ ।
🌺🌺🌺🌺🌺🌺🌺🌺🌺🌺🌺🌺
ଯୋଗିନୀ ଅଗ୍ନି କୋଣେ । ରାତ୍ରି ଘ୧୦।୩୦ ଗତେ ନୈରୃତେ । ଯାତ୍ରା ଶୁଭ । ଅଗ୍ନି କୋଣେ ।ପୂର୍ବେ । ଐଶାନ୍ୟେ ଯାତ୍ର। ନାସ୍ତି । ଅଦ୍ୟ ଧାନ୍ୟଛେଦନ, ବାଣିଜ୍ୟକରଣ, ରୁଣଦାନ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ମେଷ ରାଶିର ଘାତଚନ୍ଦ୍ର । ମିଥୁନ ରାଶିର ଘାତବାର ।ଦିବା ଘ୧୨।୫୫ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବଫା ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି ।ଦିବା ଘ୭।୪୩ ଗତେ ବୃଷ ମିଥୁନ କର୍କଟ ସିଂହ ଧନୁ କୁମ୍ଭ ମୀନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ଦିବା ଘ୬।୫୪ ଗତେ ଘ୮।୩୩ ମଧ୍ୟେ କାଳବେଳା । ଘ୩।୭ ଗତେ ଘ୪।୪୬ ମଧ୍ୟେ ବାରବେଳା । ରାତ୍ରି ଘ୧।୧୨ ଗତେ ଘ ୨।୩୩ ମଧ୍ୟେ କାଳରାତ୍ରି । ମୃତେ ଦିବା ଘ୧୨।୫୫ ଗତେ ପାଦ ଦୋଷ । ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନ ଦାନ । ରାତ୍ରି ଘ୧୦।୩୦ ଗତେ ଦ୍ବିପାଦଦୋଷ । ଫଳଂ ପଶୁ ଓ ସନ୍ତାନ ହାନି । ଅନ୍ନ ଓ ତିଳକାଞ୍ଚନ ଦାନ । ପ୍ରଥମ ରଜୋଦର୍ଶନେ ଦଶମ ଦିବା ଘ୧୨।୫୫ ଗତେ ସମ୍ବ ସର ଗଣ୍ଡଦୋଷ । ସ୍ଵର୍ଣ ଓ ପୀତ ବସ୍ତ୍ର ଦାନ । ଏକାଦଶୀ ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଶିମ୍ବିକା (ଶିମ୍ବ) ରାତ୍ରି ଘ୧୦।୩୦ ଗତେ ପୂତିକା (ପୋଇ) ଭକ୍ଷଣ ନିଷେଧ।
🌺🌺🌺🌺🌺🌺🌺🌺🌺🌺🌺🌺
(ଅମୃତ) - ଦିବା ଘ୮।୨୭ ଗତେ ଘ୧୦।୩ ମଧ୍ୟେ ରାତ୍ରି ଘ୯।୩୬ ଗତେ ଘ୧୨।୪୮ ମଧ୍ୟେ ଘ୨।୨୪ ଗତେ ଘ୪।୦ ମଧ୍ୟେ । (ମାହେନ୍ଦ୍ର) ରାତ୍ରି ଘ୪।୦ ଗତେ ଘ୪।୪୮ ମଧ୍ୟେ ।
🌺🌺🌺🌺🌺🌺🌺🌺🌺🌺🌺🌺
🌹 ଜ୍ଯୋତିଷ ଆଚାର୍ଯ୍ୟ-ରମେଶ ଚନ୍ଦ୍ର ପଣ୍ଡା 🌹
🌹 ଶ୍ରୀ ମହାବୀର ଆଷ୍ଟ୍ରୋ ରିସର୍ଚ୍ଚ🌹
🌹 ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା 🌹
🌹ଦୂରଭାଷା-୯୪୩୭୭୯୮୯୩୩/୯୯୩୭୦୬୭୦୫୦ 🌹
🌺🌺🌺🌺🌺🌺🌺🌺🌺🌺🌺🌺

🌹ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। 

 🌹ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। 

🌹ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ। 

 🌹କର୍କଟ: ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି। 

 🌹ସି˚ହ: ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ। 

 🌹କନ୍ୟା: ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।

 🌹ତୁଳା : ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ। 

 🌹ବିଛା: ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ। 

 🌹ଧନୁ: ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।

 🌹ମକର: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।

 🌹କୁମ୍ଭ: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ। 

  🌹ମୀନ: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
╭───────────────────╮
🌄  *S̴h̴u̴b̴o̴u̴d̴h̴a̴y̴  : 05 Jul/आषाढ मास(Monday)  ग्रीष्म ऋतू {कृष्ण पक्ष}*🙏🏻 
╰──────────────. ───╯
 *Today's top News* ➣➣➣➣➣➣➣➣➣➣➣➣➣

1. Yogini Ekadashi 2021: Every month has two Ekadashi tithis and each of these Ekadashis are known by different names. The Ekadashi Tithi that falls on the Krishna Paksha of Ashadha month is called Yogini Ekadashi Tithi. The fast of Yogini Ekadashi this year will be observed on 5th Jul.  Yogi is technically male, and yogini is the term used for female practitioners. The term yogini is also used for divine goddesses.

