[6:33 am, 10/07/2021] News Post Odia Daily:
ଖବର ଆଜିର
ତାରିଖ ୧୦/୦୭/୨୧, ଶନିବାର
୧-ମନରେଗା ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା, ୩୨ ଲକ୍ଷ ଶ୍ରମିକଙ୍କ ଆକାଉଣ୍ଟକୁ ଗଲା ୩୫୨ କୋଟି ଟଙ୍କା।
୨-ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଁ ଚେଷ୍ଟା କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା।
୩-'କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ‘ୱାଜା ଓଡ଼ିଶା’ର ଅଧ୍ୟକ୍ଷା ଭାବେ ମନୋନୀତ।
୪-ପୁଣି ହୃଦୟ ଜିଣିଲେ ସବ୍ୟ-ଅର୍ଚ୍ଚିତା, ଭୁବନେଶ୍ୱର ଓ କଟକର ସିନେମା ହଲ୍ କର୍ମଚାରୀଙ୍କୁ ବାଣ୍ଟିଲେ ରାସନ ସାମଗ୍ରୀ।
୫-ଜୁଲାଇ ୧୫ରେ ବାମଦଳ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା, ସମର୍ଥନ କରିବ କଂଗ୍ରେସ।
୬-ରାଜ୍ୟରେ ପୁଣି ବଢିଲା ଦୈନିକ ସଂକ୍ରମଣ, ଏବେବି ବି ଚିନ୍ତା ଜନକ ସ୍ଥିତିରେ ଉପକୂଳ ଓଡ଼ିଶା।
୭-ଆଇଜି ଏସ ଦେବଦତ୍ତ ସିଂହଙ୍କୁ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଅଖିଳେଶ୍ବର ସିଂହ ହେଲେ ଜଗତସିଂହପୁର ଏସ୍ପି।
୮-ପୁରୀ:୧୧ତାରିଖ ରାତି ୮ଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଜାରି ହେବ ସାନ୍ଧ୍ୟ ଆଇନ୍।
୯-'B' କାଟାଗୋରୀ ଜିଲ୍ଲାରେ ଆଜିଠୁ ସ୍ଲଟ ବୁକିଂ,୧୩ରୁ DL ଟେଷ୍ଟ ଆରମ୍ଭ।
୧୦-ପାଣିପାଗ: ଦକ୍ଷିଣ ଓଡ଼ିଶାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଅଧିକ ବର୍ଷା ସମ୍ଭାବନା।
୧୧-ସ୍ମାର୍ଟଫୋନ୍ ବ୍ୟବହାର ମାମଲାରେ ଦ୍ୱିତୀୟ ସ୍ଥାନରେ ଭାରତ, ତୃତୀୟରେ ଆମେରିକା, ଶୀର୍ଷରେ ଚୀନ।
୧୨-ଅଯୋଧ୍ୟା ସରଜୁ ନଦୀରେ ସ୍ନାନ ବେଳେ ଗୋଟିଏ ପରିବାରର ୧୨ ଜଣ ନିଖୋଜ, ୩ ଉଦ୍ଧାର।
୧୩-ଟୋକିଓରେ ପହଞ୍ଚିଲା ଅଲିମ୍ପିକ୍ସ ଶିଖା,ଗଭର୍ଣ୍ଣର ୟୁରିକୋ କୋଇକେଙ୍କୁ କରାଗଲା ହସ୍ତାନ୍ତର।
🙏 ସୁପ୍ରଭାତ, ଗୁଡ଼ ମର୍ଣିଂ 🙏
[5:51 am, 10/07/2021] News Post Odia Daily:
▭▬▭▬▭▬▭▬▭▬▭▬▭▬▭▬ ☞ ଆଜିର ଖବର ☜ ☞ ତାରିଖ–୧୦-୦୭-୨୦୨୧(ଶନିବାର)☜▭▬▭▬▭▬▭▬▭▬▭▬▭▬▭▬
୧. ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଁ ଚେଷ୍ଟା କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