2. Monsoon could cover remaining parts of India including Delhi by 11th July, says Earth Sciences secretary.

3. Farmers group around 200 members to protest outside Parliament during monsoon session which is set to begin on July 19.

4. PM Modi will share his thoughts on CoWIN Global Conclave today (05Jul). The virtual meet will see participation from health and technology experts across the globe.

5. Former Maharashtra home minister Anil Deshmukh (72 yrs) on 04 Jul (Sunday) moved to the Supreme Court seeking protection from any coercive action in a money laundering case. The Enforcement Directorate had, issued fresh summons to him seeking his appearance on July 5 in the case.

6. Assam Chief Minister Himanta Biswa Sarma said that he met with  leading indigenous Muslim personalities from diverse fields and said they all have agreed that population growth is a threat to development of the state and need to curb population.

7. Pushkar Singh Dhami was sworn in as the 11th chief minister of Uttarakhand, along with an 11-member cabinet on 04 Jul (Sunday).

8. Drones are strictly banned in Srinagar. Triggering a security alert after last week blast at Sir force Station Jammu.

9. Sikkim  extended ongoing COVID19 restrictions effective till 5 Am today 5th Jul with further relaxations till 6 am on 12th July.

10. Explosion in Maharashtra chemical factory injures six workers. The blast occurred in the air handling unit of the Bharat Chemicals @ 11.30pm Saturday at Palghar district.

11. Delhi govt allows reopening of stadium & sports complexes without spectators from today 05 Jul.  Banquets, marriage halls and hotels were allowed to host weddings with an attendance of 50 guests only. All cinema halls, multiplexes, swimming pools, spas, schools, colleges & educational institution will continue to remain closed till next orders.
 
12. The Central Board of Secondary Education (CBSE) is expected to release the board’s Class 10th results by July 20. The CBSE Class 10th results 2021 will be prepared on the basis of marks obtained in the tests and exams conducted during the academic year.

 13. *Fake letter* :  A document is doing rounds on social media claiming resumption of   Dearness Allowance (DA) and Dearness Relief (DR) benefits for the central govt employees from the month July 2021 is fake.  No such OM has been issued by GOI," ministry of finance wroCentral Government pensioners from July 2021. It is fake and no such letter has been issued officially by Finance Ministry. DA is related to cost of living, it varies from employee to employee aimed at soothing the impact of inflation.

✈ *INTERNATIONAL NEWS*
  
1. PM Modi greeted United States President Joe Biden and the people on the country's 245th Independence Day on (04 Jul) Sunday.

2. Pakistan alleges India’s RAW behind bomb blast outside Hafiz Saeed's house. Hafiz Saeed, a UN-designated terrorist, is on India's list of five most wanted terrorists. He played a key role in carrying out the 2008 Mumbai terror attacks. In 2020, 70-year-old he was sentenced to 15-and-a-half years in jail in Pakistan.

3. Canada eases entry restrictions from 5th July. As direct flights from India remain prohibited till July 21, those taking a connecting flight will have to provide the negative result of a valid test taken at the final point of departure to Canada.

🌎 *WORLD NEWS* 🌍
 
1. Wearing Masks has became a personal choice in UK after it lifts lockdown.

2. A Philippines Air Force troop plane crashed and broke up in flames on a southern island on 04 Jul (Sunday), killing at least 45 people after some jumped free, plane boarding 95, according to the sources it was the country's worst military air disaster in nearly 30 years.

3. Rain hampered Japanese rescuers seeking 20 missing people on (04 Jul) Sunday after landslides triggered by torrential rains hit the central city of Atami.

4. Bangladesh received 2.5 million doses of the Moderna COVID 19 vaccine gifted by the US under the COVAX framework of WHO.

5.  245th US Independence Day 2021: This year US marks the 245th anniversary of the freedom of the thirteen American colonies from British colonial rule. The first annual independence day was on July 4, 1777.

🚣🚴🏇🏁🏊 *Sports:*
 
1. *The 3rd &  final ODI between England vs Sri Lanka was abandoned due to rain in Bristol* on 04 Jul (Sunday). England had already won the ODI series 2-0 but missed the chance of sweeping the series as the third ODI was called off due to heavy rain.