୨. ଜୁକି ୧୫ ପରେ ରାଜ୍ୟରେ ଗର୍ଭବତୀମାନଙ୍କୁ ଟୀକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗର ସୂଚନା ।
୩. କୋଭିଡ ଚିକିତ୍ସା ଅବ୍ୟବସ୍ଥା ପ୍ରସଙ୍ଗରେ ପିଆରଏମ ମେଡିକାଲ କଲେଜ ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ରାଜ୍ୟ ମାନବାଧିକାର ଆୟୋଗ ।
୪. ମନରେଗା ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା, ୩୨ ଲକ୍ଷ ଶ୍ରମିକଙ୍କୁ ଦିଆଗଲା ୩୫୨ କୋଟି, ପ୍ରତି ଶ୍ରମଦିବସ ପାଇଁ ନିର୍ମାଣ ଶ୍ରମିକ ପାଇବେ ଅତିରିକ୍ତ ୫୦ ଟଙ୍କା ।
୫. ଆଇଏଏସ ବିଷ୍ଣୁପଦ ସେଠୀଙ୍କ ବିରୋଧରେ ମାମଲା ଖାରଜ, ସଦିଚ୍ଛାକ୍ରମେ ଟଙ୍କା ଫେରାଇ ଥିବାରୁ ବିଷ୍ଣୁପଦଙ୍କୁ ପ୍ରଶଂସା କଲେ ଲୋକାୟୁକ୍ତ ।
୬. ଆଜି ରାଜ୍ୟରେ ୨୮୦୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୩୪୧ ସୁସ୍ଥ ଓ ୬୧ ମୃତ ।
୭. ଦେଶରେ ଆଜି ୪୩, ୩୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ୪୪, ୪୫୯ ସୁସ୍ଥ ଓ ୯୧୧ ମୃତ ।
୮. ଅଯୋଧ୍ୟା ସରଜୁ ନଦୀରେ ସ୍ନାନ ବେଳେ ଗୋଟିଏ ପରିବାରର ୧୨ ଜଣ ନିଖୋଜ, ୩ ଉଦ୍ଧାର ।
୯. ଆଇପିଏସ ସ୍ତରରେ ଅଦଳବଦଳ: କେନ୍ଦ୍ରୀୟ ଡେପୁଟେସନରୁ ଆସିଥିବା ଆଇଜି ଏସ ଦେବଦତ୍ତ ସିଂହଙ୍କୁ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଅଖିଳେଶ୍ବର ସିଂହ ହେଲେ ଜଗତସିଂହପୁର ଏସ୍ପି ।
୧୦. ପ୍ରକାଶ ଆର ଭିଜିଲାନ୍ସ ଏସ୍ପି, ପିଏସ ପରଷୋତ୍ତମ ଦାସଙ୍କୁ ନବରଙ୍ଗପୁର ଏସ୍ପି, ରାହୁଲ ଜୈନଙ୍କୁ ବରଗଡ଼ ଏସପି, ପ୍ରତ୍ୟୁଷ ଦିବାକରଙ୍କୁ ନୂଆପଡ଼ା ଏସପି ଭାବେ ଦାୟିତ୍ବ ଦିଆଯାଇଛି ।
୧୧. ମାଲକାନଗିରି ଏସ୍ପି ଭାବେ ପିଏସ ମୀନା ଏବଂ ମୟୁରଭଞ୍ଜ ଏସପି ଭାବେ କେଆର ଦ୍ୟାନଦେଓଙ୍କୁ ନିଯୁକ୍ତି ।
୧୨. ବାଂଲାଦେଶ ନାରାୟଣଗଞ୍ଜ କାରଖାନା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ।
୧୩. କଣ୍ଠଶିଳ୍ପୀ ଅସୀମା ପଣ୍ଡା ଦୁର୍ଘଟଣାର ଶିକାର! କଟକ ନେତାଜୀ ସେତୁ ଉପରେ ଦୁର୍ଘଟଣା ।
୧୪. ସମାନ ନାଗରିକ ସଂହିତା ପ୍ରଣୟନର ସମୟ ଆସିଛି । ଦେଶରେ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍ କୋଡ୍) ପ୍ରଣୟନ ସପକ୍ଷରେ ମତ ଦେଇଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ।
୧୫. ଶନିବାର ୧୦ତାରିଖ ଦିନ ପୁରୀ ସହରରେ ଲାଗୁ ହେବନାହିଁ ସପ୍ତାହାନ୍ତ କଟକଣା । ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶନାମା ପ୍ରକାଶ ପାଇଛି ।
୧୬. ବିଭିନ୍ନ କୃଷି ଯୋଜନାର ସଫଳ ରୂପାୟନ ଦିଗରେ ଯାଞ୍ଚ ଓ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଯୁଗ୍ମ ସ୍କ୍ୱାଡ୍ ଗଠନ କରାଯାଇଛି ।
୧୭. ଜୁନ୍ରେ ଏମ୍ବିପିଏସ୍ ଡାଉନଲୋଡ ସ୍ପିଡ୍ ସହିତ ୪ଜି ସ୍ପିଡ୍ ଚାର୍ଟ ଶୀର୍ଷରେ ରିଲାଏନ୍ସ ଜିଓ: ଟ୍ରାଇ ତଥ୍ୟ ।
୧୮. ଧୋନୀ ୨୦୨୨ ଆଇପିଏଲ୍ ନଖେଳିଲେ ମୁଁ ଖେଳିବି ନାହିଁ: ରୈନା ।
୧୯. ଚୀନର ଆଉ ଏକ ନୂଆ ଚାଲ୍, ତିବ୍ବତୀୟ ଯୁବକଙ୍କୁ ଦେଉଛି ସୈନ୍ୟ ପ୍ରଶିକ୍ଷଣ, ସେନାରେ ସାମିଲ ପାଇଁ କରୁଛି ଯୋଜନା ।
୨୦. ୧୩ରୁ ଆରମ୍ଭ ହେବ ନାହିଁ ଭାରତ-ଶ୍ରୀଲଙ୍କା ସିରିଜ୍ ।
୨୧. ନିଜ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲରେ ପହଞ୍ଚିବା ସହିତ ଇଟାଲୀର ମାଟ୍ଟେଓ ବେରେଟ୍ଟିନି ଇତିହାସ ସୃଷ୍ଟି କରିଛନ୍ତି ।
୨୨. ଡେଲାଟ, ଡେଲଟା ପ୍ଲସ ପରେ ଚିହ୍ନଟ ହେଲା କାପ୍ପା ଭାରିଆଣ୍ଟ ।
୨୩. ଟ୍ରେନିଂ ସରିବ, ଟୀକା ମିଳିବ । ଜୁଲାଇ ୧୫ ସୁଦ୍ଧା ସରିବ ଟୀକା ପାଇଁ ଟ୍ରେନିଂ । ଭ୍ୟାକ୍ସିନ ନେବାକୁ ଧାଡିରେ ଛିଡା ହେବେନି ଗର୍ଭବତୀ ।
୨୪. ଜାତୀୟସ୍ତରରେ ଲେଖକ-ସାମ୍ବାଦିକଙ୍କ ପ୍ରଥମ ମିଳିତ ମଞ୍ଚ ’ରାଇଟର୍ସ ଆଣ୍ଡ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍(ଡବ୍ଲ୍ୟୁଏଜେଏ, ଇଣ୍ଡିଆ) ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷାଭାବେ ବିଶିଷ୍ଟ ଲେଖିକା, ସାମ୍ବାଦିକା, ସମାଜସେବୀ, ଉଦ୍ୟୋଗୀ ତଥା ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ମନୋନୀତ ହୋଇଛନ୍ତି ।
୨୫. ନୂଆ ଜାତୀୟ ଶିକ୍ଷା ନୀତିର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
୨୬. ଆସନ୍ତାକାଲିଠୁ ଡ୍ରାଇଭିଂ ଟେଷ୍ଟ ପାଇଁ ବୁକିଂ ଆରମ୍ଭ ।
୨୭. ବିନା ଭକ୍ତରେ ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ୩ଦିନ ଧରି ହେବ ନେତ୍ର ଉତ୍ସବ । ସୋମବାର ଘୋଷଯାତ୍ରା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।