2. *Wimbledon mixed doubles:*  Indian pair  Sania Mirza & Rohan Bopanna on 03 Jul (Saturday) progressed to the third round of the ongoing Wimbledon 2021. The Indian duo defeated Britain's pair of Aidan McHugh and Emily Webley-Smith 6-3, 6-1 to progress ahead.

3. *The International Tennis Federation (ITF) finalised the list of players eligible to compete at the Tokyo Olympics* . The women’s doubles team of Sania Mirza, who will be competing in her fourth Games – a record for Indian women – and debutant Ankita Raina will be the only participants in the sport from the country in this edition. For the first time since the sport was reinstated at the Olympics in 1988, there will be no Indian men’s doubles team.

 *USD 74.52 💷GBP 103.00*
         In Bhopal(MP)
🥇 *Gold ₹49,100©10 gm 24 (Krt)*
🥈 *Silver ₹72,560©Kg*
⛽ *Petrol ₹ 107.08*/Ltr
⛽ *Diesel ₹ 98.13*/Ltr

 *LPG : ₹ 841/14.2 Kg* 

 *BSE Sensex*  52,484.67
*NIFTY* : 15,722.50 

Ⓝⓐⓥⓔⓔⓝ Ⓚⓤⓜⓐⓡ
🇮🇳 *Facts about India* 

*Swami Vivekananda* 12 January 1863 – 4 July 1902).  July 4 marks the 119th death anniversary of Swami Vivekananda, who was one of India’s most revered spiritual leaders. Through his speeches and lectures, Swami Vivekananda tried to awaken the religious consciousness among people and also tried to uplift the downtrodden using the principles of Practical Vedanta.

Born in Kolkata on January 12, 1863, Swami Vivekananda was known as Narendra Nath Datta in his pre-monastic life.

Narendra nath left Bombay for Chicago on 31 May 1893 with the name "Vivekananda", as suggested by *Ajit Singh of Khetri,* which means "the bliss of discerning wisdom," from Sanskrit viveka and ānanda.
 
😀 *Thought of the day* 

 Nothing good, nothing is bad, thinking makes so..

[5:12 am, 05/07/2021] News Post Odia Daily: 💌ଆଜିର ବାସ୍ତୁ ବିଚାର💌
🦚ତାରିଖ : ୦୫-୦୭-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

🦋ଗୃହର ମୁଖ୍ୟ ଦ୍ୱାର ଅନ୍ୟ ଦ୍ୱାର ଅପେକ୍ଷା ବଡ , ସୁନ୍ଦର ଏବଂ ଭବ୍ୟ ହେବା ଉଚିତ । ତା' ଛଡ଼ା ମୁଖ୍ୟ ଦ୍ୱାର ଦୁଇ କବାଟ ବିଶିଷ୍ଟ ହୋଇ ଗୃହର ଭିତର ଆଡକୁ ଖୋଲୁଥିବା ଦରକାର।

🦋ବାସଗୃହର ସମୁଦାୟ ଦ୍ୱାର ସର୍ବଦା ସମ ସଂଖ୍ୟା ବିଶିଷ୍ଟ ହେବା ଉଚିତ । ଶୂନ୍ୟ ଯୋଗ ବିଶିଷ୍ଟ ଅର୍ଥାତ୍ ୧୦ , ୨୦ ଓ ୩୦ ଯୁକ୍ତ ଦ୍ୱାର ଯେମିତି ନ ହୁଏ।

🦋ନବ ନିର୍ମିତ ଘରେ ପୁରୁଣା ଦରଜା କିମ୍ବା କବାଟର ପ୍ରୟୋଗ ଅତ୍ୟନ୍ତ ଶୁଭ ଦାୟକ ଅଟେ।

🦋ଭୋଜନ କକ୍ଷ ପଶ୍ଚିମ ଦିଗରେ କରିବା ସହ ଉତ୍ତର କିମ୍ବା ପୂର୍ବକୁ ମୁଖ କରି ଭୋଜନ କରିବା ଉଚିତ୍।

🦋ପୂଜା କଲାବେଳେ ଉତ୍ତର କିମ୍ବା ପୂର୍ବକୁ ମୁଖ କରି ବସିବା ଶୁଭପ୍ରଦ ହୋଇଥାଏ।

🦋ଠାକୁରଙ୍କ ମୂର୍ତ୍ତି ବା ଫଟୋକୁ ପୂଜା ଗୃହର ପୂର୍ବ ବା ପଶ୍ଚିମରେ ରଖନ୍ତୁ।

🦋ରୋଷେଇ ଗୃହର ରଙ୍ଗ ହଳଦିଆ କିମ୍ବା ଗୋଲାପୀ କରନ୍ତୁ।

 ସଂଗ୍ରହ:- ଶକ୍ତି ରଥ

     🌹🌳🔘ଜୟ ଜଗନ୍ନାଥ🔘🌳🌹
[5:12 am, 05/07/2021] News Post Odia Daily: 💌ଆଜିର ଜଣା ଅଜଣା💌
🦚ତାରିଖ : ୦୫-୦୭-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

🔘ଦେଢସୁର ଭାଇବହୁ କୁ ଛୁଇଁବା ମନା କାହିଁକି ?