➡️ମାସ୍କ ପିନ୍ଧିବା ଏମିତି, ପାଟି ଓ ନାକ ଘୋଡେଇ ରହିବ ଯେମିତି । ମୁହଁରେ ହାତ ନ ବାଜିଲେ, କରୋନାଠୁ ଥିବା ଦୂରରେ-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ।
ଶୁଭସକାଳ , GOOD MORNING 🙏
▭▬▭▬▭▬▭▬▭▬▭▬▭▬▭▬
[5:51 am, 10/07/2021] News Post Odia Daily:
╭─────────────────────╮
🌄ସକାଳର ଖବର,୧୦-ଜୁଲାଇ-୨୦୨୧,ଶନିବାର
╰─────────────────────╯
➡️୧-ଶେଷ ହେଲା ତିନି ରଥର ପ୍ରଭା ଫିଟଙ୍ଗ, ଆଜି ଅନୁଷ୍ଠିତ ହେବ ଉଭା ଯାତ୍ରା । ମହାପ୍ରଭୁ ସୁସ୍ଥ ହେବା ପରେ ବିନା ଭକ୍ତରେ ୩ଦିନ ଧରି କେବଳ ସେବାୟତଙ୍କୁ ମିଳିବ ନେତ୍ର ଉତ୍ସବ ସହ ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ସେପଟେ ସୋମବାର ଘୋଷଯାତ୍ରା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।
➡️୨-ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଟାଉନରେ ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ ଲାଗିବ କର୍ଫ୍ୟୁ । ଆଜିଠାରୁ ପୁରୀ ରେ ଜରୁରୀକାଳୀନ ସେବା ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର ୧୮୦୦୩୪୫୭୪୯୫ ।
➡️୩-ଝଟକିବ ଶ୍ରୀମନ୍ଦିର ଦ୍ୱାର, ମୁମ୍ୱାଇରୁ ଆସିଲା ୧.୨ ଟନ ରୁପା । ୩ ଦ୍ୱାରର ନିର୍ମାଣ କାର୍ଯ୍ୟ ନୀଳାଦ୍ରୀ ଭକ୍ତ ନିବାସରେ ଚାଲିଛି।
➡️୪-ମନରେଗା ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା, ୩୨ ଲକ୍ଷ ଶ୍ରମିକଙ୍କ ଆକାଉଣ୍ଟକୁ ଦିଆଗଲା ୩୫୨ କୋଟି ।
➡️୫-ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଁ ଚେଷ୍ଟା କରାଯାଉଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା । ।
➡️୬-ଜୁଲାଇ ୧୫ ପରେ ରାଜ୍ୟରେ ଗର୍ଭବତୀମାନଙ୍କୁ ଟୀକାକରଣ କରାଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ।
➡️୭-ଦୁବାଇ ଲଞ୍ଚ କଲା ବିଶ୍ୱର ଗଭୀରତମ ସ୍ୱିମିଂ ପୁଲ । ୬୦ ମିଟର ଗଭୀର ସ୍ୱିମିଂ ପୁଲରେ ରହିଛି ଦୋକାନ, ଲାଇବ୍ରେରି ସହ ରେସ୍ତୋରାଁ ।
➡️୮-ଆଇପିଏସ ସ୍ତରରେ ଅଦଳବଦଳ: କେନ୍ଦ୍ରୀୟ ଡେପୁଟେସନରୁ ଆସିଥିବା ଆଇଜି ଏସ ଦେବଦତ୍ତ ସିଂହଙ୍କୁ ପୁଲିସ ମୁଖ୍ୟାଳୟରେ ଆଇଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଅଖିଳେଶ୍ବର ସିଂହ ହେଲେ ଜଗତସିଂହପୁର ଏସ୍ପି ।