📝ସମାଜ ଗଠନ ପୂର୍ବରୁ ପୁରୁଷ ଓ ନାରୀ ମଧ୍ୟରେ କୌଣସି ପାରିବାରିକ ବନ୍ଧନ ବା ସମ୍ପର୍କ ନଥିଲା। ପରିବାର ଓ ସମାଜ ଗଠନ ହେବାରୁ ସେମାନଙ୍କ ମାଧ୍ୟରେ ସୃଷ୍ଟି ହେଲା ସମ୍ପର୍କ। ସାମାଜିକ ନିୟମ ଅନୁସାରେ କନ୍ୟା, ପରସ୍ତ୍ରୀ, ଭଗ୍ନୀ, ଭାଇର ସ୍ତ୍ରୀ, ମାତା ଆଦିଙ୍କ ସହ ଯୌନ ସଂପର୍କକୁ ନିଷିଦ୍ଧ କରାଗଲା। ସ୍ୱାମୀର ବଡଭାଇକୁ ଦେଢଶୁର କୁହାଯାଏ । ପରିବାରର ଦେଢଶୁରର ପ୍ରାଧାନ୍ୟ ଅଧିକ, କାରଣ ସେ ବଡ। ସମାଜ ଆରମ୍ଭରେ ଏହି ପ୍ରଧାନ୍ୟତାର ସୁଯୋଗ ନେଇ ଦେଢଶୁର ଓ ଭାଇବୋହୁ ମଧ୍ୟରେ କେତେକ କ୍ଷେତ୍ରରେ ଅସାମାଜିକ ବା ଅନୈତିକ ସଂପର୍କ କିମ୍ବା ବଳାତ୍କାର ଘଟିଥିବ । ଏହିଭଳି ଦୁର୍ଘଟଣାରୁ ସମାଜକୁ ରକ୍ଷା କରିବା ପାଇଁ ଦେଢଶୁରକୁ ଭାଇବୋହୁ ଛୁଇଁବା ମନା କରାଜାଇଛ।।

      🌹🌳🔘ଜୟ ଜଗନ୍ନାଥ🔘🌳🌹
[5:12 am, 05/07/2021] News Post Odia Daily: 🌄 समाचार सुप्रभात🗞

   05 जुलाई, 2021 सोमवार
          ➖➖➖

♨️  मुख्य समाचार

■ पुष्कर सिंह धामी ने उत्तराखंड के मुख्यमंत्री के रूप में शपथ ली, प्रधानमंत्री नरेन्‍द्र मोदी ने बधाई दी

■ देश में अब तक 35 करोड़ से अधिक लोगों को कोविड टीके लगाए गए, स्‍वस्थ होने की दर बढ़कर 97.09 प्रतिशत हुई

■ देश में कोविड टीके की जांच के लिए दो और केंद्रीय औषधि प्रयोगशालाएं स्थापित की गईं

■ प्रधानमंत्री नरेंद्र मोदी आज कोविन वैश्विक सम्मेलन में अपने विचार साझा करेंगे

■ दिल्ली सरकार ने आज से बिना दर्शकों के स्टेडियम और खेल परिसर खोलने की अनुमति दी

🇮🇳 राष्ट्रीय

■ मानव तस्करी (बचाव, देखभाल और पुनर्वास) विधेयक 2021 पर सुझाव और टिप्पणियां आमंत्रित

■ गृहमंत्री अमित शाह ने कल कश्‍मीर के सिख गुरुद्वारा प्रबंधक समिति के एक शिष्‍टमंडल से मुलाकात की

🌎 अंतरराष्ट्रीय

■ बांग्‍लादेश में 1 जुलाई से शुरू हुआ देशव्यापी लॉकडाउन जारी

■ दक्षिणी फिलीपीन्स में 92 लोगों को ले जा रहा एक सी-130 विमान दुर्घटनाग्रस्त

🏀 खेल जगत

■ विंबलडन टेनिस टूर्नामेंट में रूस के डानिल मेदवेदेव क्रोएशिया के मारिन सिलिच को हराकर चौथे दौर में पहुंचे