➡️୯-ଦାୟିତ୍ୱ ନେଉ ନେଉ ନୂଆ ଫର୍ମୁଲା ଆଣି ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ । ଏଣିକି ରେଳମନ୍ତ୍ରାଳୟରେ ଦୁଇ ସିଫ୍ଟରେ ହେବ କାର୍ଯ୍ୟ । ରାତ୍ରୀ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଅଫିସ ।
➡️୧୦-କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ରୁଙ୍ଗଟା ମାଇନ୍ସ ଲିମିଟେଡ ପକ୍ଷରୁ ତିନି ମିଲିୟନ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ସମ୍ମନ୍ବିତ ଇସ୍ପାତ ପ୍ରକଳ୍ପକୁ ଉଚ୍ଚ ସ୍ତରୀୟ ପ୍ରକଳ୍ପ ଅନୁମୋଦନ ।
➡️୧୧-ଚଳିତ ବର୍ଷ ଭାରତରେ ୪୦ ହଜାର କ୍ୟାମ୍ପସ ନିଯୁକ୍ତି ଦେବ ଟିସିଏସ୍ । ଏ ସମ୍ପର୍କରେ କମ୍ପାନିର ମାନବ ସମ୍ବଳ ବିଭାଗର ଅନ୍ତର୍ଜାତୀୟ ମୁଖ୍ୟ ମିଲିନ୍ଦ ଲକ୍କଡ୍ ଦେଲେ ସୂଚନା ।
➡️୧୨-ଦେଶ ପାଇଁ ଆଉ ଏକ ବିପଦ, କେରଳରେ ୧୪ ଜଣଙ୍କ ଠାରେ ‘ଜିକା’ ଭୂତାଣୁ ଚିହ୍ନଟ । କରୋନା କଟକଣା କୋହଳ ପରେ ବଢୁଛି ଦୈନିକ ସଂକ୍ରମଣ ।
➡️୧୩-ଜମ୍ମୁ-କଶ୍ମୀରରେ ବଢିବ ବିଧାନସଭା ଆସନ, ୮୩ରୁ ହେବ ୯୦, ଆସନ୍ତା ବର୍ଷ ହୋଇପାରେ ନିର୍ବାଚନ ।
➡️୧୪-ପଞ୍ଜାବ ରେ ସପ୍ତାହାନ୍ତ ଲକ-ଡାଉନ୍ ସହ ହଟିଲା ନାଇଟ୍ କର୍ଫ୍ୟୁ ।
➡️୧୫-୪ଶହ କୋଠରୀର ମହଲରେ ରହୁଛନ୍ତି ଦେଶର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ, ଆଭ୍ୟନ୍ତରୀଣ ସାଜସଜ୍ଜାରେ ଲାଗିଛି ୫୬୦ କେଜି ସୁନା । ସେ ଖୁବଶୀଘ୍ର ଗ୍ୱାଲିୟର ଗସ୍ତରେ ଆସୁଥିବା ଜଣାପଡିଛି।
➡️୧୬-ନିକଟରେ ଏକ ରିସର୍ଚ୍ଚରେ ମିଳିଥିବା ସୂଚନା ଅନୁସାରେ ସ୍ମାର୍ଟଫୋନ୍ ବ୍ୟବହାର ମାମଲାରେ ପ୍ରଥମ ସ୍ଥାନରେ ଚୀନ ଅକ୍ତିଆର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଲା ଭାରତ, ତୃତୀୟରେ ରହିଛି ଆମେରିକା ।
➡️୧୭-ବାଂଲାଦେଶର ନାରାୟଣଗଞ୍ଜ ଏକ କାରଖାନାରେ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ।
➡️୧୮-୧୩ରୁ ହେବନି ଭାରତ-ଶ୍ରୀଲଙ୍କା ସିରିଜ୍,ଜୁଲାଇ ୧୭ ତାରିଖରୁ ଆରମ୍ଭ ହୋଇପାରେ। ଶ୍ରୀଲଙ୍କା କ୍ରିକେଟ୍ ଟିମର ଆନାଲିଷ୍ଟ ଜିଟି ନିରୋଶନ ଓ ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର୍ କରୋନାରେ ଆକ୍ରାନ୍ତ ଯୋଗୁଁ ଏଭଳି ନିଷ୍ପତ୍ତି ।