■ विम्‍बलडन में सानिया मिर्जा और रोहन बोपन्‍ना की जोड़ी मिक्‍स्‍ड डबल्‍स के तीसरे दौर में पहुंच गई

■ सौजन्य: शिक्षा जगत न्यूज ग्रुप- रेवाड़ी

🇭🇰 राज्य समाचार

■ असम सरकार ने स्थानीय मुसलमानों के विकास के मुद्दों से निपटने के लिए आठ उप-समूहों का गठन करने का फैसला किया

■ उत्‍तर प्रदेश में वन महोत्‍सव के दौरान 25 करोड़ पौधे लगाकर नया कीर्तिमान स्‍थापित किया

■ पंजाब के बाद अब हरियाणा कांग्रेस में घमासान

■ महाराष्ट्र विधानसभा का मानसून सत्र आज से मुंबई में शुरू

■ सिक्किम में कोरोना के कारण जारी पाबंदियों को कुछ छूट के साथ 12 जुलाई सुबह छह बजे तक बढ़ाया गया

■ महाराष्ट्र के पालघर जिले में तारापुर रासायनिक कारखाने में शनिवार रात हुए विस्फोट में छह श्रमिक घायल

🚫चेतावनी: इस न्यूज़ बुलेटिन में दिए गए आंकड़े व समाचार भारत सरकार की न्यूज एजेंसी से लिए गए हैं अपने स्तर पर उनमें किसी तरह का बदलाव ना करें इसके लिए आप स्वयं जिम्मेवार होंगे
[5:12 am, 05/07/2021] News Post Odia Daily: 💌ଆଜିର ସାଧୁବାଣୀ💌
🦚ତାରିଖ : ୦୫-୦୭-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

🦋ସବୁବେଳେ ଅନ୍ଧ, ଅକ୍ଷମ ଲୋକଙ୍କୁ କିଛି ନ କିଛି ପ୍ରଦାନ କରନ୍ତୁ, କଲ୍ୟାଣ ହେବ ।।

🦋ମଣିଷର ଅସଲ ଚରିତ୍ର ତେବେ ସାମ୍ନାକୁ ଆସିଥାଏ...। ଯେବେ ସେ ନିଶାରେ ଥାଏ। ସେ ନିଶା ଧନର ନିଶା ହେଇଥାଉ, ପଦର ନିଶା ହୋଇଥାଉ ବା ମଦର ନିଶା ହୋଇଥାଉ ।।

🦋ଖୋଲା ଖୋଲି ଭାବେ ଯେ ଶତ୍ରୁତା କରେ ,ସେ ଠିକ କୋଷମୁକ୍ତ କୃପାଣ ପରି | ତାକୁ ବିଶେଷ ଡରିବା ଆବଶ୍ୟକ ନାହିଁ |କିନ୍ତୁ ଯିଏ ଉପରେ ସ୍ନେହମମତା ଦେଖାଇ ଭିତରେ ଭିତରେ କ୍ଷତି କରେ ,ତାକୁ ହିଁ ଡରିବାକୁ ହେବ ।।

🦋ଦୁନିଆରେ ସେହି ଲୋକମାନେ ସବୁବେଳେ ସଫଳ ହୋଇଥାନ୍ତି, ଯାହାର ନିଜ ଉପରେ ଭରଷା ଥାଏ ।।

🦋ଦୁଃଖ ସମୟରେ ସମସ୍ତେ ହାତ ଛାଡ଼ି ଦିଅନ୍ତି, ଆଉ ଖୁସି ସମୟରେ ସମସ୍ତେ ହାତ ବଢ଼ାଇବାକୁ ଚାଲି ଆସନ୍ତି। ସେଥିପାଇଁ ତ ଶବ ଗଲାବେଳେ ସମସ୍ତେ ପଛରେ ଚାଲିଥାନ୍ତି ଏବଂ ବରଯାତ୍ରୀ ଗଲାବେଳେ ସମସ୍ତେ ଆଗରେ ଚାଲିଥାନ୍ତି ।।

      🌹🌳🔘ଜୟ ଜଗନ୍ନାଥ🔘🌳🌹
[5:12 am, 05/07/2021] News Post Odia Daily: 💌ଆଜିର ନୀତିବାଣୀ💌
🦚ତାରିଖ : ୦୫-୦୭-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

🦋ଗୃହିଣୀ - ଏକ ଅତି ଛୋଟ ଶବ୍ଦ କିନ୍ତୁ ଏହାର ଅର୍ଥ ହେଉଛି ଅତି ସ୍ଵତନ୍ତ୍ର, ପୂରା ଗୃହ ଯାହାର ଋଣି ସେ ହେଉଛନ୍ତି - ଗୃହିଣୀ ।।