➡️୧୯-ଟୋକିଓ ଅଲମ୍ପିକ ପାଇଁ ଆସନ୍ତା ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟ ଭାରତରୁ ଖେଳାଳି ଯାତ୍ରା କରିବେ । ଏହି ଅବସର ପୂର୍ବରୁ ୧୩ରେ ଭାରତୀୟ ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି ।
➡️୨୦-ୱିମ୍ବଲଡନରେ ଇତିହାସ ରଚିଲେ ବେରେଟ୍ଟିନି । ବିଶ୍ୱ ମାନ୍ୟତାର ୯ ନମ୍ବର ସ୍ଥାନରେ ରହିଥିବା ବେରେଟ୍ଟିନୀ ପୋଲାଣ୍ଡର ହୁବର୍ଟ ହୁରକାଜଙ୍କୁ ୪ ସେଟ ବିଶିଷ୍ଟ ମୁକାବିଲାରେ ପରାସ୍ତ କରି ଫାଇନାଲରେ ପହଞ୍ଚିଲେ ।
➡️ପ୍ରତ୍ୟେକ ବ୍ୟକ୍ତି ଟୀକା ନିଅନ୍ତୁ,ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।
ଶୁଭ ସକାଳ,ସୁପ୍ରଭାତ
[6:33 am, 10/07/2021] News Post Odia Daily:
📆__Today in History___📜
📆10 जुलाई भारत और विश्व की ऐतिहासिक व प्रमुख घटनायें- Historical Events of 10 july📜
आज का इतिहास – 10 जुलाई को भारत और विश्व में कई घटनाओं हुई जिनका इतिहास के पन्नो में नाम दर्ज है और अक्सर आप सभी ने इतिहास के विषय में बहुत सी ऐसी एतिहाशिक घटनायो के बारे में पढ़ा होगा जो 10 जुलाई के इतिहास से संबधित हो, आइए जाने देश और दुनिया के इतिहास में आज के दिन यानी १० जुलाई को क्या क्या खास घटनाएं हुईं थीं.
🔰10 July Ka Itihas (10 July की ऐतिहासिक घटनाये)👇
🔹1921 – बेलफास्ट का खूनी रविवार: उत्तरी आयरलैंड के बेलफास्ट में दंगों और बंदूक युद्धों के दौरान 16 लोग मारे गए और 161 घर नष्ट हो गए थे.
🔹1925 – मेहर बाबा ने 44 साल की अपनी चुप्पी शुरू की। उनके अनुयायियों ने स्मारक में इस तारीख को मौन दिवस मनाया था.
🔹1927 – केविन ओहिगिन्स टीडी, आयरिश फ्री स्टेट की कार्यकारी परिषद के उपाध्यक्ष आईआरए द्वारा हत्या कर दी गई थी.
🔹1940 – द्वितीय विश्व युद्ध: फ्रांस में विची सरकार की स्थापना हुई थी.
🔹1942 – नीदरलैंड और सोवियत संघ के बीच राजनयिक संबंध स्थापित किए गए थे.