🦋ପକୃତ ସଚ୍ଚୋଟ ଲୋକ କଥା ରେ ନୁହେଁ, କାମରେ କରି ଦେଖେଇଥାନ୍ତି ।।

🦋କୂଅରୁ ପାଣି ବାହାର କରୁଥିବା ଲୋକର ଧ୍ୟାନ ଈଶ୍ୱର ସ୍ମରଣ ପ୍ରତି ରହିବା ଉଚିତ୍ ।।

🦋ସଂସାରରେ ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ, ଯାହାର ବିଷ ତାର ଦାନ୍ତରେ ନୁହେଁ ତା କଥା ବାର୍ତ୍ତାରେ ଥାଏ ।।

🦋ଆଶାରେ ହିଁ ଜଣେ ବ୍ୟକ୍ତି ଅଗ୍ରସର ହୋଇଥାଏ। ତେଣୁ ନିରାଶାକୁ ପ୍ରତ୍ୟେକ ବ୍ୟକ୍ତି ନିଜଠାରୁ ଦୁରେଇ ରଖନ୍ତୁ ।।

      🌹🌳🔘ଜୟ ଜଗନ୍ନାଥ🔘🌳🌹
[5:12 am, 05/07/2021] News Post Odia Daily: 💌ଆଜିର ମହତବାଣୀ💌
🦚ତାରିଖ : ୨୯-୦୬-୨୦୨୧🦚
✤• • • • • • ✤ • • • • • • ✤• • • • • • ✤
 
🦋ଭୀରୁତା ପଚାରେ - ଏଇଟା ନିରାପଦ ତ?

🦋ତତ୍କାଳିତା ପଚାରେ - ଏଇଟା ଚତୁରତା ତ?

🦋ଅହଂକାର ପଚାରେ - ଏଇଟା ଲୋକପ୍ରିୟ ହେବ ତ ?

🦋କିନ୍ତୁ ବିବେକ ପଚାରେ ଏଇଟା ଠିକ ତ ?(ମହାତ୍ମାଗାନ୍ଧୀ)

🦋ଆସନ୍ତାକାଲିର କଥାଟି ଅଳସୁଆ ଲୋକ କାନକୁ ଖୁବ୍ ଚମତ୍କାର ଲାଗେ ।(ସୁକ୍ତି)

🦋ଈଶ୍ୱର ପ୍ରାପ୍ତିର ସବୁଠାରୁ ଫଳପ୍ରଦ ପନ୍ଥା , ହେଉଛି ନିଷ୍କାମ ସେବା ।(କନଫୁସିଅସ୍)

🦋ମନରେ କ୍ରୋଧ ଜାତ ହେଲାମାତ୍ରେ ପରିଣାମ କଥା ଚିନ୍ତା କର ।(ସମର୍ଥ ରାମଦାସ)

🦋ଯେ ଆନନ୍ଦରେ ଉଦ୍ଧତ ଓ ଉନ୍ମତ୍ତ ହୋଇପଡେ ଏବଂ ଦୁଃଖ କିମ୍ବା ବିପଦରେ ଅବନତ ଓ ଶିଥିଳ ହୋଇପଡେ ସେ ନୀଚ ଓ ଦୁର୍ବଳ ।(କନ୍ଫୁସିୟସ୍)

🦋ସରଳତା ଏଭଳି ଏକ ଗୁଣ , ଯାହାକୁ କି ନକଲ କରି ହେବ ନାହିଁ ।(ଲଙ୍ଗ୍ ଫେଲୋ)

ସଂଗ୍ରହ : 🕊️♥️@ଶକ୍ତି ରଥ♥️🕊️

     🌹🌳🔘ଜୟ ଜଗନ୍ନାଥ🔘🌳🌹
[5:12 am, 05/07/2021] News Post Odia Daily: 💌ଆଜିର ପ୍ରଶାନ୍ତି ଅନୁଚିନ୍ତା💌
🦚ତାରିଖ : ୦୫-୦୭-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

📝ସନ୍ଦେହ ନିବାରିଣୀ ପୁସ୍ତକରେ ବାବା ଆମକୁ ୪୬ ଟି ବଛାବଛା ଅଳଙ୍କାରରେ ଆଶୀର୍ବାଦ କରିଛନ୍ତି । ପ୍ରଥମ ୯ କ’ଣ?  ଭଗବାନ ଆଜି ସ୍ନେହପୂର୍ଣ୍ଣ ଏବଂ ଆନନ୍ଦରେ ଆମକୁ ମନେ ପକାଇଛନ୍ତି ।