🔹1943 – द्वितीय विश्व युद्ध: ऑपरेशन हुस्की सिसिली में शुरू हुआ था.
🔹1947 – मुहम्मद अली जिन्ना को ब्रिटिश प्रधानमंत्री क्लेमेंट एटली द्वारा पाकिस्तान के पहले गवर्नर जनरल के रूप में सिफारिश की गई थी.
🔹1951 – कोरियाई युद्ध: आर्मिस्टिस वार्ता काओसोंग में शुरू हुई थी.
🔹1962 – दुनिया का पहला संचार उपग्रह टेलीस्टार कक्षा में लॉन्च किया गया था.
🔹1973 – बहामा को राष्ट्रमंडल राष्ट्रों में पूर्ण आजादी मिली थी.
🔹1973 – पाकिस्तान की नेशनल असेंबली बांग्लादेश की मान्यता पर एक प्रस्ताव पारित किया था.
🔹1978 – एबीसी वर्ल्ड न्यूज ने एबीसी पर प्रीमियर लांच किया था.
🔹1991 – बोरिस येल्त्सिन ने रूस के पहले निर्वाचित राष्ट्रपति के रूप में पदभार संभाला था.
🔹2000 – ईएडीएस, दुनिया का दूसरा सबसे बड़ा एयरोस्पेस समूह एरोस्पातिया-मत्रा, डीएएसए और सीएएसए के विलय से बना था.
🔹2001 – श्रीलंका की राष्ट्रपति चंद्रिका कुमारतुंग ने संसद को निलंबित किया गया था.
🔹2005 – अर्जेन्टीना कनिष्ठ विश्वकप हॉकी का नया विजेता बन गया था.
🔹2005 – तूफान डेनिस फ्लोरिडा पैनहाउंडल में आता है जिसमे अरबों डॉलर नुकसान हुआ था.
🔹2007 – एर्डेन इरुस ने दुनिया के पहले एकल मानव संचालित सर्कविगेशन शुरू किया था.
🔹2008 – पूर्व मैसेडोनियाई गृह मंत्री ल्यूज बोस्कोस्की को संयुक्त राष्ट्र ट्रिब्यूनल द्वारा सभी युद्ध-अपराध शुल्क से बरी कर दिया गया था.
🔹2011 – रूसी क्रूज जहाज बुल्गारिया, सुल्केयेवो, तातारस्तान के पास वोल्गा में डूब गया जिससे 122 मौतें हुईं थी.
🔹2017 – इराकी गृहयुद्ध: इस्लाम इस्लामिक स्टेट ऑफ इराक और लेवेंट से पूरी तरह से मुक्त घोषित किया गया था.
🔸10 July Famous People Birth (10 July को जन्मे प्रसिद्द व्यक्ति)👥
🔹1921 – प्रसिद्ध गीतकार और शायर असद भोपाली का जन्म हुआ था.
🔹1934 – भारतीय समाज सेवी रजनीकांत अरोल का जन्म हुआ था.
🔹1949 – भारतीय क्रिकेट खिलाड़ी सुनील गावस्कर का जन्म हुआ था.
🔹1950 – भारत की प्रसिद्ध शास्त्रीय गायिका परवीन सुल्ताना का जन्म हुआ था.
🔹1951 – भारत के गृहमंत्री राजनाथ सिंह का जन्म हुआ था.
🔸Famous Persons Death on 10 July (10 July को हुए प्रसिद्द व्यक्तियों के निधन)👥
🔹1927 – प्रसिद्ध इंजीनियर, समाजसेवी और भारत में हरित क्रांति के नायक सर गंगा राम का निधन हुआ था.
🔹1971 – भोजपुरी के समर्थ लोक कलाकारभिखारी ठाकुर का निधन हुआ था.
🔹2014 – प्रसिद्ध अभिनेत्री एवं रंगमंच कलाकार ज़ोहरा सहगल का निधन हुआ था.