ମୁଁ ତୁମକୁ ବର୍ତ୍ତମାନ କିଛି ମନୋନୀତ ଅଳଙ୍କାର, କିମ୍ବା ଆଚରଣର ସିଦ୍ଧାନ୍ତ ଦେବି, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କୁ ଭଲ ଭାବରେ ସଂଗ୍ରହ କର ଏବଂ ସଂରକ୍ଷଣ କର । ସେମାନଙ୍କୁ ଭଲ ଭାବରେ ଅନୁଭବ କର, ସେମାନଙ୍କୁ ଅଭ୍ୟାସରେ ରଖ, ଏବଂ ସେଥିରୁ ଆନନ୍ଦ ପ୍ରାପ୍ତ କର । ଏହି ଅଳଙ୍କାର ପିନ୍ଧ ଏବଂ ନିଜକୁ ସୌନ୍ଦର୍ଯ୍ୟବାନ କର । ୧) ଈଶ୍ୱରୀୟ ପ୍ରେମ (ପ୍ରେମ) କୁ ଜୀବନର ନିଶ୍ୱାସ ଭାବରେ ବିବେଚନା କରାଯିବା ଉଚିତ । ୨)ପ୍ରେମ ଯାହା ସବୁ ଜିନିଷରେ ସମାନ ଭାବରେ ଦେଖାଯାଏ - ବିଶ୍ୱାସ କର ଯେ ପ୍ରେମ ହେଉଛି ସର୍ବୋଚ୍ଚ ଆତ୍ମା (ପରମାତ୍ମା) । ୩) ଗୋଟିଏ ପରମାତ୍ମା ପ୍ରେମ ଆକାରରେ ସମସ୍ତଙ୍କ ଭିତରେ । ୪) ପ୍ରେମର ଅନ୍ୟ ସମସ୍ତ ପ୍ରକାର ଅପେକ୍ଷା, ପ୍ରଭୁଙ୍କ ଉପରେ ଜଣଙ୍କର ପ୍ରେମ ସ୍ଥିର କରିବା ପାଇଁ ପ୍ରଥମ ପ୍ରୟାସ ହେବା ଉଚିତ । ୫) ଭଗବାନଙ୍କ ପ୍ରତି ଏହିପରି ପ୍ରେମ ହେଉଛି ଭକ୍ତି (ଭକ୍ତି);  ମୌଳିକ ପରୀକ୍ଷା ହେଉଛି ଏହାର ଅଧିଗ୍ରହଣ । ୬) ଯେଉଁମାନେ ପରମାତ୍ମାଙ୍କ ସୁଖ ଖୋଜନ୍ତି, ସେମାନେ ଇନ୍ଦ୍ରିୟ ବସ୍ତୁଗୁଡ଼ିକର ଆନନ୍ଦ ପରେ ଦୌଡିବା ଉଚିତ୍ ନୁହେଁ । ୭) ସତ୍ୟ (ସତ୍ୟ) କୁ ନିଶ୍ୱାସ ନେବା ଭଳି ଜୀବନ ପ୍ରଦାନକାରୀ ଭାବରେ ଗ୍ରହଣ କରାଯିବା ଆବଶ୍ୟକ । ୮) ଯେପରି ଏକ ଶରୀର ଯାହାର ଶ୍ୱାସ ନଥାଏ ଏବଂ କିଛି ମିନିଟ୍ ମଧ୍ୟରେ କ୍ଷୟ ଏବଂ ଦୁର୍ଗନ୍ଧ ହେବାକୁ ଲାଗେ, ସତ୍ୟ ବିନା ଜୀବନ ମଧ୍ୟ ଅଦରକାରୀ  ଏବଂ ଦୁଃଖର ଦୁର୍ଗନ୍ଧମୟ ସ୍ଥାନ ହୋଇଯାଏ । ୯) ବିଶ୍ୱାସ କର ଯେ ସତ୍ୟଠାରୁ ବଡ଼ , ଅଧିକ ମୂଲ୍ୟବାନ, ମଧୁର ଏବଂ ଅଧିକ ସ୍ଥାୟୀ କିଛି ନାହିଁ ।

ସନ୍ଦେହ ନିବାରିଣୀ,  ଅଧ୍ୟାୟ ୭ ।

ଆମର ଭଲ ଆଚରଣ ହେଉଛି ଆମର ପ୍ରକୃତ ଧନ ।

      🌹🌳🔘ଜୟ ଜଗନ୍ନାଥ🔘🌳🌹
[5:12 am, 05/07/2021] News Post Odia Daily: 💌ଆଜିର ଭାଗବତ ବାଣୀ💌 
🦚ତାରିଖ : ୦୫-୦୭-୨୦୨୧🦚
✤• • • • • • ✤ • • • • • • ✤• • • • • • ✤