🔸Important Festival and Days on 10 July (10 July को हुए महत्त्वपूर्ण उत्सव और दिवस)📆
➖➖➖➖➖➖➖➖➖➖➖➖
[6:33 am, 10/07/2021] News Post Odia Daily: ╭───────────────────╮
🌄 *S̴h̴u̴b̴o̴u̴d̴h̴a̴y̴ : 10 Jul/आषाढ मास(Saturday) ग्रीष्म ऋतू {कृष्ण पक्ष}*🙏🏻
╰──────────────. ───╯
*Today's top News* ➣➣➣➣➣➣➣➣➣➣➣➣➣
1. Gujarat to Reopen Schools for Class 12, Colleges from July 15. Students can attend physical classes on a voluntary basis. Attendance will not be mandatory.
2. Haryana to reopen schools for Classes 9 to 12 from July 16. No decision has been taken yet to open school for students of Classes 1 to 5.
3. Marriages and funerals will be permitted in Delhi with a limited number of attendees across all the four grades under the colour-coded action plan approved by authorities. The four colour codes in the increasing severity order - 'Yellow', 'Amber', 'Orange' and 'Red', based on positivity rate (on two consecutive days), cumulative number of new cases (over a week) and average oxygenated-bed occupancy (for a week) will designate four levels of alerts.
4. Kerala was put on alert on Friday following the outbreak of Zika virus in the state, while the Centre rushed a team of experts to monitor the situation and aid the state government in management of the cases after 13 new ones were confirmed.
5. West Bengal Senior politician Mukul Roy, who recently switched over to the ruling Trinamool Congress camp in Bengal after winning the state polls on a Bharatiya Janata Party ticket, was on Friday appointed as the chairperson of the important Public Accounts Committee in the assembly by Speaker Biman Banerjee
6. Shiromani Akali Dal (SAD) chief Sukhbir Singh Badal promised govt jobs to family members of farmers who died during the agitation against the Centre's farm laws if the coalition led by his party comes to power in the state. Punjab Chief Minister Amarinder Singh who slammed the SAD leader for "shameless" attempts to "befool" farmers by announcing poll promises that the current state government had already started executing long ago.
7. Today Defence Minister Rajnath Singh birthday (born 10 July 1951). He is the former President of BJP and previously served as the Chief Minister of Uttar Pradesh and as a Cabinet Minister in the Vajpayee Govt.
8. A four-day brain-storming meeting of Rashtriya Swayamsevak Sangh ‘pracharaks' (full-time workers) began in the presence of the organization's head Mohan Bhagwat at Chitrakoot in Madhya Pradesh's Satna district.
9. Suspended IGP Paramraj Singh Umaranangal on Friday agreed to undergo Polygraph, Brain Electrical Activation Profile and Narco Analysis Test a month after the newly formed Special Investigation Team (SIT) probing the Kotkapura police firing case.
10. Delimitation Commission says, delimitation exercise to redraw boundaries of Assembly constituencies of J&K will be completed in transparent manner. Population will be the main criteria for delimitation but priority will be also the area, geography, topography and also the communication facilities of the areas.
11. The Hindustan Aeronautics Limited (HAL) will soon get the approval to develop a futuristic High Altitude Pseudo Satellite (HAPS). The programme is spearheaded by the HAL in partnership with a Bengaluru based start-up.
12. The Army is in the process of procuring an unspecified number of anti-drone systems that will detect and jam the communication and navigation signals of a hostile unmanned aerial vehicle (UAV) .
13. Indian Navy on Friday announced prohibition on flying of non-conventional aerial objects like drones and UAVs (Unmanned Aerial Vehicles) within the 3 kms ambit of Naval Base, Naval Units and Naval assets.
14. Indian Navy has invited applications for the recruitment to the post of sailors MR for 350 vacancies (approx) in the October 2021 batch. Interested and eligible, unmarried male candidates can apply online for the post through the official website of the Indian Navy on or before …
No comments:
Post a Comment