📝ମଣିଷ ଶରୀର ହେଉଛି ରଥ, ଇନ୍ଦ୍ରିୟମାନେ ହେଉଛନ୍ତି ଘୋଡ଼ା,  ଇନ୍ଦ୍ରିୟମାନଙ୍କର ସ୍ବାମୀ ମନ ହେଉଛି ଲଗାମ, ଶବ୍ଦାଦି ବିଷୟ ହେଉଛି ମାର୍ଗ, ବୁଦ୍ଧି ହେଉଛି ରଥର ସାରଥି, ଚିତ୍ତ ହେଉଛି ଭଗବାନଙ୍କ ଦ୍ବାରା ନିର୍ମିତ ବାନ୍ଧିବା ଦଉଡ଼ି, ଦଶ ପ୍ରାଣ ହେଉଛନ୍ତି ଅଖ, ଧର୍ମ ଓ ଅଧର୍ମ ହେଉଛି ଦୁଇଟି ଚକ ଏବଂ ଏସବୁର ଅଭିମାନୀ ଜୀବ ହେଉଛି ରଥୀ । ଓଁକାର ହେଉଛି ରଥୀର ଧନୁ, ଶୁଦ୍ଧ ଜୀବାତ୍ମା ହେଉଛି ଶର ଏବଂ ପରମାତ୍ମା ହେଉଛନ୍ତି ଲକ୍ଷ୍ୟ । ରାଗ, ଦ୍ବେଷ, ଲୋଭ, ଶୋକ, ମୋହ, ଭୟ, ମଦ, ମାନ, ଅପମାନ, ହିଂସା, ପରଶ୍ରୀକାତରତା, ତୃଷ୍ଣା, ପ୍ରମାଦ, କ୍ଷୁଧା ଓ ନିଦ୍ରା ଏପରି ଅନେକ ବିଷୟ ହେଉଛି ଜୀବମାନଙ୍କର ଶତ୍ରୁ । ଏହି ମନୁଷ୍ୟଶରୀରରୂପୀ ରଥ ଯେପର୍ଯ୍ୟନ୍ତ ନିଜ ଆୟତ୍ତରେ ଅଛି ଏବଂ ଏହାର ଇନ୍ଦ୍ରିୟ, ମନ ଆଦି ସକଳ ଉପକରଣ ଭଲ ଅବସ୍ଥାରେ ଅଛନ୍ତି, ସେହି ସମୟ ମଧ୍ୟରେ ଶ୍ରୀଗୁରୁଦେବଙ୍କ ଚରଣକମଳର ସେବାପୂଜାଦ୍ବାରା ଭଲରୂପେ ଶାଣ ଦିଆଯାଇ ଧାରୁଆ ହୋଇଥିବା ତୀକ୍ଷ୍ଣ ଜ୍ଞାନରୂପୀ ଖଡ୍ଗ ନେଇ, ଭଗବାନଙ୍କ ଆଶ୍ରୟରେ ଏହିସବୁ ଶତୃମାନଙ୍କୁ ନାଶ ନ କଲେ ସାମାନ୍ୟ ଅସାବଧାନତାରେ ଇନ୍ଦ୍ରିୟରୂପୀ ଦୁଷ୍ଟଘୋଡ଼ାମାନେ ଏବଂ ସେମାନଙ୍କ ସହିତ ମିତ୍ରତା ରଖିଥିବା ବୁଦ୍ଧିରୂପୀ ସାରଥି ରଥର ସ୍ବାମୀ ଜୀବକୁ ବିପରୀତ ପଥରେ ନେଇଯିବେ ଓ ତାହାକୁ ବିଷୟରୂପୀ ଲୁଣ୍ଠନକାରୀମାନଙ୍କ ହାବୁଡ଼ରେ ପକାଇଦେବେ । ସେହି ଡକାୟତମାନେ ସାରଥି ଓ ଘୋଡ଼ାଙ୍କ ସମେତ ଏହି ଜୀବକୁ ନେଇ ମୃତ୍ୟୁଠାରୁ ମଧ୍ୟ ଅଧିକ ଭୟାନକ ଘୋର ଅନ୍ଧକାରମୟ ସଂସାରକୂପ ମଧ୍ୟକୁ ଠେଲି ଦେବେ । 

                     ।। ୭/୧୫/୪୧-୪୬।।
            
  🌹🌳🔘ଶ୍ରୀ ଜଗନ୍ନାଥ ଶରଣଂ🔘🌳🌹

No comments:

Post a Comment